ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ ।
ତେବେ ଏହି ବର୍ଷ ନବରାତ୍ରୀ 7 ତାରିଖରୁ ଆରମ୍ଭ ହୋଇ 16 ତାରିଖରେ ଦଶହରା ପଡୁଛି , ତେବେ ବଡ ବଡ ଜୋତିଷଙ୍କ ମତରେ ଏହି ବର୍ଷ ଦଶହରା ପୁର୍ବରୁ ହଠାତ ବଦଳିଯିବ କିଛି ରାଶିଙ୍କ ଭାଗ୍ୟ । ତେବେ ସେହି ରାଶି ସବୁ କିଏ କିଏ ଏବମ କଣ ଭାଗ୍ୟରେ ହେବ ପରିବର୍ତ୍ତନ ଆସନ୍ତୁ ଜାଣି ନେବା ।
ପ୍ରଥମରେ ହେଉଛି ବୃଷ ରାଶି । ଏହି ରାଶିଙ୍କ ଶୁଭ ସମୟ ଏବେ ପ୍ରାପ୍ତ ହେବାକୁ ଯାଉଛି । ଗ୍ରହ ମାଙ୍କଙ୍କ ଶୁଭ ସଂଯୋଗ କାରଣରୁ ଏମାନଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ବନୁଅଛି । ଏହି ରାଶି ମାନଙ୍କ ଅଟକ ରହିଥିବା ସମସ୍ତ ଧନ ଫେରିବାକୁ ଯାଉଛି ଓ ଏମାନଙ୍କ ଜୀବନ ସଂପୂର୍ଣ୍ଣ ଭାବେ ଖୁସିରେ ପରିପୂର୍ଣ୍ଣ ହେବାକୁ ଯାଉଛି । ଏମାନେ ଯେକୌଣସି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳ ହେବେ ।
ଦ୍ଵିତୀୟରେ ହେଉଛି କର୍କଟ ରାଶି । ଏହି ରାଶିର ଜାତକ ମାନଙ୍କ ପାଇଁ ମଧ୍ୟ ଆଜି ଠାରୁ ଶୁଭ ସଂଯୋଗ ବନୁଅଛି । ଏହା ଫଳରେ ଏହି ରାଶି ଲୋକଙ୍କ ସମସ୍ତ ସମସ୍ଯା ଦୂର ହେବ ଓ ଏମାନଙ୍କ ଆତ୍ମବିଶ୍ଵାସରେ ମଧ୍ୟ ବୃଦ୍ଧି ହେବ । ଏମାନଙ୍କ ଆରଠୁକ ସ୍ଥିତିରେ ସୁଧାର ହେବା ସହ ଏମାନଙ୍କ ପରିବାରର ସମସ୍ତ ସମସ୍ଯା ଦୂର ହେବ ଓ ଘରେ ସୁଖଶାନ୍ତିର ବାତାବରଣ ରହିବ ।
ତୃତୀୟରେ ହେଉଛି କନ୍ୟା ରାଶି । ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଏବେ ଭଗବାନ ଶନିଦେବା ହରଣ କରିବାକୁ ଯାଉଛନ୍ତି । ଶନିଦେବ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହେବାକୁ ଯାଉଛନ୍ତି । ତେଣୁ ଆପଣଙ୍କୁ ପ୍ରଚୁର ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି । ଆପଣଙ୍କ ଘରକୁ ଏବେ କେବଳ ଖୁସି ପ୍ରବେଶ କରିବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ସହ ଆପଣଙ୍କର ସମସ୍ତ ଇଚ୍ଛା ଏବେ ଶନିଦେବ ପୂର୍ଣ୍ଣ କରିବେ ।
ଚତୁର୍ଥରେ ହେଉଛି ମକର ରାଶି । ଶନିଦେବଙ୍କ କୃପାରୁ ଆପଣଙ୍କୁ ଯଥେଷ୍ଟ ଧନ ଲାଭ ହେବା ସହ ଆପଣ ନୂଆ ମିତ୍ର ମଧ୍ୟ ଲାଭ କରିବେ । ଏହି ସମୟରେ ଆପଣ ନୂଆ ଆଭୁଷଣ, ବାହନ ଓ ସମ୍ପତ୍ତି କ୍ରୟ କରିପାରନ୍ତି । କାରଣ ଆପଣଙ୍କ ଜୀବନର ଶୁଭ ଦିନ ଏବେ ଆରମ୍ଭ ହେବାକୁ ଯାଉଛି ।
ତେବେ ଦଶହରା ପୁର୍ବରୁ ଏହି 4 ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଜାଉଛି , ଯଦି ଆପଣ ନିଜ ରାଶି , ଜାତକ ଭାଗ୍ୟ ଭବିଷ୍ୟ ବିଷୟରେ ସୁଚନା ନିଜ ମୋବାଇଲରେ ପାଇବାକୁ ଚାହାଁନ୍ତି , ତେବେ ଗୋଟିଏ ଲାଇକ କରିବା ସହ ଉପରେ ଫଲୋ ନିଶ୍ଚୟ କରନ୍ତୁ ।