3 ଟି ଜିନିଷ ଖାଇ ଦିଅନ୍ତୁ – କେବେ ଆସିବନି ଏହି ସବୁ ରୋଗ ।

eat

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେବନ କରନ୍ତୁ ଏହି ତିନୋଟି ଜିନିଷ ଆପଣ ମାନଙ୍କୁ କେବେ ବି ହେବ ନାହିଁ ହାର୍ଟ ବ୍ଲକେଜ୍ ଏବଂ ଖରାପ କୋଲଷ୍ଟ୍ରଲ ର ସମସ୍ୟା ଭଳି ଅସୁବିଧା ଆପଣ ମାନଙ୍କୁ କେବେ ବି ହେବ ନାହିଁ । ତେବେ ବନ୍ଧୁଗଣ ଏହି ବିଷୟ ରେ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଭାବେ 

black cumin

ତେବେ ଏହି ଥିରେ ଜାହା ପ୍ରଥମେ ଆସୁଛି ତାହା ହେଲା ମେଥି ଦାନା ତେବେ ଆମେ ଏହି ତିନୋଟି ଜିନିଷ ବିଷୟ ରେ କହିବା ପରେ ଏହାର ଉପକାରୀତା ବିଷୟ ରେ କହିବୁ । ଯଦି ଆପଣ ମାନଙ୍କ ଶରୀର ରେ ବ୍ୟଥା ଭଳି ସମସ୍ୟା ରହିଛି ତେବେ ଏହା ରାମବାଣ ଉପାୟ ଅଟେ , ଏହା ସହିତ ଇମ୍ୟୁନିଟି ପାୱର କୁ ବଢେଇବାର କାମ କରେ ଏହି ମେଥି ଦାନା । ଆପଣ ମାନଙ୍କ ଶରୀର କୁ ନିରୋଗ କରିବାର କାମ କରେ ।

ସେହି ପରି ଦୁଇ ରେ କଳା ଜୀରା ଜାହା ଶରୀର ର ସମସ୍ତ ପ୍ରକାରର ସମସ୍ୟା ରେ ସାହାଯ୍ୟ କରିଥାଏ ଏହି କଳାଜୀରା , ସେହି ପରି ବନ୍ଧୁଗଣ ତିନି ରେ ଆପଣ ମାନେ ଡାଳଚିନି ର ବ୍ୟବହାର କରନ୍ତୁ , ଏବଂ ଏହି ଡାଳଚିନୀ ଆପଣ ମାନଙ୍କ ପାଇଁ ସବୁ ସମୟ ରେ ବହୁତ ବଡ ଓୌଷଧ ଭାବେ କାମ କରେ । ଆପଣ ମାନଙ୍କୁ ଯଦି ନିଜର ମେଟାବୋଲିଜିମ୍ କୁ ବୁଷ୍ଟ୍ କରିବା ପାଇଁ ରହିଛି ତେବେ ଆପଣ ମାନେ ଏହାର ପ୍ରୟୋଗ କରି ପାରିବେ ।

Cinnamon

କେମିତି କରିବେ ସେବନ –

ତେବେ ପ୍ରଥମେ ଆପଣ ମାନେ ଏହି ମେଥି ଦାନା କୁ ରାତି ରେ ପାଣି ଭିଝେଇ ରଖନ୍ତୁ ଏବଂ ପରେ ଆପଣ ମାନେ ସକାଳେ ଏହାର ସେବନ କରନ୍ତୁ ତଥା ଏହାର ପାଣିର ଏବଂ ଆପଣ ମାନେ ଏହାର ସହିତ ସେହି କଳାଜୀରା କୁ ଆପଣ ମାନେ ଚୋବାଇ ସେବନ କରନ୍ତୁ , ଏବଂ ସେହି ପରି ବେଳେ ଆପଣ ମାନେ ଡାଳଚିନି ର ସେବନ ସକାଳେ ଖାଲି ପେଟ ରେ ଏହା ର ଗୁଣ୍ଡ କୁ ଆପଣ ମାନେ ଗରମ ପାଣି ରେ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କୁ ହାର୍ଟ ଆର୍ଟାକ୍ , ହାର୍ଟ ବ୍ଲୋକେଜ୍ , ଏବଂ ହାଇ କୋଲଷ୍ଟ୍ରଲ ଭଳି ସମସ୍ୟା ରୁ ବି ଆପଣ ମାନେ ଏହି ଉପାୟ କରି ମୁକ୍ତି ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ । ସହଜ ଡାକ୍ତରି ଟ୍ରିକ ଏବେ ପଢିବେ ଆପମହ୍କ ନିଜ ମୋବାଇଲରେ , ଗୋଟିଏ ଲାଇକ ରେ କେବଳ

Leave a Reply

Your email address will not be published. Required fields are marked *