ଅଭିନେତା ରିଶି ତଥା ଦେବସ୍ମିତାକୁ ଅଥବା କିଏ ନ ଜାଣେ। ଆପଣ ମାନେ ତାଙ୍କର ଧାରାବାହିକ ” ତୋ ପାଇଁ ମୁଁ” ରେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥିଲେ। ଜୟ ଆଉ ଭୂମି ଭାବେ ସେମାନେ ବହୁତ ଲୋକ ପ୍ରିୟତା ଲାଭ କରି ଛନ୍ତି ଆଉ ଆପଣ ମାନେ ବି ଜାଣିଥିବେ କି ସେମାନେ କିପରି ନିଜର ସମ୍ପର୍କ ନେଇ ବହୁତ ଲୋକପ୍ରିୟ ଅଟନ୍ତି ।
ମାତ୍ର କଣ ଆପଣ ଜାଣନ୍ତି କି ଅଭିନେତ୍ରୀ ଦେବସ୍ମିତା ଯିଏ କି ସେହି ଧାରାବାହିକରେ ଭୂମି ର ଚରିତ୍ର ପ୍ଲେ କରୁଛନ୍ତି, ତାଙ୍କର ଜୟ ଙ୍କ ସହ ସମ୍ପର୍କ ନେଇ କଣ କହିବାର ଥିଲା। ଏହା ବାବଦରେ ହି ଆମେ ଆପଣଙ୍କ ପାଖରେ ଆଜି ବଡ଼ ଖବର କହିବାକୁ ଯାଉଛୁ। ଏହା ଜାଣିବା ପାଇଁ ଆପଣ ଆମ ସହ ଯୋଡ଼ା ହୋଇ ରୁହନ୍ତୁ ଆଉ ଆମେ ଆପଣଙ୍କ ଏହି ଖବର ଜଣାଇବୁ। ଆସନ୍ତୁ ଆରମ୍ଭ କରିବା।
ଜୟ ଆଉ ଭୂମି ପ୍ରଥମେ ନଜର ଆସିଥିଲେ ଓଡ଼ିଆ ଧାରାବାହିକ “ତୋ ପାଇଁ ମୁଁ” ରେ। ଏଠାରେ ସେହି ଦୁଇ ଜଣଙ୍କର ଯୋଡି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ଆଉ ସେମାନେ ନିଜର ଅଭିନୟ ଦ୍ୱାରା ବହୁତ ଲୋକପ୍ରିୟତା ଲାଭ କରିଥିଲେ। ଜୟ ଙ୍କର ଅସଲି ନାମ ହେଉଛି ରିଶି ଆଉ ଭୂମି ର ଚରିତ୍ର କରୁଥିବା ଅଭିନେତ୍ରୀଙ୍କର ଅସଲି ନାମ ହେଉଛି ଦେବସ୍ମିତା। ସେ ପ୍ରଥମେ ଫିଲ୍ମ କରିଥିଲେ ଆଉ ତାହା ପରେ ସେ ପୁଣି ନଜର ଆସିଥିଲେ ସିରିଏଲ ମାନଙ୍କରେ ।
ସେ ସର୍ବ ପ୍ରଥମେ ଏକ ରିଆଲିଟି ଶୋରେ ନଜର ଆସିଥିଲେ ଯାହା କି ତାଙ୍କ ପାଇଁ ନୂଆ ନଥିଲା। ମାତ୍ର ତାଙ୍କୁ ଆଉ ଏକ ସାକ୍ଷାତକାରରେ ପଚରାଗଲା କି ଆପଣଙ୍କର ରିଶି ଅଥବା ଜୟଙ୍କ ସହ କି ସମ୍ପର୍କ ଅଛି ଆଉ ଏହାର ଜବାବ ସେ ସିଧା ସଳଖ ତ ଦେଇ ନଥିଲେ ମାତ୍ର ସେ ଏହାର ଜବାବ ବୁଲେଇ ବଙ୍କେଇ ଦେଲେ ଯାହା କି ସେ କହିଲେ ଯେ ଜୟ ତାଙ୍କର ବହୁତ କ୍ଲୋଜ ଫ୍ରେଣ୍ଡ ମାତ୍ର ତାଙ୍କ ସହ ସେପରୀ କିଛି ନାହିଁ ବୋଲି।
ସେ କହିଲେ କି ଜୟ ବହୁତ ଯତ୍ନଶୀଳ ଆଉ ସେ ମୋର ବହୁତ କେୟାର କରନ୍ତି। ସେ ମୋତେ ବହୁତ ଭଲ ଲାଗନ୍ତି ଆଉ ତାଙ୍କ ସହ ମୋର ବହୁତ ଭଲ ସଂପର୍କ ମାତ୍ର ସେ ବୟଫ୍ରେଣ୍ଡ ମ୍ୟାଟେରିଆଲ ନୁହନ୍ତି ସେ ହେଉଛନ୍ତି ଜଣେ ହଜବ୍ୟାଣ୍ଡ ମ୍ୟାଟେରିଆଲ। ଜୟ ଯାହାଙ୍କର ରିଏଲ ନେମ ହେଉଛି ରିଶି ଆଉ ଭୂମୀଙ୍କର ଏହି ଯୋଡିକୁ ଲୋକମାନେ ବହୁତ ଭଲ ପାଇବା ଦେଇଥିଲେ ଆଉ ତାହା ସେମାନଙ୍କୁ ବହୁତ ପସନ୍ଦ ବି ଆସିଥିଲା।
ତେବେ ତାଙ୍କର କଥାରୁ ଏହା ଲାଗିଲା କି ଭୂମି ଜୟଙ୍କୁ ବହୁତ ଲାଇକ କରନ୍ତି ଆଉ ତାଙ୍କର କଥାରୁ ଏହା ତ ଲାଗି ନଥିଲା କି ସେ ଜୟଙ୍କୁ ବିବାହ କରିବାକୁ ଚାହାନ୍ତି ମାତ୍ର ତାଙ୍କର କଥାବାର୍ତ୍ତା ଏହା ସ୍ପଷ୍ଟ କରିଦେଲା କି ସେ ତାଙ୍କୁ ବହୁତ ଲାଇକ କରନ୍ତି ଆଉ ତାହା ତାଙ୍କ କଥାରୁ ସ୍ପଷ୍ଟ ବାରି ହେଲା।