ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ସୁପର ଏକ୍କଟ୍ରେସ୍ ରଚନା ବାନାର୍ଜି ଙ୍କୁ ଜାଣି ଥିବେ ତେବେ ଏହି ଦିନରେ ଯେଉଁ ପରି ଭାବେ ପେଣ୍ଡେମିକ୍ ସିଚ୍ୟୁଏସନ୍ ଚାଲିଛି କୋରନା ସଂଙ୍କ୍ରମଣ କୁ ନେଇ ଆପଣ ମାନେ ସେହି ବିଷୟ ରେ ବି ଜାଣି ଥିବେ , ତେବେ ଏହି ଦିନରେ ସବୁ କ୍ଷେତ୍ର ରେ କୋଭିଡ୍ କଟକଣା ସହିତ ସବୁ ନିୟମ ର ପାଳନ କରି ପାର୍ବଣ ମାନେ ନବରାତ୍ରୀ ରେ ମାଆ ଦୂର୍ଗା ଙ୍କ ପୂଜା ଅର୍ଚ୍ଚନା ହେଉ ଥିବା ବେଳେ , ଆମ ଓଲିଉଡ ର ବିରିଷ୍ଟ ଅଭିନେତ୍ରୀ ରଚନା ବାନାର୍ଜି ବି ନିଜର ଏହି କାମ ରେ କୈଣସି ବି ଭୁଲ କରି ନାହାଁନ୍ତି ।
ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଏହି ଦିନ ରେ କେମିତି ଭାବେ ରଚନା ବାନାର୍ଜି ନିଜର ଏହି ଦୂର୍ଗା ପୂଜା ର ପାଳନ କରିଲେ , ଆପଣ ମାନଙ୍କୁ ଜଣେଇ ଦେବୁ କି ବର୍ତମାନ ସମୟ ରେ ରଚନା ବାନାର୍ଜି ନିଜର ଘର ପଶ୍ଚିମ ବଙ୍ଗ ର କଲିକତା ଠାରେ ରହି ଥିବା ବେଳେ ସେ ନିଜର ପରିବାର ସହିତ ବହୁତ ଧୁମ୍ ଧାମ୍ ର ସହିତ ଏହି ପୂଜା ର ପାଳନ କରିଛନ୍ତି ।
ଜାହାର ଭିଡ଼ିଓ ବର୍ତମାନ ସମୟ ରେ ସେ ନିଜର ଫେନ୍ସ ମାନଙ୍କ ସହିତ ସେୟାର କରିବା ପାଇଁ ଚାହିଁଛନ୍ତି , ଯେଉଁ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛନ୍ତି କି ସେ ନିଜର ଘରେ ହୋଇ ଥିବା ମାଆ ଙ୍କ ପୂଜା କୁ ଦେଖେଇବା ସହିତ ସେ ନିଜର କିଛି ବର୍ତ୍ତା କୁ ମଧ୍ୟ ଫେନ୍ସ ମାନଙ୍କ ସହିତ ସେୟାର କରିଛନ୍ତି ।
ତାଙ୍କର କହିବା ଅନୁସାରେ ବର୍ତମାନ ସମୟ ରେ ଯେଉଁ ପରି ଭାବେ ପେଣ୍ଡେମିକ୍ ରହିଛି ଜାହା ଫଳ ରେ ମାଆ ଙ୍କ ପୂଜା ଅର୍ଚ୍ଚନା ବହୁତ ନିୟମ ର ସହିତ ପାଳନ ହେଉଛି ମାଆ କରନ୍ତୁ ଏହି ସବୁ କଟକଣା ଯେମିତି ଆଗାମୀ ବର୍ଷ ରେ ନ ରହୁ ବୋଲି ସେ ମାଆ ଙ୍କ ପାଖରେ ମାଗୁଣୀ କରିଛନ୍ତି ।
ଆଜି ଦସହରା ର ପୂଜା ରହି ଥିବା ବେଳେ ପୂଜା ରେ ସେ ବହୁତ ପରିମାଣ ରେ ମଜା କରି ଥିବାର ଦେଖିବା ପାଇଁ ମିଳିଛନ୍ତି ତାଙ୍କୁ ବହୁତ ଖୁସୀ ଲାଗୁଛି କି ତାଙ୍କ ଘର କୁ ମାଆ ଏହି ବର୍ଷ ଆସିଛନ୍ତି ଏବଂ ତାଙ୍କ ଠାରୁ ପୂଜା ଗ୍ରହଣ କରିଛନ୍ତି , ସେ ଚାହାଁନ୍ତି କି ୟେମିତି ଭାବେ ଏହି ବର୍ଷ ମାଆ ଆସି ପଳେଇ ଯିବେ ସେହି ପରି ଭାବେ ଆଗାମୀ ବର୍ଷ ରେ ସେ ଯେମିତି ଭାବେ ବହୁତ ଜଲ୍ଦି ଆସନ୍ତୁ ପୁଣି ଥରେ ଯେମିତି ଖୁସୀ ର ଉତ୍ସାହ ଦେଖିବା ପାଇଁ ମିଳୁ , ରଚନା ଙ୍କ ଅଭିନୟ କେମିତିି ଲାଗେ ଓଡ଼ିଆ ସିନେମା ରେ ଜଣେଇ ଦେବେ ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।