ଦୀର୍ଘ 42 ପରେ ବନୁଛି ମୋହାସଂଯୋଗ , ଆଜିଠାରୁ ବଦଳିଯିବ ଏହି 4ଟି ରାଶିର ଭାଗ୍ୟ ।

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷଶାସ୍ତ୍ର ଅନୁସାରେ ଆମ ଜୀବନ ଉପରେ ଗ୍ରହ ନକ୍ଷେତ୍ର ମାନଙ୍କର ପ୍ରଭାବ ରହିଥାଏ । ଗ୍ରହ ମାନଙ୍କ ଶୁଭ ପ୍ରଭାବ କାରଣରୁ ମନୁଷ୍ୟର ଭାଗ୍ୟ ବଦଳିଯାଏ । ତେବେ ଏହା ସହିତ ଭଗବାନଙ୍କ ଆଶ୍ରୀବାଦ ଜରୁରୀ ଅଟେ ।

ଗ୍ରହ ନକ୍ଷେତ୍ର ମାନଙ୍କ ଖରାପ ପ୍ରଭାବରୁ ଭଗବାନ ଆମକୁ ରକ୍ଷା କରିଥାନ୍ତି । ଗ୍ରହ ଦୋଷ ନିବାରଣ ପାଇଁ ମହାଦେବ ଏବଂ ହନୁମାନଙ୍କୁ ସର୍ବୋପରି ମାନାଯାଏ । ଏମାନଙ୍କ ଆଶ୍ରୀବାଦ ଗ୍ରହ ମାନଙ୍କ ଖରାପ ପ୍ରଭାବରୁ ରକ୍ଷା କରିଥାନ୍ତି । ତେବେ ମହାଦେବଙ୍କ କୃପାରୁ ଆଜିଠାରୁ ଏହି 4ଟି ରାଶିରେ ରାଜଯୋଗ ଆରମ୍ଭ ହେଉଛି । ଚନ୍ଦ୍ର ଏବଂ ବୁଧଙ୍କ ମିଳିତ ପ୍ରଭାବରୁ ଏହି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

astrology

ପ୍ରଥମେ ହେଉଛି ମେଷ ରାଶି । ଗ୍ରହଙ୍କର ଏହି ପରିବର୍ତ୍ତନ ଯୋଗୁଁ ମେଷ ରାଶିର ଲୋକଙ୍କ ଆସନ୍ତା ସମୟରେ ତାଙ୍କୁ ଧନ ପ୍ରାପ୍ତି ହେବା ସହ ବ୍ୟାପାରରେ ମଧ୍ୟ ଲାଭ ହେବ । ଧନ ପ୍ରାପ୍ତିର ନୂଆ ସାଧନ ମିଳିବ ଓ ଏହା ବ୍ୟତୀତ ଆପଣଙ୍କ ସମୟ ଖୁବ ଅଧିକ ଶୁଭ ହେବ । ଆପଣଙ୍କ ପରିଶ୍ରମର ଫଳ ନିଶ୍ଚୟ ପ୍ରାପ୍ତ ହେବ । ସମୁଦାୟ ଭାବେ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ଖୋଲିଯିବ ।

ଦିତୀୟରେ ହେଉଛି ତୁଳା ରାଶି । ଯେଉଁ କାର୍ଯ୍ୟରେ ସଫଳତା ପାଇଁ ଆପଣ ଅନେକ ସମୟରୁ ଚେଷ୍ଟା କରୁଛନ୍ତି ସେହି କାର୍ଯ୍ୟରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଲାଭ ପ୍ରାପ୍ତି କରିବାର ଯୋଗ ହେଉଛି । ଏମାନେ ଯେଇଁ କାର୍ଯ୍ୟରେ ହାତ ଦେବେ , ତାହା ଅତି ସହଜରେ ପୁରଣ ହେବାର ଅଛି । କେବଳ ଏମାନଙ୍କୁ ଧର୍ଯ୍ୟର ସହକାରେ କାମ କରିବାକୁ ହେବ ।

ତୃତୀୟରେ ହେଉଛି ମୀଥୁନ ରାଶି । ଆପଣ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି | ଆଜି ସେ ଠିକ୍ ହେବାର ସମ୍ଭାବନା ରହିଛି। ସହକର୍ମୀ କିମ୍ବା ସାଙ୍ଗମାନଙ୍କ ସହିତ ଯାତ୍ରା କରିବାର ସୁଯୋଗ ସୃଷ୍ଟି ହୋଇପାରେ | ଏହି ଯାତ୍ରା ଆପଣଙ୍କୁ ଅଧିକ ଶକ୍ତିଶାଳୀ ଏବଂ ଚତୁର କରିବ | ପ୍ରକୃତିର ଜୀବନଶୈଳୀକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଲାଭଦାୟକ ଫଳାଫଳ ଦେବ | କାର୍ଯ୍ୟ ଏବଂ ମନୋରଞ୍ଜନ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଜରୁରୀ | ଯୋଜନା ଏବଂ ନିଷ୍ପତ୍ତି ନେବା ପାଇଁ ଆଜି ଏକ ଭଲ ଦିନ |

astrology .

ଚତୃର୍ଥରେ ରହିଛି ମୀନ ରାଶି । ମୀନ ରାଶିର ଲୋକଙ୍କ ନିମନ୍ତେ ଆଗାମୀ ସମୟ ବହୁତ ଭଲ ରହିବାର ଅଛି । ଏହି ସମୟରେ ମୀନ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ଏହି ରାଶିର ଲୋକଙ୍କୁ ନିଜର ଘରଲୋକଙ୍କ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଏହି ରାଶିର ଲୋକମାନେ କୌଣସି ପ୍ରକାରର ବ୍ୟବସାୟ କରୁଛନ୍ତି ତାଙ୍କ ଦ୍ଵାରା କରାଯାଇଥିବା ବ୍ୟବସାୟରେ ବହୁତ ଲାଭ ମିଳିବ। ଏହି ଯୋଗ କାରଣରୁ ଏହି ରାଶିର ଲୋକଙ୍କୁ ଆର୍ଥିକ ସ୍ଥିତ ଆହୁରି ମଜବୁତ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *