ମହିଳାଙ୍କ କେଶ ଝଡ଼ିବାର ୫ଟି କାରଣ || ଓ ତାହାର ନିରାକରଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଧିକାଶଂ ମହିଳା ମାନେ କେଶ ଝଡିବା ପାଇଁ ଚିନ୍ତା ରେ ରହିଥାନ୍ତି , ବଜାର ରେ ମିଳୁ ଥିବା ବ୍ୟୁଟି ପ୍ରଡୋକ୍ଟ କୁ ବ୍ୟବହାର କରି କେଶ ଝଡିବା ବନ୍ଧ କରିବା ପାଇଁ ଚେଷ୍ଟା କରିଥାନ୍ତି ତେବେ ସେମାନେ କେବେ ବି କେଶ ଝଡିବାର କାରଣ କେବେ ବି ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ , ଖରାପ ଜିବନ ଶୈଳି ଏବଂ ଚିନ୍ତା ରହିବା ଯୋଗୁଁ କେଶ ଝଡେ ଏହା ସହିତ କେଶ ଝଡିବାର ଅନେକ କାରଣ ରହିଛି ତେବେ ଆସନ୍ତୁ ଜାଣିବା ସେହି ସବୁ କାରଣ ବିଷୟ ରେ ।Hair loss

ତେବେ ପ୍ରଥମ କାରଣ ଟି ହେଲା ଆଇରନ ର ପରିମାଣ କମ୍ ରହିଥାଏ ଏବଂ ବାଳ ରେ ଆୟୁ ର ସ୍ଥର କମ୍ ହେଲେ କେଶ ଝଡିଥାଏ କାରଣ ଆଇରନ ହେୟାର ସେଲ୍ ଉତ୍ପାନ ର ସାହାଯ୍ୟ କରେ ସେହିଥି ପାଇଁ ଆଇରନ କେଶ ବଢିବା ଏବଂ ମଜବୁତ ପାଇଁ ଆବଶ୍ୟକ ଅଟେ ।

ସେହି ପରି ଦୁଇ ରେ କିଛି ମହିଳା ମାନେ ଓଜନ ହ୍ରାସ ପାଇଁ କମ୍ କ୍ୟଲରୀ ଯୁକ୍ତ ଖାଦ୍ୟ ସେବନ କରନ୍ତି ସେହିଥି ପାଇଁ ଶରୀର କୁ ପୋଷକ ତତ୍ୱ ମିଳେ ନାହିଁ ଜାହା ପାଇଁ ସେମାନଙ୍କ ବାଳ ଝଡିବା ପାଇଁ ଲାଗେ ସେହି ପରି ବୟସ ବଢିବା ବି କେଶ ଝଡିବାର ମୂଖ୍ୟ କାରଣ ଅଟେ ,Hair

ସେହି ପରି ପଞ୍ଚମ କାରଣ ହେଲା ବର୍ତମାନ ସମୟ ରେ ମହିଳା ମାନେ କେଶ କୁ ସୁନ୍ଦର କରିବା ପାଇଁ ଷ୍ଟେଫନିଂ ଏବଂ କଲରିଂ ଆଦି କରୁ ଥିବା ଯୋଗୁଁ ସେମାନଙ୍କ କେଶ ଝଡ଼ିଥାଏ , ତେବେ ବନ୍ଧୁଗଣ ଜାଣି ପାରିଲେ ତ ମହିଳା ଙ୍କ କେଶ ଝଡିବାର ପାଞ୍ଚଟି କାରଣ ବିଷୟରେ ଯଦି ଆପଣ ମାନେ ବି ଏହି କାରଣ ମଧ୍ୟ କ କିଛି କରୁଥାନ୍ତି ତେବେ ଆଜି ହିଁ ବନ୍ଧ କରି ଦିଅନ୍ତୁ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *