ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ପାଟିରୁ ଦୁର୍ଗନ୍ଧ ବାହାରିବା ବା ବେଡ୍ ସ୍ମେଲ ଅଧିକ ଲୋକ ମାନେ କୁହନ୍ତି ସେମାନେ ବହୁତ ହାଇଜେନିକ୍ ରୁହନ୍ତି ବୋଲି । ଭଲ ଖାଦ୍ୟ ପେୟ ଖାଇଥାଉ ବହୁତ ଭଲ ନିଜର ପାଟିର ଯତ୍ନ ନେଇଥାନ୍ତି । ପ୍ରତିଦିନ ବ୍ରସ୍ କରନ୍ତି ଏବଂ ରାତିରେ ବି ସେମାନେ ପ୍ରତିଦିନ ବ୍ରସ୍ କରନ୍ତି । ତଥାପି କାହିଁକି କେଜାଣୀ ମୁହଁ ରୁ ବେଡ ସ୍ମେଲ ଆସିଥାଏ ।
ଅନେକ ଥର ଲୋକ ମାନଙ୍କ ସାମ୍ନା ରେ ଆପଣ ମାନଙ୍କୁ ଲଜ୍ଲିତ ହେବାକୁ ପଡେ । ଆପଣଙ୍କ ମୁଖ ଦୂର୍ଗନ୍ଧ ପାଇଁ ଏମିତି ଆପଣ ମାନେ ନିଜର ମୁଖ ଦୂର୍ଗନ୍ଧ ଆପଣେଇବା ପାଇଁ ଅନେକ ଉପାୟ ଆପଣେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବହୁତ ସହଜ ଉପାୟ କହିବୁ । ଆପଣ ମାନଙ୍କ ରୋଷେଇ ଘରେ ମିଳୁଥିବା ଏମିତି ଏକ ଜିନିଷ ବିଷୟ ରେ ଜାହାର ପ୍ରୟୋଗ ଦ୍ୱାରା ଆପଣ ମାନଙ୍କ ମୂଖ ଦୂର୍ଗନ୍ଧ ସବୁ ଦିନ ପାଇଁ ଦୂର ହୋଇଯିବ ।
ଏଥିପାଇଁ ଆପଣ ମାନେ ଏକ ଛୋଟ ଗୁଜୁରାତୀ ଏବଂ ଲବଙ୍ଗ ନେଇ ଆପଣଙ୍କ ମାଢୀ ରେ ଦବେଇ ରଖିବାକୁ ହେବ । ଏବଂ ପରେ ତାହାକୁ ଧିରେ ଧିରେ ଚୁଷନ୍ତୁ । ସମସ୍ୟ ଦିଅନ୍ତୁ ଏହାକୁ ଚୋବେଇବା ପାଇଁ ଏହାର ରସ ସଂମ୍ପର୍ଣ୍ଣ ମୁହଁ ସାରା ଯେମିତି ଆସୁ ସେମିତି ଚୋବାନ୍ତୁ । ଏହା ପରେ ଆପଣ ମାନେ ଏହାକୁ ଘୁଟି ନିଅନ୍ତୁ ଏହାର ପ୍ରୋୟଗ ଆପଣ ମାନେ ଯଦି କରିବେ । ତେବେ କେବଳ 5 ମିନିଟ ମଧ୍ୟରେ ଆପଣ ମାନଙ୍କ ମୂଃଖ ଦୂର୍ଗନ୍ଧ ସଠିକ୍ ହୋଇଯିବ ।
ଯଦି ଆପଣ ମାନଙ୍କ ମୂଃଖ ଦୂର୍ଗନ୍ଧ ଆପଣ ମାନେ ସବୁଦିନ ପାଇଁ ଦୂର କରିବାକୁ ଚାହାଁନ୍ତି ତେବେ ଏହାର ପ୍ରୋୟଗ ଆପଣ ମାନେ ପ୍ରତି ଦିନ କରିବାକୁ ଚେଷ୍ଟା କରନ୍ତୁ । ତେବେ ଯେତେବେଳେ ଆପଣ ମାନଙ୍କୁ ଲାଗିବ ଆପଣ ମାନଙ୍କ ମୁହଁ ର ଦୂର୍ଗନ୍ଧ ସଠିକ୍ ହେଲା ବୋଲି ତେବେ ଜାଇ ଏହାର ପ୍ରୋୟଗ କରିବା ବନ୍ଧ କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।