ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କମିଲା ସୁନା ଦର । ଦିପାବଳୀ ସୁଧା ରେକର୍ଡ ଭାଙ୍ଗି ପାରେ ସୁନା ଦର ଆପଣ ମାନଙ୍କ ମନ ପସନ୍ଦର ଗହଣା ଆପଣ ମାନେ ଏବେ ଜାଇ କିଣି ଆଣନ୍ତୁ , ବହୁତ ସସ୍ତା ମୂଲ୍ୟରେ ମିଳୁଛିି ଜାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଖୁସୀ ହୋଇ ଯିବେ । ତେବେ ବନ୍ଧୁଗଣ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଆପଡେଟ୍ ପାଇବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ , ସେମିତି ରେ ବିଗତ କିଛି ମାସ ଧରି ସୁନା ଏବଂ ରୂପା ଦର ହ୍ରାସ ପାଇ ଥିବା ବେଳେ ଆଜି ଏହି ରେଟ୍ ରେ ଆହୁରୀ ବି ହ୍ରାସ ପାଇ ଥିବାର ଦେଖିବା ପାଇଁ ମିଳିଛି। ଟ୍ରେଣ୍ଡିଂ ଆରମ୍ଭ ରୁ ହିଁ ସୁନା ଦରରେ ହ୍ରାସ ହେବାର ଦେଖିବା ପାଇଁ ମିଳି ଥିଲା ।
ଚଳିତ ବର୍ଷ ନିବେଶକମାନଙ୍କୁ ମୋଟ ରିଟର୍ଣ୍ଣ ଦେବା ପରେ ଏବେ ଝଟ୍କା ଦେବାକୁ ଯାଉଛି ସୁନା । କିନ୍ତୁ ସାଧାରଣ ଜନତା ପାଇଁ ଖୁସି ଖବର ଆସିବାକୁ ଯାଉଛି । ଖାସ୍ କରି ସୁନା କିଣାବିକା କରୁଥିବା ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ଖବର ହୋଇପାରେ ବୋଲି ଆଶା କରାଯାଉଛି । କରୋନା ଭ୍ୟାକସିନ୍ ପ୍ରସ୍ତୁତ ହୋଇଥିବା ଖବର ମଙ୍ଗଳବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନାର ଦାମ୍ ୧୦୪୯ଟଙ୍କା ହ୍ରାସ ପାଇଛି । ଏହାସହିତ ସୁନାର ଦାମ୍ ୪୯ହଜାର ତଳକୁ ଖସିଛି । ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୮୫୬୯ ରହିଛି । ଦିଲ୍ଲୀର ସରଫା ବଜାରରେ ମଙ୍ଗଳବାର ଦିନ ସୁନା ୧୦୪୯ ଟଙ୍କା ହ୍ରାସ ପାଇ ୪୮,୫୬୯ ପ୍ରତି ୧୦ ଗ୍ରାମ ପ୍ରତି ରହି ବନ୍ଦ ହୋଇଥିଲା ।