ଏହି 5ଟି ଲକ୍ଷଣ ଥିବା କନ୍ୟା – ନିଜ ସ୍ବାମୀଙ୍କୁ କରନ୍ତି (ମାଲାମାଲ୍)

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ପାଞ୍ଚ ଟି ଲକ୍ଷଣ ରହି ଥିବା ଲୋକ ମାନେ ସ୍ୱାମୀ ଙ୍କୁ କରି ଥାନ୍ତି ମାଲାମାଲ୍ । ମଣିଷ ଶରୀର ର ହସ୍ତ ରେଖା ତଥା ଶରୀର ରେ ରହି ଥିବା ବିଭିନ୍ନ ଚିହ୍ନ ଏବଂ ଶାରୀରିକ ଗଠନ ରୁ ଜଣେ ଯୁବତୀ ଙ୍କର ସ୍ୱଭାବ ଏବଂ ଚରିତ୍ର ବିଷୟ ରେ ଜାଣି ହୋଇ ଥାଏ । ତଥା ସେମାନଙ୍କ ଭାଗ୍ୟ ଏବଂ ଭବିଷ୍ୟତ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆକଳନ କରି ହୋଇ ଥାଏ ।

ସେହି ପରି ସାମୁଦ୍ରିକ ଶାସ୍ତ୍ରରେଏକ ପ୍ରାଚୀନ ଶାସ୍ତ୍ର ଯେଉଁ ଥିରେ ଏହି ବିଷୟ ରେ ସବୁ କିଛି ମିଳି ଥାଏ । ଏହି ଶାସ୍ତ୍ର ଅନୁସାରେ କନ୍ୟା ର ଲକ୍ଷଣ ଯଦି ଏହି 5 ପ୍ରକାରର ହୋଇ ଥାଏ ତେବେ ସେମାନେ ନିଜର ସ୍ୱାମୀ ଙ୍କୁ ମାଲା ମାଲ କରି ଦେଇ ଥାନ୍ତି । ତେବେ ଆମେ ଆଜି ଏଠାରେ ଆପଣ ମାନଙ୍କୁ ସେହି ସବୁ ଲକ୍ଷଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ।

women

ତେବେ ପ୍ରଥମ ଲକ୍ଷଣ ଟି ହେଲା ସିଧା ବା ଉନ୍ନତ ସାଶା ବା ନାକ କୁ ଶୁଭଙ୍କର ବୋଲି କୁହା ଜାଇଛି । ଏହା ସହିତ ଲାଲ ରଙ୍ଗ ର ଓଠ ହୋଇ ଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା ହୋଇଛି । ଏମାନେ ନିଜ ସ୍ୱାମୀ ଙ୍କୁ ଭାଗ୍ୟ ଶାଳୀ କରିଥାନ୍ତି ।

ଦ୍ୱତୀୟ ଲକ୍ଷଣ ଯେଉଁ କନ୍ୟା ମାନଙ୍କ ଜିଭ ଲମ୍ଭା ଏବଂ ବେକ ଛୋଟ ହୋଇ ଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇ ଥାନ୍ତି । ଏମାନେ ନିଜ ସ୍ୱାମୀ ଙ୍କ ଅଧିକ ଯତ୍ନ ନେଇ ଥାନ୍ତି ।

ତୃତୀୟ ଲକ୍ଷଣ ହେଲା କନ୍ୟା ର ଶୀର ଯଦି ଆଗ ପଟକୁ ଉଞ୍ଚା ରହି ଥାଏ ତେବେ ବି ସେ ସ୍ୱଭାଗ୍ୟବତୀ ହୋଇ ଥାନ୍ତି । ଏମାନେ ସବୁ ବେଳେ ସ୍ୱାମୀ ଙ୍କ ପ୍ରତି ବିଶ୍ୱସ୍ଥ ହୋଇ ଥାନ୍ତି ।

bhabi

ଏବଂ ଚାରି ନମ୍ବର ଲକ୍ଷଣ ହେଲା ଯେଉଁ କନ୍ୟାର ତଳିପାଦ ଚିକଣ ଏବଂ ସମତଳ ହୋଇ ଥାଏ ସେମାନେ ଲକ୍ଷ୍ମୀବନ୍ତ ହୋଇ ଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କ ପାଇଁ ବହୁତ ଶୁଭ ହୋଇଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କୁ ଧନୀ ହେବାର ବି ବହୁତ ସାହାଯ୍ୟ କରି ଥାନ୍ତି ।

ସେହି ପରି ସେଷ ଲକ୍ଷଣ ହେଲା ଯେଉଁ ନାରୀ ର ଗଭୀର ନାଭୀ ଥାଏ ସେମାନେ ବି ଧନ ସଂମ୍ପତୀ କ୍ଷେତ୍ର ରେ ବହୁତ ଗୁରୁତ୍ୱର ହୋଇ ଥାନ୍ତି । ଏମାନେ ସ୍ୱାମୀ ଙ୍କୁ ଧନୀ କରିବାରେ ଲାଗି ପଡି ଥାନ୍ତି ।

Leave a Reply

Your email address will not be published. Required fields are marked *