ଏ ୩ ପୁଅଙ୍କୁ ଝିଅମାନେ ସବୁଠାରୁ ବେଶୀ ପସନ୍ଦ କରନ୍ତି II ଝିଅ ପଟେଇବା ପାଇଁ ତୁମ Attitude କିପରି ହେବା ଦରକାର?

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟ ରେ ଏମିତି କଣ ଥିଲେ ଝିଅ ଆପଣ ମାନଙ୍କୁ ପସନ୍ଦ କରିବେ ସେହି ପୁଅ ମାନଙ୍କ ପାଖରେ ଏମିତି କଣ ଥାଏ ଯେ ଅଧିକାଶଂ ଝିଅ ମାନେ ସେମାନଙ୍କ ପଛରେ ପଡନ୍ତି , ଏହି ବିଷୟ ରେ ଆସନ୍ତୁ ଆଜି ଆମେ ଏହି ପୋଷ୍ଟ ରେ କଥା ହେବା ।

ପ୍ରଥମ ପୟେଣ୍ଟ ହେଲା ଆପଣ ମାନଙ୍କ ପାଖରେ ଝିଅ ମାନଙ୍କ ଆଟେନସନ ହାସଲ କରିବା ର କଳା ରହିବା ଜରୁରୀ ଅଟେ , ଆପଣ ଯେଉଁଠୀ ଠିଆ ହେଲେ ବି ଝିଅ ମାନଙ୍କ ଆଟେନସନ ମନ କୁ ମନ ଚାଲି ଆସେ ଯେତେ ବେଳେ ଆପଣ ମାନେ କଥା କହିବା ଆରମ୍ଭ କରନ୍ତି ଆପଣଙ୍କ କଥା କୁ ସବୁ ଧ୍ୟନ ର ସହିତ ସୁଣିବା ଜରୁରୀ ଅଟେ ।

love

ଯଦି ଏମିତି କଳା ରହିଛି ତେବେ ଆପଣ ମାନଙ୍କର ଲୋକ ମାନଙ୍କୁ ଆକର୍ଷିତ କରିବାକ କଳା ରହିଛି , ତେବେ ଏମିତି କରିବା ପାଇଁ ଆପଣ ମାନଙ୍କୁ ନିଜର କମ୍ୟୁନିକେସନ କ୍ସିଲ୍ କୁ ଡେଭ୍ଲପ କରିବା ପାଇଁ ପଡିବ , ନିଜର କଥା କହିବା ଶୈଳଇ ଚାଲି ଚଳନ ଆଇ କଣ୍ଟାକ୍ଟ ଏବଂ ଇଣ୍ଟନ୍ସନ ଉପରେ ଧ୍ୟନ ଦେବାକୁ ପଡିବ । ଏହା ପରେ ଆପଣ ମାନଙ୍କ ଆଟେନସନ ଲୋକ ମାନଙ୍କ ମନ ରେ ଆସିବ ,

ଦୁଇ ରେ ହେଲା ଆପଣ ମାନଙ୍କୁ ଦାୟୁତ୍ୱ ସଂମ୍ପର୍ଣ୍ଣ ହେବାକୁ ପଡିବ ଆପଣ ମାନଙ୍କୁ ନିଜର ପରିବାର ପ୍ରତି ଧ୍ୟନ ଦେବାକୁ ପଡିବ ନିଜର କେରିଅର ଉପରେ ଫୋକସ କରିବା ପାଇଁ ପଡିବ ପରେ ଜାଇ ଆପଣ ମାନଙ୍କୁ ଝିଅ ମାନେ ଅଧିକ ପରିମାଣ ରେ ପସନ୍ଦ କରିବେ । ହେଲେ ବନ୍ଧୁଗଣ ଆପଣ ମାନେ ଯଦି ଏହି ସବୁ ଏବିଲିଟି କୁ ଛାଡି କେବଳ ଝିଅ ମାନଙ୍କ ପଛରେ ପଡିଲେ କେହିବି ଝିଅ ଆପଣ ମାନଙ୍କୁ ପସନ୍ଦ କରିବ ନାହିଁ ,

ତେଣୁ ଏହି ସବୁ କୁ ନିଶ୍ଚିତ ଧ୍ୟନ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *