ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଖୁବ୍ ଶିଘ୍ର ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ଛାଡ ପତ୍ର ହେବାକୁ ଯାଉଛି , ତେଣୁ ସେହିଥି ପାଇଁ ବର୍ତମାନ ସମୟ ରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଗୋଟିଏ ଘରେ ରହିଲେ ବି ଅଲଗା ଅଲଗା ରହୁଛନ୍ତି ।
ତେବେ ସେମାନଙ୍କ କେସ୍ ର ଆଗାମୀ ସୁଣାଣି ନଭେମ୍ବର ମାସ ର 13 ତାରିଖ ରେ ରହିଛି , ସେମିତି ରେ ଏହି ଦିନ ରେ ଏକ ନୂତନ ଘଟଣା ବି ସାମ୍ନା କୁ ଆସି ଥିବାର ଦେଖିବା ପାଇଁ ମିଳିଛି , ଯେଉଁ ଠାରେ ବର୍ଷା ପ୍ରିୟଦର୍ଶନୀ ବାବୁସାନ ମହାନ୍ତି ଙ୍କ ପରିବାର ସହିତ ମିଳାମିଶା ଏବଂ ଅପରାଜିତା ମହାନ୍ତି ଙ୍କ ସହିତ ଏହି ଦିନ ରେ ବର୍ଷା ପ୍ରିୟଦର୍ଶନୀ ବୁଲା ବୁଲି କରୁଛନ୍ତି ।
ଏହି ନିକଟ ରେ ବର୍ଷା ଏମିତି ସବୁ କ୍ଷେତ୍ର ରେ ଦେଖିବା ପାଇଁ ମିଳି ଥିବା ବେଳେ ସେମାନଙ୍କ ସହିତ ମିଶି ବି ଡିନ୍ନର କରି ଥିବାର ବି ଫୋଟ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି , ସେମିତି ରେ ବର୍ଷା ଏବଂ ବାବୁସାନ ଙ୍କ ଫିଲ୍ମ କୁ ନେଇ ବର୍ଷା କହିଛନ୍ତି ଅନୁଭବ ମହାନ୍ତି ତାଙ୍କୁ କୌଣସି ବି ହିରୋ ମାନଙ୍କ ସହିତ ଅଭିନୟ କରିବା ପାଇଁ ଦେଉ ନ ଥିଲେ ହେଲେ ବର୍ତମାନ ସମୟ ରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଷନୀ ଙ୍କୁ ଛାଡ ପତ୍ର ଦେବାକୁ ଜାଉଛନ୍ତି ।
ସେହିଥି ପାଇଁ ବର୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଷନୀ ବାବୁସାନ ଙ୍କ ସହିତ ଫିଲ୍ମ ସାଇନ୍ କରି ଥିବାର ଜଣା ପଡିଛି ଏବଂ ବର୍ତମାନ ସମୟ ରେ ଏହାର ସ୍କ୍ରୀପ୍ଟ ଏବଂ ଗୀତ ର ସୁଟିଂ ଉପରେ କାମ ଚାଲିଛି ଏବଂ ଖୁବ୍ ଶିଘ୍ର ଏହି ଫିଲ୍ମ ର ସୁଟିଂ ଆରମ୍ଭ ହେବାକୁ ଜାଉଛି ।
ସେହି ପରି ବେଳେ ଅନୁଭବ ମହାନ୍ତି ଏବଂ ଏଲିନା ଙ୍କ ନୂଆ ଓଡ଼ିଆ ଫିଲ୍ମ ର ଅଧିକାଂଶ ସୁଟିଂ ସରି ଜାଇ ଥିବା ବେଳେ ବାକି ରହି ଥିବା ଗୀତ ର ସୁଟିଂ ଆଗାମୀ ସମୟ ରେ ପୂରଣ ହେବାକୁ ଯାଉଛି ଏହି ଫିଲ୍ମ ସବୁ ଆସନ୍ତା ବର୍ଷ ର ଭେଲେନ ଟାଇମ୍ ଡେ ରେ ରିଲିଜ୍ ହେବାକୁ ଜାଉଛି ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।