ଦେହର ଏହି ଜାଗାରେ ଅଛିକି (କଳାଯାଇ)- ଜାଣନ୍ତୁ କିଛି ଚମକାଇ ଦେଲା ଭଳି କଥା

kalajai

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ମାନଙ୍କ ଶରୀର ରେ ବହୁତ ଗୁଡିଏ ରାଶି ବା କଳାଜାଇ ରହି ଥାଏ ଏବଂ ଏମିତି ବହୁତ ଗୁଡିଏ କଳାଜାଇ ପରେ ବି ଦେଖିବା ପାଇଁ ମିଳେ ସମୟ ସହିତ ଶରୀର ରେ ଏହି କଳାଜାଇ ଛୋଟ ବଡ ଏବଂ ଅଦୃଶ୍ୟ ହେବାରେ ଲାଗେ , ସାମୂଦ୍ରିକ ଶାସ୍ତ୍ର ଅନୁସାରେ ଏହି କଳାଜାଇ ଆମ ମାନଙ୍କୁ ବହୁତ କିଛି ସୂଚନା ପ୍ରଦାନ କରେ ଏବଂ ଏହି ଥିରୁ ଆମେ ମାନେ ଜାଣି ପାରିବା କି କେଉଁ ସ୍ଥାନ ରେ କଳାଜାଇ ରହିଲେ ଶୁଭ ଏବଂ ଅଶୁଭ ହୋଇ ଥାଏ ବୋଲି ।

ସେହି ପରି ବନ୍ଧୁଗଣ ମଣିଷ ଶରୀର ରେ ରହି ଥିବା କଳାଜାଇ ବା ରାଶି ଧନ ର ଉପାର୍ଜନ କରିବାର ସଂଙ୍କେତ ବି ଦେଇ ଥାଏ , ସେହିଥି ପାଇଁ ଏହି ଆଧାର ରେ ଆମେ ଆଜି ଆପଣ ମାନଙ୍କୁ କହିବୁ ଶରୀର ରେ କେଉଁ କେଉଁ ଅଙ୍ଗ ରେ କଳାଜାଇ ରହିଲେ ଧନ ର ଅଧିକ ଆୟ ହୋଇ ଥାଏ ।

kalajay

ପ୍ରଥମେ ହେଲା ଥୋଡ ଉପରେ କଳାଜାଇ ରହିବା , ବନ୍ଧୁଗଣ ଯେଉଁ ମାନଙ୍କର ଥୋଡ ଉପରେ କଳାଜାଇ ରହିଥାଏ , ସେମାନେ ବହୁତ ଭାଗ୍ୟବାନ ହୋଇ ଥାନ୍ତି , ଏବଂ ଏମାନେ ବହୁତ ଧନ ବାନ ହୋଇ ଥାନ୍ତି ,ଏହି କଳାଜାଇ ଯେଉଁ ମାନଙ୍କର ରହିଥାଏ ,ସେମାନଙ୍କ କାର୍ଯ୍ୟ କେବେ ବି ଅଧୁରା ରୁହେ ନାହିଁ ।

ଦ୍ୱତୀୟ ରେ ରହିଛି ନାକ ଉପରେ କଳାଜାଇ ରହିବା ବନ୍ଧୁଗଣ ଏହି ପରି ବ୍ୟକ୍ତି ମାନଙ୍କ ମନ ବହୁତ ସଫା ରହିଥାଏ , ଏମାନେ ବହୁତ ସ୍ୱାଭୀମାନୀ ହୋଇ ଥାନ୍ତି , ଏମନେ ସବୁ ବେଳେ ନିଜର କର୍ମ ଉପରେ ବିଶ୍ୱାସ ରଖନ୍ତି । ଏମାନେ କେବେ ବି ନିଜ ମନ ରେ ଛଳ ବା କପଟ ରଖନ୍ତି ନାହିଁ ,

ସେହି ପରି ଭାବେ ଯଦି ପିଠୀ ପଟ ରେ ହୋଇ ଥାଏ କଳାଜାଇ ତେବେ ସେମାନେ ସବୁ କଥା କୁ ହସ ମଜାକ୍ ରେ ଉଡେଇ ଦେଇ ଥାନ୍ତି , ଏମାନେ ହେଲେ ବହୁତ କିଛି କରିବାର କାବିଲ୍ୟତ୍ ରଖି ଥାନ୍ତି , ହେଲେ ତାହାର ବ୍ୟବହାର କରନ୍ତି ନାହିଁ। ହେଲେ ଭବିଷ୍ୟତ ରେ ଏମାନେ ବିଶିଷ୍ଟ ଲୋକ ହୁଅନ୍ତି ।

kalajay

ଚାରି ରେ ରହିଛି ଯେଉଁ ମାନଙ୍କ ପାପୁଲୀ ରେ କଳାଜାଇ ରହିଥାଏ , ସେମାନେ ସବୁ ବେଳେ ଭାଗ୍ୟବାନ୍ ହୋଇ ଥାନ୍ତି , ଏବଂ ଏମାନେ ଜୀବନ ରେ ବହୁତ ବଡ ଲୋକ ହେବା ସହିତ ନିଜର ଗୋଟିଏ ପରିଚୟ ସୃଷ୍ଟି କରନ୍ତି , ବହୁତ ସମୟ ରେ ଏହି କଳାଜାଇ ହୋଇ କିଛି ଦିନ ପରେ ଏହା ବନ୍ଦ ହୋଇ ଯିବାର ଦେଖିବା ପାଇଁ ମିଳେ ସେମିତି କ୍ଷେତ୍ର ରେ ସେମାନେ ଦାରିଦ୍ରତା ର ଶୀକାର ହୁଅନ୍ତ ହେଲେ ନିଜର ଜୀବନ ରେ ଏମାନେ ବହୁତ ପରିଶ୍ରମ କରନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *