ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତମାନ ପାର୍ବଣଣ ର ମାହୋଲ ରହି ଥିବା ବେଳେ ଗତ କାଲି ପବିତ୍ର ଦୂର୍ଗା ଅଷ୍ଟମୀ ଏବଂ ଏମମିତି କ୍ଷେତ୍ର ରେ ଓଲିଉଡ ର ସବୁ ଅଭିନେତ୍ରୀ ମାନେ ନିଜର ସୁଟ୍ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ଯେତେ ସବୁ ଅଭିନେତ୍ରୀ ମାନେ ଏହି ଦିନ ରେ ଫୋଟ ଉଠେଇ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି ତାହା ମଧ୍ୟ ରୁ ସବୁଠୁ ଅଧିକ ଚର୍ଚ୍ଚା ରେ ରହିଛି ଓଲିଉଡ ର କୁଇନ୍ ବର୍ଷା ପ୍ରିୟଦର୍ଶନୀ ଏବଂ ଏଲିନା ସାମନ୍ତରାୟ ଙ୍କ ଫୋଟ ସୁଟ୍ ତେବେ ଏମାନଙ୍କ ଫୋଟ ମଧ୍ୟ ରୁ ଆପଣ ମାନଙ୍କୁ କାହାର ଫଟୋ ବେଶି ପରିମାଣ ରେ ପସନ୍ଦ ଆସୁଛି ଆପଣ ମାନଙ୍କୁ ଆପଣ ମାନେ ଆମକୁ କମେଣ୍ଟ କରିବେ ।
ବିଗତ ଦିନରେ କୋରନା ର ପରିସ୍ଥିତି ରହି ଥିବା ବେଳେ ସବୁ ମଣ୍ଡପ ମାନଙ୍କ ରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ କରିବା ପାଇଁ ମନା କରା ଜାଇ ଥିବା ବେଳେ ସବୁ ଲୋକ ମାନେ ଏହି ଦିନ ରେ ଘରେ ରହି ହିଁ ଏହି ବର୍ଷ ର ଅଷ୍ଟମୀ ପୂଜା ର ପାଳନ କରିଛନ୍ତି ଏବଂ ବ୍ରତ୍ତ ର ପାଳନନ ମଧ୍ୟ କରିଛନ୍ତି ।
ତେବେ ଏଠାରେ ଓଲିଉଡ ର ସବୁ ଅଭିନେତ୍ରୀ ମାନେ ବି ଏହି ବ୍ରତ୍ତ ର ପାଳନ କରି ଥିବା ବେଳେ ସେମାନେ ଏହି ଦିନ ରେ ବ୍ରତ୍ତ କେମିତି ଭାବେ ପାଳନ କରିବା ସହିତ ସେମାନେ ନିଜର ମାଆ ଦୂର୍ଗା ଙ୍କ ସ୍ୱରୁପ ରହି ଥିବା ଫୋଟ କୁ ବି ସୋସିଆଲ ମିଡ଼ିଆ ଏକାଉଣ୍ଟ ମାନଙ୍କ ରେ ସେୟାର କରି ଥିବାର ଦେଖିବା ପାଇଁ ମିଳି ଥିଲେ ।
ଜାହାକୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରି ଥିଲେ ଏବଂ ଏହି ମାନଙ୍କ ମଧ୍ୟ ରୁ ଏଲିନା ସାମନ୍ତ ରାୟ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ଫୋଟ କୁ ଅଧିକ ମାତ୍ରା ରେ ଦର୍ଶକ ମାନେ ପସନ୍ଦ କରି ଥିବା ବେଳେ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ଏହି ଦୁଇ ଅଭିନେତ୍ରୀ ଙ୍କ ଫୋଟ ସବୁ ମଧ୍ୟ ରୁ ବେଷ୍ଟ ଫୋଟ କୁ ବାଛନ୍ତୁ ଏବଂ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ କି ଏମାନଙ୍କୁ କେଉଁ ଅଭିନେତ୍ରୀ ଙ୍କ ଫୋଟ ବେଷ୍ଟ ହୋଇଛି ବୋଲି,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।