ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତ୍ୟେକ ମହିଳାଙ୍କର ମାସିକ ଋ-ତୁ-ଶ୍ରା-ବ ହୋଇଥାଏ , ଏବଂ ଏହି ସମୟ ଟି ଅତି କଷ୍ଟ ପ୍ରଦ ପ୍ରତୀୟ ହୋଇଥାଏ । ଏହା ଆପଣ ମାନଙ୍କ ଗ-ର୍ଭ-ଧାରଣ ର ସମସ୍ତ ପ୍ରକାରର ସମସ୍ୟା କୁ ଦୂର କରିଥାଏ । ତେବେ ସେହି ସମୟ ରେ ବର୍ଯ୍ୟ ବସ୍ତୁ ବାହାରିବା ସହିତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖିବା ପାଇଁ ମିଳେ ।
ବନ୍ଧୁଗଣ ପି-ରି-ଅଡ୍ ସମୟ ରେ ମହିଳା ମାନଙ୍କ ଠାରେ ପେଟ କାଟିବା,ବାନ୍ତି ଲାଗିବା ଭଳି ବିଭିନ୍ନ ସମସ୍ୟା ଦେଖିବା ପାଇଁ ମିଳେ । ସେହି ପରି ଭାବେ ବନ୍ଧୁଗଣ ସେହି କଥା ରେ ଏମିତି ଭାବନ୍ତି କି ଏହି ସମୟ ରେ ଶାରୀ-ରିକ ସଂ-ମ୍ପ-ର୍କ ରଖିବା ବହୁତ ସୁରକ୍ଷିତ ବୋଲି କିଛି ଝିଅ ମାନେ କହିଥାନ୍ତି । ହେଲେ ଗୋଟିଏ ରିସର୍ଚ୍ଚ ରୁ ଜଣା ପଡିଛି କି ସେହି ସମୟ ରେ ଶା-ରୀ-ରିକ ସଂମ୍ପର୍କ ରଖିବା ସଂମ୍ପର୍ଣ୍ଣ ଭାବେ କ୍ଷେତି କାରକ ଅଟେ ।
ସେମିତି ରେ ପି-ରି-ଅଡ୍ ସ-ମ-ୟ ରେ ସେ-କ୍ସ୍ କରିଲେ ଗର୍ଭ ଧାରଣ ର ସମ୍ଭାବନା ରହେ ନାହିଁ ବୋଲି ବହୁତ ମହିଳା ମାନେ ଭାବନ୍ତି । ହେଲେ ଏହା ସଠିକ୍ ନୁହେଁଁ । ବରଂ ଏହି ସମୟ ରେ ଗ-ର୍ଭା-ଶୟ ଖୋଲା ରହି ଥିବାରୁ ଏହି ସମୟ ରେ ଗ-ର୍ଭ-ବତୀ ହେବାର ବହୁତ ସମ୍ଭାବନା ରହି ଥାଏ । ଏବଂ ପିରିଅଡ୍ ସମୟ ରେ ମହିଳା ମାନଙ୍କୁ ସେ-କ୍ସ କରିବା ପାଇଁ ଅଧିକ ଇଚ୍ଛା ହୋଇଥାଏ । ସେହିଥି ପାଇଁ ସେମାନଙ୍କୁ ବିଷେଶ ସାବଧାନତା ଦରକାର ।
ଯଦି ଆପଣ ମାନେ ଏହି ସମୟ ରେ ସେ-କ୍ସ୍ କରୁଥାନ୍ତି । ତେବେ ଆପଣ ମାନଙ୍କୁ ବହୁତ ଗୁଡିଏ ପ୍ରିକ୍ୟୁୟସନ୍ ଜରୁରୀ ହୋଇଥାଏ । ପିରିଅଡ ସମୟ ରେ ସେ-କ୍ସ ଦ୍ୱାରା ମହିଳା ମାନଙ୍କ ମାନଙ୍କ ପ୍ରଭାବ ପଡେ । ଏହି ସମୟ ରେ ଆପଣ ମାନେ ସେ-କ୍ସ କରିଲେ ପେଟ କାଟିବା ଏବଂ ବାନ୍ତି ଲାଗିବା ଭଳି ସମସ୍ୟା ଅଧିକ ସମୟ ଯାଏ ଦେଖିବା ପାଇଁ ମିଳେ । ତେବେ ବନ୍ଧୁଗଣ ଆପଣ ଏଠାରେ ଜାଣି ପାରିଲେ କି ପିରିୟଡ ସମୟ ରେ ସ୍ୱାମୀ ସ୍ତ୍ରୀ କଣ କରିଲେ କଣ ଅସୁବିଧା ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।