ଏହି ୪ ରାଶିକୁ ଶନି କରିବେ ମହା ଧନୀ |

shani4

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଦୋଶା ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିନ୍ତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝିପାରି ନଥାଉ ଯାହା ଫଳରେ ଆମ ସହିତ କିଛି ଘଟଣା ଘଟିଜାଇ ଥାଏ , କିନ୍ତୁ ଏହିଠାରେ ଆମେ କହି ଦେଉଛୁ ଯେ ପ୍ରତେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟ ରେ କହିବାକୁ ଜାଉଛୁ ।

ତେବେ ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ , ଶନିଦେବ ଯେତେବେଳେ କାହାର ଉପରେ ଖିସି ହୁଅନ୍ତି ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ , ଶନି ଦେବଙ୍କ ପ୍ରକପ ଯେତେ ଅଧିକ ପଡିଥାଏ ତାହାଠାରୁ ଅଧିକ ସେ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି ଶନି ଭଗବାନ କାହାର ଶତୃ ନୁହନ୍ତି ବରଂ ମିତ୍ର ଅଟନ୍ତି ,

shani

ଶନିଦେବ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି ଯିଏକି ପ୍ରତେକ ପ୍ରାଣି ସହିତ ନ୍ୟାୟ କରିଥାନ୍ତି କିନ୍ତୁ ଯେଉଁ ଲୋକମାନେ ଭୁଲ କାର୍ଯ୍ୟ କରନ୍ତି ସେମାନଙ୍କୁ ଭଗବାନ ଶନିଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ । ଆପଣଙ୍କୁ କହି ଦେଉଛୁ ଯେ ଯେତେବେଳେ ଶନିଦେବ ନିଜର ଚଳନ ବଦାଳାନ୍ତି ତେବେ ସେ ରାଶି ମାନଙ୍କ ଅନୁସାରେ କାହାର ଉପରେ ଭାରି ପଡନ୍ତି ଏବଂ କାହାର ଉପରେ ଖୁସି ହୁଅନ୍ତି , ଏମିତିରେ ତ ସବୁ ବାର ରାଶି ଉପରେ ଶନିଙ୍କର ପ୍ରଭାବ ରହିଥାଏ କିନ୍ତୁ ଏହି ମାସରେ ଜ୍ୟୋତିଷ ଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନ ଶନି ଦେବଙ୍କର ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସି ପୂର୍ଣ୍ଣ ରହିବେ ବୋଲି କୁହା ଜାଇଛି ,

ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୋଡିକ ପ୍ରଥମ ରାଶିଟି ହେଉଛି ମେଷ ରାଶି ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ ଆଉ କୌଣସି ଆବସ୍ୟକତା ନାହିଁ , ଏହି ରାଶି ଉପରେ ପ୍ରଭୁ ଶନି ଦେବଙ୍କର ଅସିମ କୃପା ହେବ ଏବଂ ଏହା ପୁଣି ସମ୍ପୂର୍ଣ୍ଣ 21 ବର୍ଷ ପର୍ଯ୍ୟନ୍ତ ରହିବ ଏହାର ମଝିରେ ଏହି ରାଶିର ଲୋକ ମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବ ପୁରଣ କରିଦେବେ ।

ଆଗାମୀ ରାଶିଟି ହେଉଛି ସିଂହ ରାଶି ଶନି ଦେବଙ୍କର କୃପା ଏହି ସିଂହ ରାଶି ଉପରେ ମଧ୍ୟ ବର୍ଷିବ ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାର ଆତ୍ମ ବିଶ୍ୱସର ଅଭାବ ଆଉ ରହିବ ନାହିଁ , ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବଙ୍କ ଦ୍ୱାରା ପୁରଣ ହୋଇଯିବ ।

shani dev

ଆଗାମୀ ରାଶିଟି ହେଉଛି କନ୍ୟା ରାଶି ଆପଣଙ୍କ ଉଧାର ଶନି ମହାରାଜ ମଧ୍ୟ କରିବେ କିନ୍ତୁ ଗୋଟିଏ ସର୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜର ଜୀବନ ସାଥିଙ୍କ ସହିତ କାଟିବାକୁ ପଡିବ ତେବେ ଜାଇ ଶନି ଦେବଙ୍କ ଦ୍ୱାରା ଆପଣଙ୍କ ସାରା ଜୀବନ ସୁଖମୟ ରହିବ ।

ତେବେ ଆଗାମୀ ରାଶିଟି ହେଉଛି ତୁଳା ରାଶି ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡା ହୋଇଛି ହ ବନ୍ଧୁଗଣ ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ କୌଣସି କଳି ଝଗଡା ଠାରୁ ଆପଣ ଦୂରେଇ ରୁହନ୍ତୁ ତେବେ ଜାଇ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ , ଶନି ଦେବଙ୍କ କୃପାରୁ ସମ୍ପୂର୍ଣ୍ଣ 21 ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସବୁ ପ୍ରକାରର ସୁଖ ଲାଗି ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *