ବଡ଼ ଖବର – ସାମ୍ବାଦିକ ଅରିନ୍ଦମ ଙ୍କୁ ଝୁରୁଛି ସାରା ଓଡିଶା ,ଆସିଲା ପୋଷ୍ଟ ମ-ଟ-ମ ରିପୋଟ ?

Arindam

ଆପଣ ସମସ୍ତଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ନେଇ ଖୋଲିଲା ରହସ୍ୟ କିଏ କହିଥିଲା ଡଙ୍ଗାରେ ଯିବା ପାଇଁ ବନ୍ଧୁଗଣ ଆପଣ ମାନଙ୍କୁ ଜଣେ ଦେବୁ କି ମୁଣ୍ଡଳୀ ରେ ଜଳ ବନ୍ଧୀ ହୋଇ ଅସୁବିଧା ରେ ପଡିଥିଲା ଛୁଆ ଦନ୍ତା ହାତୀ ଉଦ୍ଧାର ପାଇଁ ଜାଇଥିଲା ଓଡ୍ରାଫ ଟିମ୍ ହେଲେ ଏମିତି ଏକ ଘଟଣା ସେମାନଙ୍କ ସହିତ ଘଟିଥିଲା ଜାହା ପାଇଁ ବର୍ତମାନ ସମୟ ରେ ସାରା ଓଡିଶା ରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

arindam d.

ତେବେ କେମିତି ଘଟିଥିଲା ଅରବିନ୍ଦମ୍ ଙ୍କ ମୃତ୍ୟୁ । ଏବଂ ଏହା ପାଇଁ କିଏ ଦେଇଥିଲା ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଅନୁମତି ଏହିନେଇ ସାମ୍ନା କୁ ଆସିଛି ଏକ ବଡ ସତ ଜାହା ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତେବେ କଣ ହୋଇଥିଲା ଆସନ୍ତୁ ଜାଣିନେବା ସୂଚନା ଅନୁସାରେ ମହାନଦୀ ରେ ବଢିଲା ପାଣିରେ ଏକ ଦନ୍ତା ହାତୀ ଛିଡା ହୋଇଥିବାର ଦେଖିବା ପାଇଁ ମିଳିଥିଲା ଜାହାକୁ ରେସ୍କ୍ୟୁ କରିବାକୁ ଜାଇ ଗତ ଦୁଇ ଦିନ ତଳେ ନଦୀ ଭିତରକୁ ଜାଇପାଖରୁ ଜାଇ ରିପୋର୍ଟିଂ କରିଥିଲେ ଅରବନ୍ଦମ ଦାସ ।

ଏବଂ ଏହା ପରେ ସେହିଠାରେ ତାଙ୍କର ବୋଟ ଦୂର୍ଘଟଣା ଗ୍ରସ୍ଥ ହୋଇଥିଲା । ଏବଂ ସେହିଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତମାନ ସମୟ ରେ ପରିବାର ଲୋକ ମାନେ ଦୁଖଃରେ ରହିଛନ୍ତି । ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ଦେଖିବାକୁ ପାଉଥିଲେ ସେମାନେ କେଉଁ ପରି ଭାବେ ପାଣି ମଧ୍ୟରେ ସଂଘର୍ଶ କରୁଥିଲେ । ଏବଂ ବୋଟ ରେ ସାତ ଜଣ ଜାଇଥିବା ବେଳେ ସେହିଥିରୁ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ ।

arindam d...

ଆଉ ପାଞ୍ଚ ଜଣ ବର୍ତମାନ ସମୟ ରେ ବଞ୍ଚିଜାଇଛନ୍ତି । ଏପଟେ ଯେଉଁ ହାତୀ ପାଇଁ ସମସ୍ତେ ଏତେ ପରିମାଣ ରେ ପରିଶ୍ରମ କରିଥିଲେ ସେ ହାତୀଟି ବି ଆଜି ମୃତ୍ୟୁ ବରଣ କରିଛି । ଏବଂ କଟକ ର ଜୋବ୍ରା ଆନିକଟ ପାଖରେ ହାତୀ ଟି ଲାଗିଥିବାର ଦେଖିବାକୁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *