ଏହି ବଡ଼ ଅଭିନେତ୍ରୀ ଅସୁସ୍ଥ ହୋଇ ICU ରେ ହେଲେ ଭର୍ତ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ

savita bajaj actress

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମର ଏହି ସୁନ୍ଦର ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ସିନେମା ଜଗତରୁ ଆସିଲା ପୁଣି ଏକ ଦୁଃଖଦ ଖବର। ଅଭିନେତ୍ରୀ ସବିତା ଗୁରୁତର ଅବସ୍ଥାରେ ICU ରେ ଭର୍ତି ହୋଇଛନ୍ତି। ବିଗିଡ଼ିଲା ଏହି ଅଭିନେତ୍ରୀଙ୍କର ସ୍ବାସ୍ଥ୍ୟ ଅବସ୍ଥା, ଆଇସିୟୁ ରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ। ଏହି ଅଭିନେତ୍ରୀ ପୁରୁଣା ଫିଲ୍ମର ଚର୍ଚ୍ଚିତ ପ୍ରସିଦ୍ଧ ଚେହେରା। ନିଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଥିଲା।

ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ସବିତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଅଭିନେତ୍ରୀ ନୂପୁର ଅଳଙ୍କାର ସୂଚନା ଦେଇଛନ୍ତି। ଗତ କିଛିଦିନ ତଳେ ଏହି ଅଭିନେତ୍ରୀ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଖବର ସାମ୍ନାକୁ ଆସିଥିଲା। ଏପରିକି ସେ ଅନେକ ରୋଗରେ ପୀଡ଼ିତ ଅଛନ୍ତି ଚିକିତ୍ସା ପାଇଁ ତାଙ୍କ ପାଖରେ ବି ଟଙ୍କା ନାହିଁ ।

sa

ଏହି ଖବର ସାମ୍ନାକୁ ଆସିଲା ପରେ ତାଙ୍କର ସହାୟତା ପାଇଁ ଅନେକ ସେଲିବ୍ରିଟି ଆଗେଇ ଆସିଥିଲେ। ନୂପୁର କହିଛନ୍ତି କି ସବିତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେ ହସ୍ପିଟାଲରେ ଡକ୍ଟରଙ୍କ ଦେଖା ରେଖାରେ ଅଛନ୍ତି। ସବିତା ମୁମ୍ବାଇର ଯେଉଁ ଘରେ ରହୁଛନ୍ତି ସେଠାରେ କୌଣସି ଝରକା ନାହିଁ। ପବନ ଯିବା ଆସିବା ପାଇଁ ମଧ୍ୟ କୌଣସି ରାସ୍ତା ନାହିଁ।

ଏଭଳି ସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟ ବିଗିଡିବା ସ୍ଵାଭାବିକ। ଏଥିପାଇଁ ତାଙ୍କ ଲାଗି ନୂପୁର ବୁଦ୍ଧାଶ୍ରମ ମଧ୍ୟ ଖୋଜି ଥିଲେ। ଏପରିକି ୪ ରୁ ୫ ଟି ବୁଦ୍ଧାଶ୍ରମ ସହ କଥା ମଧ୍ୟ ହୋଇଥିଲେ କିନ୍ତୁ ସମସ୍ତ ବୁଦ୍ଧାଶ୍ରମ ଗୁଡ଼ିକ ମଧ୍ୟ ଖାଲି ନାହିଁ ବୋଲି ନୂପୁର କହିଛନ୍ତି। ଭେଟ୍ରାନ୍ ଅଭିନେତ୍ରୀ ସବିତାଙ୍କ ଲାଗି ରହିବା ପାଇଁ ଘର ଖୋଜି ଖୋଜି ନୂପୁର ନୟାନ୍ତ ହୋଇ ଗଲେଣି।

savita

ପର୍ଯ୍ୟାପ୍ତ ଭେଣ୍ଟିଲେଟର ଥିବା ଘରେ ହିଁ ସବିତାଙ୍କୁ ରଖା ଯାଇପାରିବ ବୋଲି ନୂପୁର କହିଛନ୍ତି। ସୂଚନା ଅନୁସାରେ ୭୯ ବର୍ଷୀୟ ସବିତା ୫୦ ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ଏହା ବ୍ୟତୀତ ସେ ନୁଡୁକ୍, କବଚ ଭଳି ଟିଭି ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି। ତେବେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ବଲିଉଡର ଏହି ଭେଟେରାନ ଅଭିନେତ୍ରୀ ସବିତା ଖୁବ୍ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ।ଜୟ ଜଗନ୍ନାଥ।

ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *