ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ସ୍ତ୍ରୀର ସେହି 3ଟି ଅଭ୍ୟସ ବିସୟରେ ଯାହା ଦ୍ୱାରା ତାଙ୍କର ସ୍ୱାମୀ ହୋଇଥାନ୍ତି ଧନି , ଆଜି ଆମେ ଆପଣଙ୍କୁ କିଛି ଏମିତି ବିସୟରେ କହିବାକୁ ଜାଉଛୁ ଜାହା ଦ୍ୱାରା ଆପଣ ଙ୍କ ଭାଗ୍ୟର ପରିବର୍ତନ ଆସିଥାଏ , ଆପଣ ମାନେ ତ ଜାଣିଥିବେ ଗୋଟିଏ ନାରୀ ଏବଂ ପୁରୁଷର ଭାଗ୍ୟ ସେମାନଙ୍କର ବିବାହ ପରେ ଏକ ହୋଇଯାଏ ତେବେ କେତକ ଲୋକେ ଏହି କଥାକୁ ବିଶ୍ୱାସ କରିବା ବେଳେ କିଛି ଲୋକ ଏହାକୁ ଅବମାନନା କରି ନିଜ ଜୀବନରେ ବହୁତ ଦୁଃଖ ଭୋଗିଥାନ୍ତି ।
ବିବାହ ବନ୍ଧନରେ ବାନ୍ଧୀ ହେବା ପାଇଁ ଗୋଟିଏ ନାରୀର ଭାଗ୍ୟ ତା ସ୍ୱାମୀଙ୍କ ଭାଗ୍ୟ ସହିତ ଯୋଡି ହୋଇ ରହିଥାଏ ଏବଂ ସେ ଜାହାବି କରେ ତା ଫଳ ସ୍ୱାମୀଙ୍କୁ ଭୋଗିବାକୁ ପଡିଥାଏ । ତେବେ ଯଦି ଗୋଟେ ସ୍ତ୍ରୀ ତାହାର ଏହି ସବୁ ଖରାପ ଅଭ୍ୟସକୁ ବଦାଳଇ ଦେଇ ପାରିବ ତେବେ ତା ସ୍ୱମୀଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବ ।
ତେବେ ଆସନ୍ତୁ ଜାଣିବା ସେହି ସବୁ ଭଲ ଅଭ୍ୟସ କଣ ଯାହାପାଇଁ ସ୍ୱାମୀର ଭାଗ୍ୟ ଯେତେ ଖରାପ ହୋଇଥିଲେ ମଧ୍ୟ ବହୁତ ଜଲ୍ଦି ବଦଳି ଯାଇଥାଏ । ପ୍ରଥମ ଅଭ୍ୟସ ଯେଉଁ ସ୍ତ୍ରୀ ମାନେ ସବୁ ସତ୍ ମାର୍ଗ ରେ ଚାଲନ୍ତି , ଏବଂ ଧର୍ମ ର ମାର୍ଗ କୁ ଆପଣେଇ ନେଇ ଥାନ୍ତି , ସେମାନଙ୍କୁ ସବୁ ସମୟ ରେ ଭଲ ଗୁଣର ସ୍ତ୍ରୀ କୁହା ଯାଏ । ଏମାନେ ସ୍ୱାମୀ ଙ୍କ ଶୁଭ କାମମନା ସବୁ ବେଲେ କରନ୍ତି ।
ସେହି ପରି ଯେଉଁ ନାରୀ ମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପୂର୍ବ ରୁ ସଜ୍ୟା ତ୍ୟାଗ କରନ୍ତି ଏବଂ ଏହା ବ୍ୟତିତ ସେମାନେ ନିଜର ନିତ୍ୟକର୍ମ ସାରି ସେମାନେ ସ୍ୱାମୀ ଙ୍କ ସେବା ରେ ଲାଗି ଥାନ୍ତି , ସେମାନେ ବହୁତ ଯଲ୍ଦି ଉନ୍ନତି ର ମାର୍ଗ ଧରିବା ସହିତ ସେମାନେ ଙ୍କ ପାଖରେ ଲକ୍ଷ୍ମୀ ଙ୍କ ବାସ ହୋଇ ଥାଏ ।
ସେହି ପରି ଦୁଇ ରେ କେବେ ବି ନରାଗିବା ଆଜିର ସମୟ ରେ ଆପଣ ମାନେ ଦେଖି ଥିବେ ବହୁତ ଘର ର ସ୍ତ୍ରୀ ମାନେ ରାଗି ଜାଇ ଅନ୍ୟ ଉପରେ ପାଟି ତୁଣ୍ଡ କରିବା ସହିତ ସେମାନେ କିଛି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି ହେଲେ ସେହି ପରି କ୍ଷେତ୍ର ରେ ଯଦି ଦେଖିବା ଯେଉଁ ପତ୍ନୀ ନିଜ ପତି ଙ୍କ ଉପରେ କେବେ ବି ରାଗେ ନାହିଁ , ସେହି ପତ୍ନୀ ଲକ୍ଷ୍ମୀମନ୍ତ ହୋଇ ଥାନ୍ତି ଏବଂ ସେମାନଙ୍କ ସ୍ୱାମୀ ମାନେ ସବୁ ସମୟ ରେ ଉନ୍ନତି ର ମାର୍ଗ ଧରି ଥାନ୍ତି ।
ସେହି ପରି ତିନି ନମ୍ବର ରେ ଆୟ ଦେଖି ବେୟ କରିବା , ଯେଉଁ ସ୍ତ୍ରୀ ମାନେ ସବୁ ସମୟ ରେ ନିଜ ପତି ଙ୍କ ଆୟ କୁ ଦେଖି ବେୟ କରନ୍ତି ସେହି ପରି ସ୍ତ୍ରୀ ମାନେ ଉନ୍ନତି ର ମାର୍ଗ ଦର୍ଶକ ହୋଇ ଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।