ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଶକ୍ରିୟ ରହିଛି ଘର୍ଣ୍ଣିଂ ବଳୟ ଜାହାର ପ୍ରଭାବ ରେ ଆଜି ବିଭିନ୍ନ ଜିଲ୍ଲା ରେ ବର୍ଷା ସମ୍ଭାବନା ଲାଗିରହିଛି । ସେପଟେ ରାଜ୍ୟକୁ ଡରେଇଲାଣୀ ଆଉ ଗୋଟିଏ ଲଘୁଚାପ ଆସନ୍ତା 25 ତାରିଖ ରେ 25 ତାରିଖ ତଥା ତତସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଆଉ ଏହାର ପ୍ରଭାବ ରେ ଆସନ୍ତା 26 ତାରିଖ ରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଜାଇଛି । ବିଶେଷ କରି ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ବିଷୟ ରେ ନଜର ପକେଇବା । ତେବେ ଜାହାକି ବିଶେଷଜ୍ଞ୍ୟ ମାନେ ଜାରି କରିଛନ୍ତି ।
ଚଳିତ ମାସରେ ଦୁଇ ଦୁଇଟି ଲଘୁଚାପ ର ସାମ୍ନା କରିଲାଣୀ ଓଡିଶା ଏବେ ରାଜ୍ୟରେ ମୈଶୁମୀ ଟ୍ରଫ୍ ଲାଇନ୍ ସହିତ ଏକ ଲଘୁଚାପ ଶକ୍ରିୟ ରହିଛି । ଆଉ ଏହାର ପ୍ରଭାବ ରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏଥି ପାଇଁ ଆଭ୍ୟନ୍ତରିୟ ଓ ଦକ୍ଷିଣ ଓଡିଶାର 12 ଟି ଜିଲ୍ଲା କୁ ୟୋଲ ଆଲର୍ଟ ଜାରି ହୋଇଛି । ଏହା ସହିତ 26 ତାରିଖ ରୁ ଆଉ ଏକ ଲଘୁଚାପ ପ୍ରଭାବରେ ଭିଜିବ ସାରା ଓଡିଶା ଅନ୍ୟ ପକ୍ଷ୍ୟରେ ବାତ୍ୟା ନେଇ କୈଣସି ସୂଚନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି ।
ସେପଟେ ଲଘୁଚାପ ବର୍ଷା ପରେ ବି ଓଡିଶାରେ 12 ପ୍ରତିଶତ ବର୍ଷା କମ୍ ହୋଇଛି 19 ଟି ଜିଲ୍ଲା ରେ ରେକର୍ଡ ହୋଇଛି ସ୍ୱଭାବିକ ବର୍ଷା ଏବଂ ସପଟେ ଲଘୁଚାପ ର ରୂପ ନେଲା ଗାଙ୍ଗେୟ ଉପତ୍ୟାକା ରେ ସୃଷ୍ଟି ଘୂର୍ଣ୍ଣିଂ ବଳୟ । ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ବର୍ତମାନ ସମୟ ରେ ବର୍ଷା ଜାରି ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।