ଭାଇରାଲ ହେଉଛି ପ୍ରେମି ଯୁଗଳଙ୍କ ରାସ ଲୀଳା ଭିଡିଓ – ଦେଖନ୍ତୁ ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ସାମ୍ନା କୁ ଆସିଲା ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ତେବେ ବନ୍ଧୁଗଣ ଆପଣ ମାନେ ବି ଏହି ଭିଡ଼ିଓ କୁ ତଳେ ଜାଇ ଦେଖନ୍ତୁ ଜାହା ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି  ବର୍ତମାନ ସମୟରେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ କଣ ସବୁ ହେଉ ଥିଲା ଭିଡ଼ିଓ ରେ ସଂମ୍ପର୍ଣ୍ଣ ଭାବେ ବୁଝେଇ ଦେବାକୁ ଚେଷ୍ଟା କରିବୁ । ତା ପୂର୍ବ ରୁ ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

love

ସେମିତି ରେ ଆଜିର ଦିନ ରେ ପ୍ରେମ ହେବା ଏବଂ ପରେ ବ୍ରେକପ୍ ହେବା କିଛି ବଡ କଥା ନୁହେଁ ଏବଂ ସେମିତି ବେଳେ ଏହି ଦିନ ରେ ପ୍ରେମ କରିବା ଲୋକ ମାନେ ମନ କୁ ନୁହେଁ ବରଂ ଦେହ କୁ ପ୍ରେମ କରୁଛନ୍ତି । ଏବଂ ଏହି ପ୍ରେମ ରେ ଲୋକ ମାନେ ଅନ୍ଧ ହୋଇ ଜାଇ ଥାନ୍ତି ଏବଂ ସେମାନେ କିଛି କରିବା ପାଇଁ ପ୍ରସ୍ତୁତ ହୋଇ ଥାନ୍ତି ,

ପ୍ରେମ କୁ ହାସଲ କରିବା ପାଇଁ ଲୋକ ମାନେ କିଛି ବି କରି ପାରନ୍ତି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ, ଏବଂ ବର୍ତମାନ ସମୟରେ ସେମିତି କିଛି ଘଟଣା ସାମ୍ନା କୁ ଆସି ଥିବା ବେଳେ ଏହା ବଲାଙ୍ଗୀରରେ ଘଟିଛି  ବୋଲି ସୁଚନା ମିଳିଛି।

ବଲାଙ୍ଗୀର ର ମୁରିବହଲ ବ୍ଲକ ଘୁଷୁରା ମୁଣ୍ଡା ଜଙ୍ଗଲ ରେ ଏହି ଘଟଣା ଘଟି ଥିଲା । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ଝିଅଟି ଅଚେତ ହୋଇପଡିଛି , ପ୍ରେମିକା ଜଣଙ୍କ ତାକୁ ଧରିଛି  । ସ୍ତାନୀୟ କିଛି ଯୁବକ ଦୁଇ ପ୍ରେମି ଯୁଗଳଙ୍କୁ ଧରିବା ସହ ସେମାନଙ୍କୁ ହଇରାଣ ଓ ହରକତ କରୁଥିବାର ଦେଖିବାକୁ ମିଳିଥିଲା ।

ତେବେ ପୋଲିସ ପାଖେ ଏ ନେଇ କୌଣସି କମ୍ପେନ ରହି ନଥିବା ବେଳେ , ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ଏ ବିଷୟରେ କମ୍ପ୍ଲନେ ଦାୟର କରି ଅଛି , ଏବଂ ପ୍ରେମି ଯୁଗଳଙ୍କ ସହ ସେହି ବାତରା ଟୋକାଙ୍କୁ ବି ଖୋଜୁଛି ।

ତେବେ ପବ୍ଲିକ ପ୍ଲେସରେ ଏଭଳି କାମ କେତେ ଦୁର ଠିକ ଆମକୁ କମେଣ୍ଟରେ ଜଣାନ୍ତୁ , ଏହା ସହିତ ଏହି ଭଳି ଖବର ସବୁ ଦିନ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *