ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଆ ଯାତ୍ରା ଜଗତର ରାନୀ ପଣ୍ଡା ଙ୍କୁ କିଏ ବା ନ ଜାଣେ ବିବାଦରେ ହେଉ କିମ୍ବା ସାହାଯ୍ୟ କରି ହେଉ ସବୁ ଥିରେ ନିଜର ଆଗଭରା ଦେଖେଇ ଥିବା ଏହି ଅଭିନେତ୍ରୀ ରାନୀ ପଣ୍ଡା ଏବେ ପୁଣି ଥରେ ଚର୍ଚ୍ଚା ରେ ରହିଛନ୍ତି । ଏହି ଦିନ ରେ ସେ ହାତ ରେ ମଦ ବୋତଲ୍ ଧରିଛନ୍ତି ଏବଂ ଆଉ ଗୋଟିଏ ହାତରେ ସେ ସିଗାରେଟ୍ ଧରି ଭାଇରଲ ହୋଇ ଥିବା ଫୋଟ ସୁଟ୍ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ,
ସେମିତି ରେ ସେହି ସବୁ ଭାଇରଲ ହେବା ପରେ ପରେ ଏମିତି ବହୁତ ଭିଡ଼ିଓ ମାନ ରାନୀ ପଣ୍ଡା ଙ୍କର ଭାଇରଲ ହୋଇ ଥିବା ବେଳେ ସେ ଚର୍ଚ୍ଚା ର ବିଷୟ ରେ ବନି ରହି ଥିଲେ , ସେହି ପରି କ୍ଷେତ୍ର ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ବର୍ତମାନ ସମୟ ରେ ରାନୀ ପଣ୍ଡା ଙ୍କ ଆଉ ଏକ ଭିଡ଼ିଓ ଭାଇରଲ ହୋଇ ଥିବା ବେଳେ ଯେଉଁ ଥିରେ ସେ ସାଥି କଳାକାରଙ୍କ ସଂପର୍କରେ ଏମିତି କିଛି କହି ଥିବାର ଦେଖିବା ପାଇଁ ମିଳି ଥିଲେ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,