କୁନା ତ୍ରିପାଠି ଙ୍କ ଝିଅ ଓ ପରିବାର, ପ୍ରଥମ ଥର ପାଇଁ ଦେଖନ୍ତୁ – ଆଗରୁ କେବେ ଦେଖି ନଥିବେ

Kuna Tripathy .

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା କୁନା ତ୍ରୀପାଠୀ ଯେକି ଜଣେ ଅଭିନେତା ଏକା ଧାରା ରେ , ନିଦ୍ଧେଶକ , ଲେଖକ , ଏବଂ ଉପସ୍ଥାପକ ଭାବେ ପରିଚିତ ଅଟନ୍ତି , ସେହି ପରି ତାଙ୍କୁ ଜଣେ କମେଡିଆନ କହିଲେ ବି କିଛି କମ ହେବ ନାହିଁ । ଆମେ ଆଜି ଆପଣ ମାନଙ୍କୁ ଆପଣ ମାନଙ୍କର ର ସେହି ପ୍ରିୟୟ ଅଭିନେତା କୁନା ତ୍ରୀପାଠୀ ଙ୍କ ଘର ପରିବାର ଏବଂ ସଂମ୍ପତୀ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବୁ ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

Kuna

ଏହି ଅଭିନେତା ସତ୍ୟବ୍ରତ ତ୍ରୀପାଠୀ ଅସଲ ନାମ ହୋଇ ଥିବା ବେଳେ ସେ କୁନା ତ୍ରୀପାଠୀ ଭାବେ ସାରା ଓଡ଼ିଶା ରେ ପରିଚିତ ଅଟନ୍ତି ,1968 ମସିହା ରେ ସେ କଟକ ଠାରେ ଜନ୍ମ ଲାଭ କରି ଥିଲେ । ବର୍ତମାନ ସମୟ ରେ ବି ସେ ସେହି କଟକ ରେ ରହି ଥାନ୍ତି , କୁନା ତ୍ରୀପାଠୀ ଙ୍କ ବାପା ଙ୍କ ନାମ ପର୍ମାନନ୍ଦ ତ୍ରପାଠୀ , ଏବଂ ସେ ଜଣେ ସରକାରୀ ଚାକିରୀ କରି ଥିଲେ ।

ତାଙ୍କର ସ୍ତ୍ରୀ ଙ୍କ ନାମ ସଂଙ୍ଗିତା ନନ୍ଦ ତ୍ରୀପାଠୀ , ଏହା ସହିତ କୁନା ତ୍ରୀପାଠୀ ଙ୍କ ଦୁଇଟି ଝିଅ ବି ରହିଛନ୍ତି , କୁନା ତ୍ରୀପାଠୀ ଡ୍ରାମା ଏବଂ ନାଟକ ରୁ ନିଜର କେରିଅର ଆରମ୍ଭ କରି ଥିବା ବେଳେ ନିଜର କେରିଅର ରେ ସେ 100 ରୁ ଅଧିକ ନାଟକ ରେ କାମ କରିଛନ୍ତି । ଏବଂ ପରବର୍ତି ସମୟ ରେ ସେ ଆକାଶ ବାଣୀ ରେ କାମ କରିଲେ ,

ପ୍ରଥମେ ତାଙ୍କୁ ଚଳଚିତ୍ର ରେ ଖଳନାୟକ ଭାବେ ଅଭିନୟ କରିବା ପାଇଁ ମିଳି ଥିଲା , 1995 ମସିହା ରେ ପ୍ରଥମ ଥର ପାଇଁ DD ଓଡ଼ିଶା ରେ ଏକ ଧାରାବାହୀକ ରେ କାମ କରି ଥିଲେ ଏବଂ ଏହି ଧାରାବାହୀକ ଟି 3 ହଜାର ଏପିସୋର୍ଡ ବିଶିଷ୍ଟ ରହି ଥିଲା ।

Kuna Tripathy

ସେମିତି ରେ ଆପଣ ମାନେ ଓ ଟିଭି ରେ ପ୍ରଶାରିତ ହେଉ ଥିବା ନ୍ୟଜ୍ ଫ୍ୟୁଜ୍ ରେ କାମ କରି ଥିବାର ଦେଖି ଥିବେ । ବର୍ତମାନ ସମୟ ରେ ସେ ଗୋଟିଏ ଚଳଚିତ୍ର ରେ କାମ କରିବା ପାଇଁ 3 ରୁ 5 ଲକ୍ଷ ଟଙ୍କା ନିଅନ୍ତି , ସେ ବର୍ତମାନ ସମୟ ରେ କଟକ ରେ ରୁହନ୍ତି ଏବଂ କଟକ ରେ ଗୋଟିଏ ବହୁତ ବଡ ଆଲି୍ସାନ ଘର ରହିଛି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *