ବଡ ଖବର – ଏହି ତାରିଖରୁ ଖୋଲିବାକୁ ଜାଉଛି ସବୁ ଶ୍ରେଣୀ ପାଇଁ ସ୍କୁଲ ।

school

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ଵାଗତ। ବନ୍ଧୁଗଣ, କୋଭିଡ଼ ପଜେଟିଭ ହାର ବୃଦ୍ଧି ଯୋଗୁଁ ଛୋଟ ପିଲାମାନଙ୍କ ସ୍କୁଲ ଖୋଲିବାକୁ ଅନୁମତି ଦେଉନାହାଁନ୍ତି ସରକାର। ଆଗକୁ ଆସୁଛି କରୋନା ତୃତୀୟ ଲହର କୁହାଯାଉଛି ଏହା ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ତେବେ ବର୍ତ୍ତମାନ ସମୟ ର ବଡ଼ ଖବର ଯେ ସ୍କୁଲ ଖୋଲିବ କି ନାହିଁ ଏ ନେଇ ଗଣଶିକ୍ଷା ମନ୍ତ୍ରୀ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ଆପଣ ମାନେ ସମସ୍ତେ ଜାଣିଥିବେ କି ସମୀର ଦାସ ହେଉଛନ୍ତି ଓଡିଶାର ଗଣଶିକ୍ଷା ମନ୍ତ୍ରୀ ।

ସମୀର ଦାସ ସୂଚନା ଦେଇଛନ୍ତି ଯେ ଏ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ଖୋଲିବ କି ନାହିଁ ତାହା ନିଷ୍ପତ୍ତି ହୋଇନାହିଁ ବିଭିନ୍ନ ବିଭାଗ ରୁ ପ୍ରସ୍ତାବ ଆସିଥିଲେ ମଧ୍ୟ ସରକାର ନିଷ୍ପତ୍ତି ନେଇ ନାହାଁନ୍ତି । ପୂଜା ପାଇଁ ହାଇକୋର୍ଟ ବି ମୂର୍ତ୍ତି ସମ୍ପର୍କ ରେ ରାଜ୍ୟ ସରକାର ନିଷ୍ପରି ଙ୍କୁ ଠିକ କହିଲେ । ସମସ୍ତ ଦିଗ କୁ ନେଇ ବିଚାର ଚାଲିଛି

school

ତେବେ ବନ୍ଧୁଗଣ ଆସନ୍ତା 15 ଦିନ ଭିତରେ ଯଦି କରୋନା ସଂକ୍ରମଣ ବୃଦ୍ଧି ନହୁଏ ତାହେଲେ ଅକ୍ଟୋବର ର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି। ତେବେ ଏହା ସମ୍ପୁର୍ଣ୍ଣ ଉପରେ କରୋନାର ସ୍ତିତି ଉପରେ ନୀର୍ଭର କରେ ବୋଲି ସୁଚନା ରହିଛି ।

 

ଯେହେତୁ ତୃତୀୟ ଲହରି ହବା ର ସମ୍ଭାବନା ରହିଛି ଓ ଏହି ଲହର ରେ ବେସୀ ଛୋଟ ପିଲା ମାନେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସୂଚନା ମିଳିଛି ଓ ଏହାକୁ ଦ୍ରୁଷ୍ଟି ରେ ରଖ୍ ଆମ ରାଜ୍ୟ ସରକାର ଠିକ ସମୟ ରେ ଠିକ ନିଷ୍ପତ୍ତି ନେଉଛନ୍ତି ।

school open

ତେବେ ଏହା ଏକ ବଡ କଥା ଯେ ପର୍ଯ୍ୟନ୍ତ ସ୍କୁଲ ଖୋଲି ନାହିଁ ସେ ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଗାଁ,ଦାଣ୍ଡ,ସାହି,ଖୋଲା ସ୍ଥାନରେ 10 ରୁ 15 ପିଲା ଙ୍କୁ ପାଠ ପଢାଇ ପାରିବେ । ତେବେ କିଛି ଜିଲ୍ଲା ରେ ଏହା କାର୍ଯ୍ୟକାରୀ ହୋଇଥିବା ସମୟ ରେ ଆଉ କିଛି ଜିଲ୍ଲା ରେ ଏହି ପଦକ୍ଷେପ ଶୀଘ୍ର ନେବା ପାଇଁ ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଛନ୍ତି।

ଆଶା କରୁଛୁ ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିବ ତେବେ ଖବର ଟିକୁ ସେୟାର କରି ତଳେ ଆମ ପେଜ୍ କୁ ଗୋଟିଏ ଲାଇକ କରନ୍ତୁ ।ଓଡିଶାର ସବୁ ଖବର ସବୁଠୁ ପ୍ରଥମେ ପଢିବା ପାଇଁ ଉପରେ ଲାଇକ ନିଶ୍ଚୟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *