ଆଜି ସୁନା ଦର କମିଲା | ଓଡିଶା ବଜାରରେ ଦାମ ମାତ୍ର ଏତିକି

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିବି ପୁଣି ସୁନା ଏବଂ ରୂପା ଦର ରେ ହ୍ରାସ ଦେଖିବା ପାଇଁ ମିଳିଛି ତେବେ କେତେ ଟଙ୍କା ହ୍ରାସ ହୋଇଛି ତଥା ଏହା ସହିକ ଆମ ରାଜଧାନୀ ଭୁବନେଶ୍ୱର ରେ କଣ ରହିଛି ନୂଆ ଦର ତେବେ ଆପଣ ମାନେ କିଣିବା ପାଇଁ କେତେ ଟଙ୍କା ଦେଇ କିଣି ପାରିବେ ସଂମ୍ପର୍ଣ୍ଣ ଅପଡେଟ୍ ଜାଣିବା ପାଇଁ ହେଲେ ଆପଣ ମାନେ ଏଠାରେ ପୋଷ୍ଟ କୁ ନିଶ୍ଚିତ ଭାବେ ସେଷ ପର୍ଯ୍ୟନ୍ତ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ,

ଏହି ଦିନ ରେ ଜ୍ୟୁଲେରୀ ସଙ୍ଘ ପକ୍ଷ୍ୟ ରୁ ପ୍ରାକାଶିତ ସୂଚନା ଅନୁସାରେ ଆଜି ସକାଳେ 24 କେରେଟ୍ ସୁନା ଦର ରେ 10 ଗ୍ରାମ୍ ପିଛା 420 ଟଙ୍କା ର ହ୍ରାସ ଦେଖିବା ପାଇଁ ମିଳିଛି । ସେହି ପରି ଶୁଦ୍ଧ ସୁନା 24 କେରଟ୍ ସୁନା ଉପରେ 10 ଗ୍ରାମ୍ ପିଛା 48560 ଟଙ୍କା ରହି ଥିବାର ଦେଖିବା ପାଇଁ ମିଳିଛି ।

gold

ସେହି ପରି 22 କେରେଟ୍ ର ଦାମ୍ ରେ 47480 ଟଙ୍କା 10 ଗ୍ରାମ୍ ପିଛା ରହି ଥିବାର ଦେଖିବା ପାଇଁ ମିଳିଛି, ଏହା ଗତ କାଲି ର ତୁଳନା ରେ 420 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 49220 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 180 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 48450 ଟଙ୍କା ଦେଖିବା ପାଇଁ ମିଳିଛି ।

ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।

golds

ସେହି ପରି ମୁମ୍ବାଇ 22 କେରେଟ୍ ସୁନା ର ଦାମ୍ 47484 ଟଙ୍କା ରହି ଥିବା ଜଣା ପଡିଛି ସେମିତି ରେ ବିଗତ ଦିନ ରେ ଏତେ ପରିମାଣ ରେ ସୁନା ଦର ହ୍ରାସ ପାଇ ଥିବା ବେଳେ ସାଧାରଣ ଗ୍ରାହକ ମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହେବ ଯେଉଁ ମାନେ ବି ଏହି ଦିନ ରେ କିଣିବା ପାଇଁ ଚାହାଁନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *