ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହିତ ମହିଳା ମାନେ କେବେ ବି ଏହି ତିନୋଟି ଗହଣା କେବେ ବି ପିନ୍ଧିବା ଦରକାର ନୁହେଁ ହିନ୍ଧୁ ଧର୍ମ ର ସଂକୃତି ରେ ବାସ୍ତୁ ଶାସ୍ତ୍ର ର ବହୁତ ଅଧିକ ପରିମାଣ ରେ ମହତ୍ୱ ରହିଛି । ଆମେ ଏଠାରେ ଯେକୌଣସି ବି କାର୍ଯ୍ୟ କରି ଥାନ୍ତି ତେବେ ତା ପୂର୍ବ ରୁ ଆମେ ମାନେ ବାସ୍ତୁ ହିସାବ ରେ ହିଁ କାର୍ଯ୍ୟ କରି ଥାନ୍ତି । ଯାହା ଫଳରେ ଆମକୁ ଭବିଷ୍ୟତ ରେ କୌଣସି ପ୍ରକାରର ଅସୁବିଧା ହୋଇ ନ ଥାଏ ।
ଯଦି ଆପଣ ମାନେ ଏମିତି ମାନ୍ୟତା କୁ କେବେ ବି ମାନନ୍ତି ନାହିଁ ତେବେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ନାକାରାତ୍ମକ ପ୍ରଭାବ ପଡି ଥାଏ ଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ ବି ବହୁତ ଅସୁବିଧା ର ସାମ୍ନା କରିବା ପାଇଁ ପଡିଥାଏ ସେହି ସମୟ ରେ ଆପଣ ମାନଙ୍କ ଭଲ ସଂମ୍ପର୍କ କଟି ଯାଏ ତେବେ ସେମିତି ରେ ଆଜି ଆମେ ଆପଣ ମାନଙ୍କୁ ସେହି ତିନୋଟି ଗହଣା ବିଷୟରେ କହିବୁ ।
ଯାହା ପିନ୍ଧିବା ଦ୍ୱାରା ବି କିଛି ଏମିତି ହିଁ ପ୍ରଭାବ ଆପଣ ମାନଙ୍କ ଉପରେ ପଡିଥାଏ , ପ୍ରଥମେ ରହିଛି ସୁନା ବିବାହିତ ମହିଳା ହୁଅନ୍ତୁ ବା ଅବିବାହିତ ସେମାନଙ୍କ ମନ ରେ ନିଶ୍ଚିତ ଭାବେ ସୁନା ପ୍ରତି ବହୁତ ଲାଳଶା ରହି ଥାଏ । ଏବଂ ବିବାହ ପରେ ନୂଆ ବୋହୁ ସୁନା ଅଳଙ୍କାର ରେ ସଜେଇ ହୋଇ ରହି ଥାଏ କିନ୍ତୁ ସୁନା ବିବାହିତ ମହିଳା ମାନଙ୍କ ପାଇଁ ଯେତେ ଶୁଭ ହୋଇ ଥାଏ ଠିକ୍ ସେତିକି ପରିମାଣ ରେ ଅଶୁଭ ମଧ୍ୟ ହୋଇ ଥାଏ ।
ତେବେ ସେହି ସୁନା ମାନଙ୍କ ମଧ୍ୟ ରୁ ସୁନା ପାଉଁଜି ବା ସୁନା ଝୁଟିଆଁ ବିବାହିତ ମହିଳା ମାନେ ଗୋଡ ରେ ପିନ୍ଧିବା ବହୁତ ଅଶୁଭ ହୋଇ ଥାଏ , ରାଜା କୁବେର ଙ୍କ ଶଦୃଶ୍ୟ ସୁନା କୁ ଯଦି ଗୋଡ ରେ ଧାରଣ କରା ଯାଏ ତେବେ ଏହା କୁବେର ଙ୍କୁ ଅପମାନ କରିବା ସହିତ ସମାନ ହୋଇ ଥାଏ । ତେବେ ଏହା ପରିବାର ଉପର କୁ ବିପଦ ଡାକି ଆଣିବା ଏବଂ ପରିବାର କୁ ଅଭାବ ପଡି ଥାଏ । ତଥା ଆଜିର ଆଧୁନିକ ଯୁଗରେ ନିଜର ଷ୍ଟାଇଲ କୁ ମେଣ୍ଟନ୍ କରିବା ପାଇଁ ଧଳା ଲୁଗା କିମ୍ଭା ଧଳା ଡ୍ରେସ୍ ପିନ୍ଧି ଥାନ୍ତି ।
ହେଲେ ଆପଣ ମାନଙ୍କୁ କହିବୁ କି ଏହା ସେମାନଙ୍କ ପାଇଁ ଉଚିତ୍ ହୋଇ ନ ଥାଏ ଏପରି କରିବା ଦ୍ୱାରା ବାସ୍ତୁ ଅନୁସାରେ ସ୍ୱାମୀ ର ମୃତ୍ୟୁ କୁ ସ୍ୱାଗତ ଦେବା ସହିତ ସମାନ ହୋଇ ଥାଏ । ଶାସ୍ତ୍ର ଅନୁସାରେ ଧଳା ବସ୍ତ୍ର କେବଳ ବିଧବା ମହିଳା ମାନେ ହିଁ ପିନ୍ଧିବା ଉଚିତ୍ । ସେହି ପରି ବେଳେ ବିବାହିତ ମହିଳା ମାନଙ୍କର ମଙ୍ଗଳ ସୂତ୍ର ବିବାହ ମୂଳ ସୂତ ହୋଇ ଥାଏ ହେଲେ ଆଧୁନିକ ଯୁଗରେ ମଙ୍ଗଳ ସୂତ୍ର ଯେଉଁ ଥିରେ କଳା ମାଳୀ ନ ଥାଏ ଏବଂ ଆଜିର ସମୟ ରେ ମହିଳା ମାନେ ନିଜ ହାତ ରେ ମଙ୍ଗଳ ସୂତ୍ର କୁ ପିନ୍ଧି ନିଜ ସ୍ୱାମୀ ର ଅଶୁଭ କାମନା କରିବା ସହିତ ସମାନ ହୋଇ ଥାଏ
ଏବଂ ସେହି ପରି ବେଳେ ଷ୍ଟାଇଲ୍ ଏବଂ ଶାଢୀ କୁ ମ୍ୟଚ୍ କରିବା ଭଳି ଭିନ୍ନ ଭିନ୍ନ ରଙ୍ଗ ର ସିନ୍ଦୁର କୁ ମଥାରେ ଧାରଣ କରିବା ଗୋଟିଏ ବିବାହିତ ମହିଳା ପାଇଁ ବହୁତ ଅଶୁଭ ହୋଇ ଥାଏ । ଯାହାକି ଘରର ବାସ୍ତୁ ଉପରେ ପ୍ରଭାବ ପକେଇ ଥାଏ ଏହି ଛୋଟ ଛୋଟ ଜିନିଷ ମହିଳା ମାନେ ବ୍ୟବହାର କରିବା ନିଜର ଘର ପରିବାର ସ୍ୱାମୀ ପ୍ରତି ବିପଦ ଆଣି ଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।