ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ PM Kisan ସମ୍ମନିଧି ଯୋଜନା ଜାହାକୁ ପ୍ରଧାନ କିଶାନ ଯୋଜନା ନାମରେ ନାମିତ ମଧ୍ୟ । ତେବେ ଏହି PM Kisan ଯୋଜନା ରେ କିଛି ନୂଆ ଅପଡେଟ୍ ଆମେ ଆପଣ ମାନଙ୍କୁ ଜଣେଇବୁ । ଯେଉଁଥିରେ ଆପଣ ମାନେ ଜାଣିପାରିବେ ଆପଣ ମାନଙ୍କ ଗ୍ରାମରେ କେଉଁ କେଉଁ ଲୋକ ମାନଙ୍କୁ ପଇସା ଆସୁଛି କେବେ ଠାରୁ ପଇସା ଆସିଲାଣୀ ଏବେ ନିକଟରେ ସେ କେଉଁ କିସ୍ତି ପାଇଛନ୍ତି । ସଂମ୍ପର୍ଣ୍ଣ ଅପଡେଟ୍ ଆପଣ ମାନେ ଜାଣିପାରିବେ ।
ତେବେ ସେଥିପାଇଁ ଆପଣ ମାନେ pmkisan.gov.in ର ୱେବସାଇଟ ମଧ୍ୟ ଭିଜିଟ୍ କରିବେ । ଏବଂ ସେଠାରେ ପେମେଣ୍ଟ ସକ୍ସେସ୍ ଲେଖା ରହିଛି ଏବଂ ଏହା ତଳକୁ ଲେଖା ହୋଇଛି ଏବଂ ସେଠାରେ ଆପଣ ମାନେ ଡାସବୋର୍ଡ ଉପରେ କ୍ଲିକ୍ କରିବା ପରେ ଆପଣ ମାନେ ନିଜର ଷ୍ଟେଟ୍ ଏବଂ ନିଜର ଜିଲ୍ଲା ଦେବେ ଏବଂ ପରେ ବ୍ଲକ୍ ଦେବେ ଏବଂ ପରେ ସେଠାରେ ନିଜର ଗ୍ରାମ ଦେଇ ସୋ ରେ କ୍ଲିକ୍ କରିବେ ।
ତେବେ ଆପଣ ମାନଙ୍କ ସାମ୍ନା ରେ ସଂମ୍ପର୍ଣ୍ଣ ଲିଷ୍ଟ ପଳେଇ ଆସୁଛି ଆପଣ ମାନେ ସେଠାରେ ପେମେଣ୍ଟ ଷ୍ଟାଟସ୍ ଏବଂ ଏହାର ବିପରିତ କ୍ଷେତ୍ର ରେ ରିସିବ୍ ସବୁ ପେମେଣ୍ଟ ବୋଲି ଏକ ଅଫସନ୍ ରେ ଆପଣ ମାନଙ୍କୁ କ୍ଲିକ୍ କରି ସେଠାରେ ଯେଉଁ ମାନେ ପେମେଣ୍ଟ ରିସିବ୍ କରିଛନ୍ତି ସେମାନଙ୍କ ବିଷୟ ରେ ଆପଣ ମାନେ ଦେଖିବା ପାଇଁ ପାଇବେ ।
ସେହି ପରି ସାଇଡ୍ ରେ ଆପଣ ମାନେ ମୋର ଡିଟେଲ୍ସ ଅଫସନ ରେ କ୍ଲିକ୍ କରିବା ପରେ ଆପଣ ମାନେ ସେଠାରେ ନିଶ୍ଚିତ ଭାବେ କେଉଁ ମାନେ କେଉଁ କେଉଁ ପିଇସା ପାଇଛନ୍ତି ଆପଣ ମାନେ ସେଠାରେ ଦେଖିବା ପାଇଁ ପାଇବେ । ତେବେ ଆପଣ ମାନଙ୍କୁ କହିବାର ମାନେ ହେଲା ଏହି କିଛି ପ୍ରସେସ୍ ରେ ଆପଣ ମାନେ ଏଠାରେ ସବୁ କିଛି ଚେକ୍ କରିପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।