ଡାଲଚିନି ମିଶା କ୍ଷୀର ତିନିଦିନ ପିଅନ୍ତୁ ତାପରେ ଦେଖନ୍ତୁ ଚମତ୍କାର, ପୁରୁଷ ମାନେ ଫାଇଦା ଦେଖି ଆଶ୍ଚର୍ଯ୍ୟ ହେବେ

milk

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ନାନାପ୍ରକାରର ରୋଗର ରାମବାଣ ଔଷଧ ହେଉଛି ଡାଲଚିନି ମିଶା କ୍ଷୀର, ଯାହାକୁ ସେବନ କରିବା ଦ୍ୱାରା ଅନେକ ସାରା ସମସ୍ୟା ଦୂର ହୋଇଥାଏ।ଆପଣଙ୍କ ରୋଷେଇଘରେ ହୁଏ ତ କେତେପ୍ରକାରର ଔଷଧ ରହିଛି ,କିନ୍ତୁ ଆପଣ ଏହାକୁ ଜାଣି ପାରୁନାହାନ୍ତି ।ଭାରତୀୟଙ୍କ ରୋଷେଇ ଘରେ ରଖାଯାଇଥିବା ମସଲା ଗୁଡିକ କୌଣସି ଔଷଧିଠାରୁ ମଧ୍ୟ କମ ନୁହେଁ । ଏହାର ଉପଯୋଗ ଯଦି ଠିକ ଭାବରେ କରାଯାଏ ତାହେଲେ ଏହା ବହୁତ ଫାଇଦା ଦାୟକ ହୋଇଥାଏ ।ଏହି ମସଲା ଭିତରୁ ଗୋଟିଏ ମସଲା ହେଉଛି ଡାଲଚିନି ଯାହାକି ଖାଦ୍ୟର ସ୍ୱାଦ ବହୁତ ମାତ୍ରାରେ ବଢାଇଦେଇଥାଏ ।

ଆପଣଙ୍କ ଖାଦ୍ୟରେ ଯେତେବେଳେ ଡାଲଚିନି ପଡିଥାଏ ,ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟରେ ବହୁତ ଉପକାରୀ ହୋଇଥାଏ ।ଡାଲଚିନି ସୁନ୍ଦରତା ବଢ଼ାଇବାରେ ମଧ୍ୟ ବହୁତ ସହାୟକ ହୋଇଥାଏ ।ଡାଲଚିନି କେବଳ ତରକାରୀରେ ପଡିନଥାଏ, ଯଦି ଆମେ ଏହାକୁ ଖୀରରେ ପକାଇ ପିଇବା ତାହେଲେ ଏହା ଆମକୁ ବହୁତ ରୋଗରୁ ଉପଶମ ଦେଇଥାଏ ।Cinnamon

ଭଲଭାବରେ ନିଦ୍ରା ହେବା ।

ଯଦି ଆପଣଙ୍କୁ ନିଦ ହେଉନାହିଁ କିମ୍ବା ଶୋଇବାବେଳେ ଏପଟ ସେପଟ କଡ ବଦଳାଉଛନ୍ତି ତାହେଲେ ଡାଲଚିନି କୁ ଆପଣ ଖୀରରେ ମିଶାଇ ପିଅନ୍ତୁ । କାରଣ ଡାଲଚିନି ରେ ଏମିନୋ ଏସିଡ୍ ଥିବାରୁ ଏହା ଶରୀରକୁ ଯିବା ମାତ୍ରକେ ମସ୍ତିକକୁ ଶାନ୍ତ ରଖିଥାଏ ।ଏମିତିରେ ଯଦି ଆପଣ ଡାଲଚିନି ଖୀରପିଅନ୍ତି ତାହେଲେ ଆପଣଙ୍କୁ ଭଲ ନିଦ୍ରା ହୋଇଥାଏ ।ତାସହ ଶରୀରର ଥକାପଣ ଦୂର ହେବାସହ ମାନସିକ ଶାନ୍ତି ମିଳିଥାଏ ।

ମଧୁମେହ ରୋଗରୁ ମୁକ୍ତି ।

ଆଜିକାଲିର ଟେନସନ ଜୀବନ ଭିତରେ ସୁଗାର ହେବା ଏକ ସାଧାରଣ କଥା ।ଏମିତିରେ ଶରୀରରେ ଇନସୁଲିନ ବଢିଲେ ଡାଲଚିନି ର ସେବନ କରିବା ଦ୍ୱାରା ସୁସ୍ଥତା ମିଳିଥାଏ । ଡାଲଚିନି ଶରୀରରେ ବ୍ଲଡ଼ ସୁଗାରକୁ ବି ନିୟନ୍ତ୍ରିତ କରିଥାଏ । ଯଦି ଆପଣ ମଧୁମେହ ରୋଗରେ ପୀଡିତ ତାହେଲେ ଆପଣଙ୍କୁ ଡାଲଚିନି ଯୁକ୍ତ କ୍ଷୀର ପିଇବା ଆବଶ୍ୟକ ।ଏଥିରେ ଆପଣଙ୍କ ମଧୁମେହ ସ୍ଥର ନିୟନ୍ତ୍ରିତ ହୋଇଥାଏ ।Milk with cinnamon

ହାଡକୁ ମଜବୁତ ରଖିବାରେ ସାହାର୍ଯ୍ୟ କରେ ।

ଶରୀରରେ ହାଡର ଦୁର୍ବଳତା ବହୁତ ସାରା ରୋଗକୁ ଜନ୍ମ ଦେଇଥାଏ ।ଏହାପାଇଁ ଡାଲଚିନି ମିଶା ଖୀରପିଇବା ଆବଶ୍ୟକ। ଡାଲଚିନି ରେ କ୍ୟାଲସିଅମ,ଫାଇବର ଓ ମାଙ୍ଗାନିଜ ରହିଥିବାରୁ ଏହା ହାଡର ଗଠନରେ ସହାୟକ ହୋଇଥାଏ ।ପୁରାତନ କାଳରେ ଲୋକମାନେ ହାଡକୁ ମଜବୁତ କରିବାପାଇଁ ଡାଲଚିନି ମିଶା କ୍ଷୀର ପିଅନ୍ତି ।ଏଥିରେ ଗଣ୍ଠିଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଚେହେରାରେ ଚମକତା ଆଣିପାରିବେ ।

ଡାଲଚିନି ଯୁକ୍ତ କ୍ଷୀର ପିଇବାଦ୍ୱାର ସ୍ୱାସ୍ଥ୍ୟରେ ସୁନ୍ଦରତା ଦେଖାଦେବା ସହ ଚର୍ମ ଜନିତ ସମସ୍ୟା ମଧ୍ୟ ଦୂରହୋଇଥାଏ ।
ଏଥିରେ ଥିବା ଅଣ୍ଟି ବ୍ୟାକ୍ଟେରିଆଲ ଗୁଣ ଚର୍ମଜନିତ ସାରା ରୋଗ ଦୂର କରିଥାଏ ।ତାସହ ଚେହେରାରେ ହେଉଥିବା ଇଂଫେକ୍ସନ ଦାଉରୁ ମଧ୍ୟ ରକ୍ଷା କରିଥାଏ । ଯଦି ମୁଣ୍ଡର କେଶ ଜନିତ ସମସ୍ୟା ଦେଖାଦିଏ ତାହେଲେ ଡାଲଚିନି ମିଶା ଖୀରସହ କିଛି ଗୁଡ ମିଶାଇ ଖାଇବା ଦ୍ୱାରା କେସ ମୂଳରେ ସୃଷ୍ଟି ହେଉଥିବା ଇଂଫେକ୍ସନ ଦୂର ହୋଇଥାଏ ।milk

ଶରୀରରେ ମୋଟା ଅଂଶରୁ ମୁକ୍ତି ମିଳେ ।

ଯଦି ଆପଣ ମୋଟା ଅଂଶରୁ ମୁକ୍ତି ପାଇବାପାଇଁ ଚାହୁଁଛନ୍ତି ତାହେଲେ ଡାଲଚିନିକୁ ପତଳା କ୍ଷୀରରେ ମିଶାଇ ପିଅନ୍ତୁ ଏହା ଆପଣଙ୍କ ଓଜନ କମାଇବାରେ ସହାୟକ ହୋଇଥାଏ ।ତାସହ ପାଚନକ୍ରିୟା ମଧ୍ଯ ଭଲ ରହିଥାଏ ।ଲକଡାଉନ ସମୟରେ ଖାଇବା ଅତ୍ୟଧିକ ହେଉଛି ଓ ପରିଶ୍ରମ କମ ହେଉଛି । ଏହି ସମୟରେ ଡାଲଚିନି ମିଶା ଖୀରପିଇବା ଦ୍ୱାରା ଆପଣଙ୍କ ପାଚନକ୍ରିୟା ଠିକ ରହିବା ସହିତ ଅନ୍ୟ ରୋଗ ମଧ୍ୟ ଶରୀରରେ ପ୍ରଵେଶ ହୋଇନଥାଏ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *