ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆପଡେଟ୍ ଯଦି ଆମେ ମାନେ ଦେଖିବା ତେବେ 25 ଶହ ରୁ ଅଧିକ ରିକୁଆର ମେଣ୍ଟ ଜାହା ସେଣ୍ଟରାଲ ରେଳବାୟୀ ପକ୍ଷ୍ୟ ରୁ ଜାହା ବାହାରିଛି ଜାହାକି Central Railway Recruitment ରହିଛି ତେବେ ଯଦି ଆପଣ ମାନେ ଦଶମ ଟିଏ ବି ପାସ୍ କରି ଥାନ୍ତି ।
ତେବେ ଆପଣ ମାନେ ଏହି ନିଯୁକ୍ତି ପାଇଁ ଆବେଦନ କରି ପାରିବେ ତେବେ ଆମେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଏହା ବିଷୟ ରେ ତେବେ ଏଠାରେ ଆପଣ ମାନେ ଅଫିସିଆଲ ନୋଟିଫିକେସନ ପାଇ ଜାଇ ଥିବେ ଏବଂ ଏହି ଥିରେ ଆପଣ ମାନେ ସମସ୍ତେ ଆପ୍ଲାୟ କରି ପାରିବେ ,
ଏବଂ ଏହି ସବୁ କୁ ବିଭିନ୍ନ କେଟାଗୋରୀ ରେ ବିଭକ୍ତ କରା ଜାଇ ଥିବା ବେଳେ ଆପଣ ମାନଙ୍କର ଇଲିଜି ବିଲିଟି ପାଇଁ ଆପଣ 15 ରୁ 24 ବର୍ଷ ମଧ୍ୟ ରେ ହୋଇ ଥିବେ ଏବଂ ମିନିମମ୍ ଏଜୁକେସନ କ୍ୱାଲିଫି କେସନ କଣ ନା ଆପଣ ମାନେ ଯଦି ଆପଣ ମାନେ 10th ପାସ୍ କରି ଥିବେ ତାହାଲେ ଚଳିବ ହେଲେ ଏହା ସହିତ ଯେଉଁ କୋର୍ସ ଆପଣ ମାନେ କରି ଥିବେ ତାହାର ସାର୍ଟିଫିକେଟ ରହି ଥିବା ଦରକାର ସେହି ପରି ପେମେଣ୍ଟ ଫି ଆପଣ ମାନଙ୍କୁ 100 ଟଙ୍କା ପେ କରିବାକୁ ପଡିବ ଏବଂ ଏହା ଅନ ଲାଇନ୍ ରେ ପେ କରିବେ ।
ସେହି ପରି ଆପଣ ମାନେ ଅନଲାଇନ୍ ମେଥଡ ରେ ଆପ୍ଲାୟ କରିବେ ଏହା ପାଇଁ ଆପଣ ମାନଙ୍କୁ https://www.rrccr.com/TradeApp/Registration/Index ରେ ଯିବାକୁ ପଡିବ ଏବଂ ଆପ୍ଲାୟ କରିବାକୁ ପଡିବ ଏବଂ ଆପଣ ମାନେ ଏହାର ସଂମ୍ପର୍ଣ୍ଣ ନୋଟିଫିକେସନ ପାଇବା ପାଇଁ ଚାହୁଁ ଥିଲେ https://www.rrccr.com/PDF-Files/Act_Appr/Act_Appr_2020-21.pdfରେ ଜାଇ ଆପଣ ମାନେ ପାଇ ପାରିବେ ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।