ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 6 ବର୍ଷ ପରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଅଲଗା ହେବାକୁ ଯାଉଛନ୍ତି । ଏବଂ ଏହାକୁ ନେଇ ଅନୁଭବ ଙ୍କ ବିପକ୍ଷ ରେ ବର୍ଷା ପ୍ରିୟଦର୍ଶନୀ କୋର୍ଟ ରେ କେସ୍ ଦାଖଲ କରି ଥିବା ବେଳେ ଅନୁଭବ ମହାନ୍ତି ବି ବର୍ଷା ପ୍ରିୟଦର୍ଶନୀ ଙ୍କୁ ଡିଭର୍ସ ପାଇଁ ପିଟିସନ ଦାଖଲ କରିଛନ୍ତି ।
ତେବେ ବର୍ତମାନ ସମୟ ରେ ଜାହା ଖବର ରହିଛି କି ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନନ୍ତି ଙ୍କ ସଂମ୍ପର୍କ କୁ 6 ବର୍ଷ ବିତି ସାରି ଥିଲେ ବି ସେମାନଙ୍କ ମଧ୍ୟ ରେ କୈଣସି ବି ଶାରୀରିକ ସଂମ୍ପର୍କ ହୋଇ ପାରି ନାହିଁ । ଏମିତି କି ଚତୁର୍ଥି ରାତ୍ରୀ ରେ ବି ସେମାନଙ୍କ ମଧ୍ୟ ରେ କୈଣସି ଶାରୀରିକ ସଂମ୍ପର୍କ ହୋଇ ପାରି ନାହିଁ । ତଥା ଅନୁଭବ ମହାନ୍ତି ଯେତେ ବି ଚେଷ୍ଟା କରି ଥିଲେ ବି ଅନୁଭବ ଙ୍କ କଥା ରେ କେବେ ବି ବର୍ଷା ପ୍ରିୟଦର୍ଶନୀ ରାଜି ହୋଇ ନ ଥିଲେ । ତାଙ୍କର ପିଟିସନ୍ ମୁତାବକ ସେମାନେ ଗୋଟିଏ ରୁମ୍ ରେ ରହୁ ଥିଲେ ମଧ୍ୟ ସେମାନଙ୍କ ମଧ୍ୟ ରେ ସେମିତଚି କିଛି ସଂମ୍ପର୍କ ରହି ନାହିଁ ।
ତେବେ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା । ବର୍ଷା ଙ୍କ କୋର୍ଟ କୁ ଯିବା ପରେ ଅନୁଭବ 47 ପୃଷ୍ଟା ର ପିଟିସନ ଦାଖଲ କରିଛନ୍ତି । ଏବଂ ଏହା ଛାଡପତ୍ର ପାଇଁ ରହିଛି । କାରଣ ଏହି ସବୁ ସମସ୍ୟା ରେ ଚତୁର୍ଥି ରାତ୍ରୀ ରେ ବି ସେମାନଙ୍କ ମଧ୍ୟ ରେ କୈଣସି ଶାରୀରିକ ସଂମ୍ପର୍କ ହୋଇ ପାରି ନାହିଁ । ତଥା ଅନୁଭବ ମବାନ୍ତି ଯେତେ ବି ଚେଷ୍ଟା କରି ଥିଲେ ବି ଅନୁଭବ ଙ୍କ କଥା ରେ କେବେ ବି ବର୍ଷା ପ୍ରିୟଦର୍ଶନୀ ରାଜି ହୋଇ ନ ଥିଲେ ।
ତଥା ସେ ସେହିଥି ପାଇଁ 3 ରୁ 4 ମାସ ସମୟ ମାଗି ଥିଲେ । ତଥା ପରେ ରାଜ୍ୟ ସଭା ରେ ନିର୍ବାଚିତ ହେବା ପରେ ସଂମ୍ପର୍କ ରେ ସୁଧାର ଆଣିବା ପାଇଁ ଚେଷ୍ଟା କରି ଥିଲେ ଅନୁଭବ ମହାନ୍ତି ।
ହେଲେ ସେହି ଉପରେ ବର୍ଷା ପ୍ରିୟଦର୍ଶନୀ କହି ଥିଲେ କି ଏହାକୁ ସେ ଜନ୍ମ ଦିନ ରେ ସୁଧାରି ଦେବେ ବୋଲି ହେଲେ ପରେ ସେମାନଙ୍କ ଏହି ସଂମ୍ପର୍କ ରେ କୈଣସି ବି ପରିବର୍ତନ ଦେଖିବା ପାଇଁ ମିଳି ନ ଥିଲା । ଏହି ବିଷୟ ରେ ପିଟିସନ ରେ ଅନୁଭବ୍ ମହାନ୍ତି ଲେଖିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।