ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ଓଡିଆ ସିରିଏଲ ଦେଖିବା ପାଇଁ ବହୁତ ପରିମାଣ ରେ ପସନ୍ଦ କରନ୍ତି । ସେମିତି ରେ ଆପଣ ମାନେ ବହୁତ ସମୟ ରେ ଏହା ଦେଖିବା ପାଇଥାନ୍ତି ସଂନ୍ଧ୍ୟା ବାଜିଲେ ମାଆ ମାଉସୀ ମାନେ ଟିଭି ଦେଖିବା ପାଇଁ ବସିଜାଆନ୍ତି । ଏବଂ ସେହି ସିିରିଏଲ ରେ କାମ କରୁଥିବା ହିରୋ ହିରୋଇନ୍ ମାନଙ୍କୁ ବି ସେମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ଏବଂ ଖାସ୍ ସେହି ହିରୋ ହିରୋଇନ୍ ମାନଙ୍କ ଲୁକ୍ସ , ସେମାନଙ୍କ ଖାଦ୍ୟ , ସେମାନଙ୍କ ଚାଲୀ , ସେମାନଙ୍କ ପୋଷାକ ପିନ୍ଧିବା ଆଦି ବହୁତ ପରିମାଣ ରେ ପସନ୍ଦ ହୋଇଥାଏ ।
ଆହୁରି ମଧ୍ୟ କିଛି ସିରିଏଲ୍ କୁ ଲୋକେ ବହୁତ୍ ଅଧିକ ମାତ୍ରା ରେ ଭଲ ପାଇବା ଦେଇଥାନ୍ତି । ଯେଉଁ ହିରୋ ଅବା ହିରୋଇନ୍ ଟିକେ ଅଧିକ ସୁନ୍ଦର ଓ ତାଙ୍କ ଅଭିନୟ ଭଲ ତାଙ୍କ ସିରିଏଲ କୁ ଲୋକେ ଖୁବ୍ ପରିମାଣ ରେ ଭଲ ପାଇଥାନ୍ତି । ସେହି ପରି ବେଳେ ଆପଣ ମାନେ ଏହି କଥା ବି ଜାଣିଥିବେ କି ସିରିଏଲ ଏବଂ ରିଆଲିଟି ସୋ ମଧ୍ୟ ରେ ବହୁତ ଚର୍ଚ୍ଚିତ ଅଟେ ଜି ସାର୍ଥକ । ତେବେ ଏହି ସବୁ ସିରିଏଲ ର ହିରୋ ହିରୋଇନ୍ ମାନେ ଯେତେ ପରିମାଣ ରେ ସୁନ୍ଦର ଅଟନ୍ତି ସେତିକି ପରିମାଣ ରେ ସୁନ୍ଦର ଏହି ସିରିଏଲ ମାନଙ୍କର ଡିରେକ୍ସନ ।
ସେମିତି ରେ ବର୍ତମାନ ସମୟ ରେ ଏହି ଜି ସାର୍ଥକ୍ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ଜିବନ ସାଥି ବିଷୟ ରେ ଆପଣ ମାନେ ନିଶ୍ଚିତ ଜାଣିଥିବେ । ଏଥିରେ ହିରୋ ହିରୋଇନ ଙ୍କ ଯୋଡି ରାଧା କୃଷ୍ଣ ଙ୍କ ଯୋଡି ସହିତ ସମାନ ଅଟନ୍ତି । ବର୍ତମାନ ସମୟ ରେ ଏହି ସିରିଏଲ କୁ ବହୁତ ପରିମାଣ ରେ ପସନ୍ଦ କରିବାରେ ଲାଗିଛନ୍ତି ଓଡିଏନ୍ସ ।
ତେବେ ଆମ ସମସ୍ତ ଙ୍କ ପ୍ରିୟ ଯୋଡି ଯେଉଁ ମାନଙ୍କ ନାମ ହେଲା ଆଦି ଏବଂ ଭକ୍ତି । ଯେଉଁ ମାନଙ୍କର ଷ୍ଟୋରୀ ରେ ଏହି ଦୁଇ ଯୋଡି ଙ୍କର ପ୍ରେମ ବିବାହ ହୋଇଥିଲା । ଏମାନେ ହସ ଖେଳ ଦୁଃଖରେ କଟିବାର ଦେଖିବା ପାଇଁ ମିଳିଥିଲା । ହେଲେ ବର୍ତମାନ ସମୟ ରେ ଜେସି ବା ସିରିଏଲ ର ହିରୋଇନ ଭକ୍ତି ଙ୍କର ମୃତ୍ୟୁ ଖବର ଆସିଛି ।
ତେବେ ବର୍ତମାନ ସମୟ ରେ ଏହି ସବୁର ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ଏହାକୁ ଦେଖି ବର୍ତମାନ ସମୟ ରେ ଦର୍ଶକ ମାନେ ବି ଆଶ୍ଚର୍ଯ୍ୟ ହେଲେ ଖବରଟି ସିରିଏଲ ମଧ୍ୟରେ ନା କି ରିଏଲ ଲାଇଫ୍ ରେ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।