ପ୍ରେମ କରୁଥିବା ଲୋକେ ସବୁବଳେ ମନେ ରଖନ୍ତୁ ଏହି 5 Chanakya Neeti ! ପ୍ରେମରେ କେବେବି ଖାଇବେ ନାହିଁ ଧୋକା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ୱାରା ସଂଗ୍ରହୀତ ଏକ ନୀତି ଅଟେ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ୱାରା ପ୍ରସ୍ତୁତ କରା ଜାଇ ଥିବା ଏକ ଗ୍ରନ୍ଥ ଅଟେ ଯେଉଁ ଥିରେ ଜିବନ ରେ ସଫଳ ଏବଂ ସୁଖ ମୟ ହେବା ପାଇଁ ଉପାୟ ଦିଆ ଜାଇଛି ଏହି ଥିରେ ମୂଖ୍ୟ କାମ ହେଲା ମନୁଶ୍ୟ କୁ ଜିବନ ରେ ଆଗକୁ ବଢେଇବାର ଉପାୟ ମାନ ଦେବା ପାଇଁ ଅଟେ ,  ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି 5 ଟି ଚାଣକ୍ୟ ନୀତି ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଦ୍ୱାରା ଆପଣ ମାନେ କେବେ ବି ପ୍ରେମ ରେ ଧୋକା ପାଇବେ ନାହିଁ ।

Chanakya

ବନ୍ଧୁଗଣ ପ୍ରେମ କରିବା ଭୁଲ ନୁହେଁ ହେଲେ ଅନ୍ଧ ହୋଇ ପ୍ରେମ କରିବା କେବେ ବି ଉଚିତ୍ ହୋଇ ନ ଥାଏ ଅର୍ଥାତ୍ ପ୍ରେମ କରିବା ପୂର୍ବ ରୁ ସବୁ ବେଳେ ଭଲ ଭାବେ ଚିନ୍ତା କରିବା ଉଚିତ୍ ହୋଇ ଥାଏ ସବୁ ସମୟ ରେ ଏକ ସୀମା ମଧ୍ୟ ରେ ରହି ପ୍ରେମ କରିବା ଉଚିତ୍ ହୋଇ ଥାଏ ଅଧିକ ଭାବୁକ ହୋଇ ପ୍ରେମ କର ନାହିଁ ଏହା ଅସଫଳ ହୋଇ ଥାଏ ।

ସେହି ପରି ଦୁଇ ରେ ପ୍ରେମ କରିବା ପୂର୍ବ ରୁ ସେ ଝିଅ ହେଉ କିମ୍ଭା ପୁଅ ସେମାନଙ୍କୁ ଦୁହିଁଙ୍କୁ ଦୁହେଁ ଭଲ ଭାବେ ଜାଣି ନେବା ଉଚିତ୍ , ଆପଣ ମାନେ କେବେ ବି ପ୍ରଥମ ଦେଖା ରେ ହିଁ ପ୍ରେମ କରନ୍ତୁ ନାହିଁ ଏମିତି କରିଲେ ପରେ ଆପଣ ମାନଙ୍କୁ ପସ୍ତେଇବା ପାଇଁ ପଡି ପାରେ ।

ସେହି ପରି ଆପଣ ମାନେ କେବେ ବି ମହିଳା ଙ୍କ ସୁନ୍ଦରତା ଏବଂ ଶାରୀରିକ ଗଠନ କୁ ଦେଖି କେବେ ଝିଅ କୁ ପସନ୍ଦ କରନ୍ତୁ ନାହିଁ କି ପ୍ରେମ କରନ୍ତୁ ନାହିଁ ଏମିତି ହେଲେ ପରେ ଆପଣ ମାନେ ଧୋକା ପାଇବାର ବହୁତ ସମ୍ଭାବନା ରହି ଥାଏ , ସବୁ ସମୟ ରେ ସେହି ଝିଅ କୁ ପ୍ରେମ କରନ୍ତୁ ଯିଏ ଚାଲାଖ୍ ଚତୁର ଏବଂ ସଂସ୍କାରୀ ହୋଇ ଥାଏ ,

love

ଏବଂ କେବଳ ସୁନ୍ଦରତା କୁ ଦେଖି ପ୍ରେମ କରିଲେ ଜିବନ ନର୍କ ଗାମୀ ହୋଇ ଥାଏ । ସେମିତି ରେ ଆଜିର ସମୟ ରେ ଗୋଟିଏ ଝିଅ ଗୋଟିଏ ପୁଅ ସହିତ କଥା ହେଉ ଥିବା ସମୟ ରେ ଅନ୍ୟ ଝିଅ ଙ୍କ ବିଷୟ ରେ ଭାବୁ ଥିବାର ଦେଖିବା ପାଇଁ ମିଳନ୍ତି ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ କେବେ ବି ଏମିତି ଝିଅ ମାନଙ୍କୁ ପ୍ରେମ କରନ୍ତୁ ନାହିଁ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *