ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ବିଷୟରେ ନିଶ୍ଚିତ ଜାଣିଥିବେ । ପୂର୍ବଥର 60 ରୁ 70 ଟି ପ୍ରଶ୍ନ ପଚାରିଛନ୍ତି କ୍ରାଇମ୍ ବ୍ରାଞ୍ଚ ଟିମ୍ ଦରକାର ପଡିଲେ ଆଉ ଥରେ ଜେରା ହୋଇପାରେ ବୋଲି ଜାହା କ୍ରାଇମ୍ ବ୍ରାଞ୍ଚ ଟିମ୍ ପକ୍ଷରୁ ସୂଚନା ଦିଆଜାଇଛି । ତେବେ ବର୍ତମାନ ସମୟ ରେ ସାଢେ ଛଅ ଘଣ୍ଟାର ଜେରା ଯେତିକି ସଂମ୍ପର୍ଣ୍ଣ ହୋଇପାରିନାହିଁ ତେବେ ଏହା ପାଇଁ ପୁଣି ଥରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ଜେରା କରିପାରେ ବୋଲି ସୂଚନା ଦେଇଛି ।
ତେବେ ଆପଣ ମାନଙ୍କୁ ପୂର୍ବ ଘଟଣା ବିଷୟ ରେ କହିବାକୁ ଗଲେ ସୈମ୍ୟ ରଞ୍ଜନ ମୃତ୍ୟୁ ମାମଲା ରେ ଅଭିଯୁକ୍ତ DFO ଙ୍କ ଏହି ମାମଲା କୈଣସି ସଂମ୍ପୃକ୍ତ ନଥିବା ପୋଲିସ କହିଥିଲା । ଏହା ସହିତ ରୋଷେଇୟା ଙ୍କର ବି କୈଣସି ସଂମ୍ପୃକ୍ତି ନଥିବା ଜଣା ପଡିଥିଲା । ଅନ୍ୟ ପକ୍ଷ୍ୟ ରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଙ୍କ ନାମରେ ଉଠୁଥିବା ଅଭିଯୋଗ ସଂମ୍ପର୍କ ରେ ବି ଏସପି କହିଛନ୍ତି କି ସୌମ୍ୟ ରଞ୍ଜନ ମୃତ୍ୟୁ ଖବର ପାଇ ସେ ଘଟଣା ସ୍ଥଳ କୁ ଜାଇଥିଲେ ।
ଏବଂ ସେଠାରେ ଅଭିଯୁକ୍ତ DFO ଙ୍କ ଏବଂ ବିଦ୍ୟାଭାରତୀ ଙ୍କ ନାମରେ ଅଭିଯୋଗ କରାଜାଇଥିବା ବେଳେ ବର୍ତମାନ ସମୟ ରେ ଏମାନଙ୍କ ନାମରେ କୈଣସି ସୁରାଗ୍ ମିଳି ପାରିନଥିଲା। ଏବଂ DFO କେବେ ବି ବିଦ୍ୟାଭାରତୀ ଙ୍କ ଘରକୁ ଜାଇନଥିଲେ । ତେବେ ସେମିତି କ୍ଷେତ୍ର ରେ ଏହି ସମୟ ରେ କ୍ରାଇମ୍ ବ୍ରାଞ୍ଚ ଆଗାମୀ ସମୟ ରେ ପୁଣି ଥରେ ଜେରା କରି ପାରନ୍ତି ବୋଲି ସୂଚନା ରହିଛି । ସେମିତି ବେଳେ ବର୍ତମାନ ସମୟ ରେ ବିଦ୍ୟାଭାରତୀ ବଲାଙ୍ଗିର ଯିବେ ବୋଲି ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ 29 ତାରିଖ ମାନେ ଆଜି ସେ ବଲାଙ୍ଗିର ଯିବେ ଏହା ସହିତ ସେଠାରେ ସେ ପ୍ରାୟ 10 ଦିନ ପର୍ଯ୍ୟନ୍ତ ରହିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଏହା ସହିତ ମିଳିଥିବା ସୂଚନା ଅନୁସାରେ ସେ ସେହିଠାରେ ଥିବା ଲକି ପାର୍କ ସ୍ଥିତ ଏଲ ଆଇ ଟ୍ରେନିଂ ସେଣ୍ଟରରେ ପରିକ୍ଷା ଦେବା ପାଇଁ ଆସିବେ ।
ଏପରି ସ୍ଥଳ ରେ ଏହି ଖବର କୁ ନେଇ ପୋଲିସ ଟିମ୍ ବଲାଙ୍ଗିର ଆସି ଲକି ପାର୍କ ସ୍ଥିତ ଏଲ ଆଇ ଟ୍ରେନିଂ ସେଣ୍ଟରରେ ର ଚାରିଜଣ ସଦସ୍ୟ ଙ୍କୁ ପ୍ରାୟ 3 ଘଣ୍ଟା ଧରି ପଚରା ଉଚୁରା କରିଥିଲା । ତେବେ ବର୍ତମାନ ସମୟ ରେ ବିଦ୍ୟାଭାରତୀ ଏଠାକୁ ପରିକ୍ଷା ଦେବାକୁ ଆସିଛନ୍ତି କି ଅନ୍ୟ କିଛି କାରଣ ପାଇଁ ଆସିଛନ୍ତି ତାହା ଜଣା ପଡି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।