ବଲୀଉଡ ଦୁନିଆରୁ ଗତ କିଛି ଦିନ ହେବ କେବଳ ଦୁଃଖ ଦାୟକ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ହିଁ କିଛି ଦିନ ତଳେ ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତା ଓ ବିଗ ବସ ଶୋର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନି-ଧ-ନ-ର ଖବର ସାମ୍ନାକୁ ଆସିଥିଲା । ୨ ସେପ୍ଟେମ୍ବର ଦିନ ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁ ହୃ-ଦ-ଘା-ତ କାରଣରୁ ହୋଇଥିଲା । ବହୁତ କମ ବୟସରେ ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆକୁ ବିଦାୟ କହି ଦେଲେ ।
କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁର ୨୨ ଦିନ ପରେ ପୁଣି ଥରେ ଗୋଟିଏ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଜଗନୁର ଅନେଜାଙ୍କ ଦେ-ହା-ନ୍ତ ହୋଇ ଯାଇଛି । କହିଦେଉଛୁ କି ଜଗନୁର ଅନେଜାଙ୍କୁ ହାର୍ଟ ଆ-ଟା-କ ଆସିବା କାରଣରୁ ମିଶ୍ର ଦେଶରେରେ ମୃ-ତ୍ୟୁ ବରଣ କରିଛନ୍ତି । ଯେମିତି ହିଁ ଏହି ଦୁଃଖ ଓ କଷ୍ଟ ଦାୟକ ଖବର ସାମ୍ନାକୁ ଆସିଲା କି ଜଗନୁର ଅନେଜା ଏହି ଦୁନିଆରେ ନାହାନ୍ତି ।
ତେବେ ତାଙ୍କ ଦେହାନ୍ତ ଖବର ପାଇବା ପରେ ଫ୍ୟାଟ୍ସ ଏବଂ କଳାକାରଙ୍କୁ ଆଉ ଏକ ବଡ ଝଟକା ଲାଗିଛି । ସମସ୍ତେ ତାଙ୍କ ଫଟୋ ସେୟାର କରି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ।
ଜଗନୁର,କରଣ ଜୁନ୍ଦ୍ରା ଓ ଅନୁଷା ଦାଣ୍ଡେକରଙ୍କ ଏମଟିର ଲଭ୍ ସ୍କୁଲ ସିଜନ୍ ୧ ଓ ୨ରେ ସାମିଲ ହୋଇଥିଲେ । ପ୍ରଥମ ସିଜିନରେ ସେ ପ୍ରେମିକା ମନୀଷାଙ୍କ ସହ ଶୋ’ରେ ଅଂଶଗ୍ରହଣ କରିଥିଲେ । ହେଲେ ପରେ ଦୁହିଁଙ୍କର ବ୍ରେକଅପ ହୋଇ ଯାଇଥିଲା। ଜଗନୁର ଅନେଜାଙ୍କ ନିଧନ ଦ୍ବାରା ତାଙ୍କର ଫ୍ୟାନ, ପରିବାର ଓ ସେଲିବ୍ରେଟି ବହୁତ ଦୁଃଖରେ ଅଛନ୍ତି ।
କେହି ବି ବିଶ୍ୱାସ କରି ପାରୁ ନାହାନ୍ତି କି ଜଗନୁର ଅନେଜା ଆଉ ଆମ ଗହଣରେ ନାହାନ୍ତି । କହିଦେଉଛୁ କି ଜଗନ୍ମର ଅନେଜା ଏମଟିଭିର ଶୋ ଲଭ ସ୍କୁଲର ପ୍ରଥମ ଓ ଦ୍ୱିତୀୟ ସିଜିନରେ ଅଂଶ ଗ୍ରହଣ କରିଥିଲେ ଓ ସେହି ସମୟରେ ସେ ବହୁତ ଚର୍ଚାରେ ମଧ୍ୟ ଆସି ଯାଇଥିଲେ।
ତେବେ ଜଗନୁର୍ ଅନେଜାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଲହରୀ ଖେଳି ଯାଇଛି।ତେବେ ବନ୍ଧୁଗଣ,ଏଭଳି ଅଧିକ ଖବର ପାଇଁ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ ।ଧନ୍ୟବାଦ।