କୋମଯୋର ପୁରୁଷ ପାଇଁ ରାମବାଣ ଔଷଧ ଅଟେ ଏହି ଜିନିଷ ମିଳିବ ଘୋଡା ପରି ବଳ …..।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ଦିନରେ ଆମେ ମାନେ ସ୍ୱାମୀ ସ୍ତ୍ରୀ ଙ୍କ ସଂମ୍ପର୍କ ମଧ୍ୟ ରେ ପାର୍ଥକ୍ୟ ଦେଖିବା ପାଇଁ ପାଉଛୁ ଏହା ସବୁ କେବଳ କୋମଜୋର ପଣ ପାଇଁ ଏବଂ ଏମିତିରେ ସେମାନଙ୍କ ସଂମ୍ପର୍କ ସ୍ଥାପନା ରେ ଅସୁବିଧା ଏବଂ ବହୁତ ସମୟ ରେ ସ୍ୱାମୀ ସ୍ତ୍ରୀ ଅଲଗା ହେବାର ବି ଦେଖିବା ପାଇଁ ମିଳୁଛି । ତେବେ ସେମିତି ରେ ଆମେ ଆପଣ ମାନଙ୍କୁ ପାଇଁ ସେମିତି କିଛି ଔଷଧ ବିଷୟରେ କହିବା ପାଇଁ ଚାହିଁବୁ ଜାହା ଆପଣ ମାନଙ୍କ କୋମଜୋରୀ କୁ ସଂମ୍ପର୍ଣ୍ଣ ଭାବେ ଦୂର କରିବ । ଏବଂ ସେମିତି ରେ ଅନ୍ୟ ଉପାୟ ବିଷୟ ରେ ବି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଜାଣି ନେବା ।

ଶରୀର ରେ ଶକ୍ତି ବଢେଇବା ପାଇଁ ।

ଏହି ଉପାୟ ପୁରୁଷଙ୍କ ମଧ୍ୟରେ ଶକ୍ତି ବଢେଇବା ପାଇଁ ସାହାଯ୍ୟ କରେ । ଏହା ପାଇଁ ଆପଣ ମାନେ ମଶୁରୀ ଡାଲୀ କୁ ଅଳ୍ପ ଗରମ ପାଣି ରେ ପକେଇ କରି ତାହାର ପାଣି ଏବଂ ତାହାର ଦରସିଝା ମଞୀ କୁ ଖାଇଲେ ଆପଣ ମାନଙ୍କ ମଧ୍ୟରେ ଶକ୍ତି ବଢି ଥାଏ । ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କେବେ ଝଗଡା ହୁଏ ନାହିଁ । ତଥା ଏହା ଦ୍ୱାରା ବିରେ ଗାଢ , ଲିଙ୍ଗ ର ମୁଟାଇ, ଏବଂ ବଳ ବର୍ଦ୍ଧକ ର କାରକ ରହି ଥିବାରୁ ଏହା ପୁରୁଷ ମାନଙ୍କୁ ବହୁତ ପରିମାଣ ରେ ସାହାଯ୍ୟ କରେ ।
dali

ସୁଗାର ଲେବୁଲ୍ କମିବା ପାଇଁ ।

ଆଜିର ସମୟ ରେ ବହୁତ ଲୋକ ମାନଙ୍କ ର ସୁଗାର ଲେବୁଲ୍ ବଢି କରି ରହି ଥାଏ । ଜାହା ଦ୍ୱାରା ସେମାନଙ୍କୁ ବହୁତ ସମସ୍ୟା ହୋଇ ଥାଏ । ଏହା ଠାରୁ ମୁକ୍ତି ପାଇଁ ନିୟମିତ ଭାବେ ଏମାନଙ୍କୁ ହିଙ୍ଗୁ ର ସେବନ କରିବା ଦରକାର । ଏହି ଥିରେ ସୁଗାର ବହୁତ କୋଣ୍ଟ୍ରୋଲ ରେ ରହି ଥାଏ ।

Hingu

ମାସୀକ ଋତୁ ସମୟ ରେ ପେଟ ।

ବହୁତ ସମୟ ରେ ମହିଳା ମାନଙ୍କୁ ମାସୀକ ଋତୁ ପରେ ସେମାନଙ୍କୁ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଉଭାରୀ ଏବଂ ପେଟ ରେ ବହୁତ କଷ୍ଟ ସହିବା ପାଇଁ ପଡେ , ତେବେ ସେମିତି ରେ ଏହା ଠାରୁ ଦୂରେଇ ଯିବା ପାଇଁ ବି ଆପଣ ମାନେ ହିଙ୍ଗୁ ର ସେବନ କରି ପାରିବେ । ଆପଣ ମାନଙ୍କ ପେଟ ର ଯନ୍ତ୍ରଣା ଚୁଟ୍କି ମାରିବା ରେ ଗାୟେବ୍ ହୋଇ ଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *