କେତେବି ପୁରୁଣା ଚନ୍ଦାପଣ ହୋଇଥାଉ ୧୦୦% କେଶ ଉଠିବ | ଆପଣାନ୍ତୁ ଏହି ଉପାୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ବହୁତ ଲୋକ ମାନେ ଚନ୍ଧା ପଣ ବା ଏଲୋକେସିଆ ଭଳି ସମସ୍ୟା ରେ ପୀଡିତ ରହିଛନ୍ତି ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ସମୟ ପୂର୍ବ ରୁ ଏହି ଚନ୍ଧା ପଣ ହୋଇ ଝାଇ ଥାଏ ସେମାନେ ନିଜକୁ ବହୁତ ଆତ୍ମଜ୍ଞ୍ୟନୀ ବୋଲି ମନେ କରନ୍ତି । ଜାହା ସେମାନଙ୍କ ବ୍ୟକ୍ତିଗତ ଲାଇଫ୍ ଉପରେ ବହୁତ ପରିମାଣ ରେ ପ୍ରଭାବ ପକେଇ ଥାଏ , ସେମାନେ କାହାକୁ ମୁହଁ ଦେଖେଇବା ପାଇଁ ଲାଜ ଅନୁଭବ କରନ୍ତି , ଏମିତି ଲୋକ ମାନେ ବହୁତ ରହିଛନ୍ତି ଯେଉଁ ମାନେ ଚନ୍ଦା ହୋଇ ଯିବା ଦ୍ୱାରା ବହୁତ ହାରାସ୍ ଫିଲ୍ କରନ୍ତି ।

Hair loss

ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ସମସ୍ୟା ସାଧାରଣତଃ ଜେନେଟିକ୍ ଅସୁବିଧା ପାଇଁ ହୋଇ ଥାଏ, ସେମିତି ରେ ବନ୍ଧୁଗଣ ଚିନ୍ତା କରିବାର ନାହିଁ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ଉପଚାର ନେଇ କରି ଆସିଛୁ ଜାହା ସଂମ୍ପର୍ଣ୍ଣ ନେଚୁରାଲ ହେବା ସହିତ ଶହେ ପ୍ରତିଶତ ଆପଣ ମାନଙ୍କ ମୁଣ୍ଡ ରେ କେଶ ଉଠେଇବା ପାଇଁ ପ୍ରମାଣ କାରୀ ଅଟେ ତେବେ ଆସନ୍ତୁ ଜାଣି ନେବା ।

 

ବନ୍ଧୁଗଣ ପ୍ରଥମେ ଆପଣ ମାନଙ୍କୁ ନଡିଆ ତେଲ ର ଆବଶ୍ୟକତା ପଡିବ ଏବଂ ପରେ ଆପଣ ମାନଙ୍କୁ 10 ରୁ 20 ମନ୍ଦାର ଫୁଲ ର ପତ୍ର ଆଣନ୍ତୁ ଏବଂ ଏବେ ଏହାର ରସ କୁ ବାହାର କରନ୍ତୁ ଦୁଇଟି ଜିନିସ ସମାନ ପରିମାଣ ରେ ନିଅନ୍ତୁ ଏବେ ଆପଣ ମାନଙ୍କୁ ବରୁଡି ବସା ଖୋଜିବା ପାଇଁ ପଡିବ ବଡ ବରୁଡି ବସା ଯେଉଁଠୀ ରହିଛି ଆପଣ ମାନେ ଆଣନ୍ତୁ ଏବଂ ଏବେ ଏହି ଦୁଇଟି ସାମଗ୍ରୀ ଏବଂ ବରୁଡି ବସା ର ଗୁଣ୍ଡ କୁ ଗରମ କରନ୍ତୁ,

Hair loss

ଏବଂ ପରେ ଆପଣ ମାନଙ୍କୁ ଆଉ ଗୋଟିଏ ପାତ୍ର ରେ ପିଆଜ ରସ ନିଅନ୍ତୁ ଏବେ ପ୍ରତି ଦିନ ନଡିଆ ତେଲ ଏବଂ ମନ୍ଦାର ଫଲ ରସ ର ମିଶ୍ରମ କୁ ପ୍ରତି ଦିନ ଚନ୍ଦା ସ୍ଥାନ ରେ ମାଲିସ କରନ୍ତୁ ହଁ ପିଆଜ ରସ କୁ ମିଶ୍ରଣ କରିବା ପାଇଁ ଭୁଲିବେ ନାହିଁ ତେବେ ଦେଖିବେ ବନ୍ଧୁଗଣ ଆପଣ ମାନଙ୍କ ଚନ୍ଧା ମୁଣ୍ଡ ରେ ଖୁବ୍ ଶୀଘ୍ର ପୁଣି ଥରେ କେଶ କଅଁଳିବା ପାଇଁ ଲାଗିବ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *