ସରକାର କରିଲେ ଘୋଷଣା ସ୍ୱୟଂ ସହାୟକ ଗୋଷ୍ଟି ର ମହିଳା ମାନଙ୍କ ପାଇଁ ଏକ ବଡ ଉପହାର ଯଦି ଆପଣ ବି ମିଶନ ଶକ୍ତି ରେ ରହିଛନ୍ତି ତେବେ ଏହାକୁ ନିଶ୍ଚିତ ଜାଣନ୍ତୁ ।

Self-help group

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସ୍ୱୟଂ ସହାୟକ ଗୋଷ୍ଟି ବିଷୟ ରେ ନିଶ୍ଚିତ ସୁଣିଥିବେ । ଏବଂ ଯଦି ଆପଣ ମାନେ ଏସ ଏଚ ଜି କିମ୍ବା ସ୍ୱୟଂ ସହାୟକ ଗୋଷ୍ଟି ରେ ଯୋଗ ଦାନ କରିଥିବେ ତେବେ ସରକାର ଆପଣ ମାନଙ୍କ ପାଇଁ ବହୁତ ବଡ ଘୋଷଣା କରିଛନ୍ତି । ଜାହା ଆପଣ ମାନଙ୍କ ପାଇଁ ବହୁତ ବଡ ଖୁସୀ ଖବର ଅଟେ ।

ସ୍ୱୟଂ ସହାୟକା ଗୋଷ୍ଟି ପାଇଁ ନବୀନ ସରକାରଙ୍କୁ ଅନୁସରଣ କଲେ ମୋଦି ସରକାର।କେନ୍ଦ୍ର ବଜେଟରେ ଦେଖିବାକୁ ମିଳିଲା ରାଜ୍ୟ ସରକାରଙ୍କ ଯୋଜନାର ଝଲକ। ତେବେ ଏହି ଦିନରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି । ଏହି ନେଇ ନିର୍ମଳା ସୀତା ରମଣ ଏହି ନେଇ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି ଥିରେ ମହିଳା ମାନଙ୍କୁ ବିନା ସୁଦ୍ଧ ରେ ଏକ ଲକ୍ଷ ପର୍ଯ୍ୟନ୍ତ ସୁଧ ଦେବାର ପ୍ରତିଶୃତି ଦେଇଛନ୍ତି ।

Naveen

ତେବେ ମୋଦି ସରକାର ମଧ୍ୟ ଏହି ବିନା ସୁଧ ରେ ଋଣ ଦେବାର ଫର୍ମୁଲା କୁ ପୂର୍ବରୁ ଆପଣେଇ ସାରିଛନ୍ତି । ନବୀନ ସରକାର ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ହିଁ ମହିଳା ମାନଙ୍କୁ ବିନା ସୁଧ ରେ ଋଣ ଦେବେ ବୋଲି କହି ମନ ଜିଣିନେଇଥିଲେ । ତେବେ ଏଠାରେ ଏକ ଲକ୍ଷ୍ୟ ନୁହେଁ ବରଂ ନବୀନ ସରକାର ଏହି ଗୃପ୍ ରେ ସଂମ୍ପର୍ଣ୍ଣ 3 ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ଦେବେ ବୋଲି ଘୋଷଣା କରିଛନ୍ତି ।

ନବୀନ ବାବୁ ଙ୍କ ଏହି ପ୍ରୟାସ କେବଳ 6 ମାସ ପରେ ଏହା ଏବେ କେନ୍ଦ୍ର ବଜେଟ ରେ ପ୍ରତିଫଳିତ ହୋଇଛି । ତେବେ ବର୍ତମାନ ସମୟ ରେ କେନ୍ଦ୍ର ସରକାର ମହିଳା ମାନଙ୍କୁ ଏକ ଲକ୍ଷ ଟଙ୍କା ଯାଏ ବିନା ସୁଧ ରେ ଋଣ ପ୍ରଦାନ କରୁଥିବା ସମୟ ରେ ନବୀନ ବାବୁ ତା ଠାରୁ 3 ପାଦ ଆଗରେ ରହିଛନ୍ତି ।

naveen patnaik

ତେବେ ବର୍ତମାନ ସମୟ ରେ ଦେଶରେ କୃଷି ଋଣ ଛାଡ କରିବାକୁ ରାଜନୈତିକ ଦଳ ମଧ୍ୟରେ ରେସ ଆରମ୍ଭ ହୋଇଛି । ହେଲେ ନବୀନ୍ ବାବୁ ଏହି ରେସ ଠାରୁ ଦୂରେଇ ରହି ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ପରି ବ୍ୟବ୍ୟସ୍ଥା ନେଇକରି ଆସିଛନ୍ତି । ତେବେ ବର୍ତମାନ ସମୟ ରେ ସ୍ୱୟଂ ସହାୟକ ଗୋଷ୍ଟି ର ମହିଳା ମାନଙ୍କ ପାଇଁ ଏମିତି କିଛି ଘୋଷଣା ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *