ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ନିଜର ଭାଗ୍ୟ କୁ ପରିବର୍ତନ କରିବା ପାଇଁ ଚାହାଁନ୍ତି । ତେବେ ଆପଣ ମାନେ ମୟୁର ପଙ୍ଖ ର ବ୍ୟବହାର କରି ପାରିବେ । ତେବେ ଆପଣ ମାନଙ୍କୁ ବହୁତ ଗୁଡ଼ିଏ ଲାଭ ମିଳିବ । ତେବେ ଆସନ୍ତୁ ବନ୍ଧୁଗଣ ଏହି ମୟୁର ପଙ୍ଖ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଟିପଣୀ ନେଇ ନେବା । ଆପଣ ମାନେ ଜାଣିଛନ୍ତି କି ଭଗବାନ ଶ୍ରୀ କୃଷ୍ଣ ସବୁ ସମୟରେ ନିଜର ମସ୍ତକ ରେ ଏହି ମୟୁର ପଙ୍ଖ କୁ ଧାରଣ କରନ୍ତି । କେବଳ ସେହିଥି ପାଇଁ ଏହାକୁ ପୂଜନିୟ ଏବଂ ପବିତ୍ର ବୋଲି ମନା ଜାଇ ଥାଏ ।
ଏହି ମୟୁର ପଙ୍ଖ ଦ୍ୱାରା ଆପଣ ମାନଙ୍କ ଦୂର୍ଭାଗ୍ୟ ସବୁ ଶୈଭାଗ୍ୟ ରେ ପରିବର୍ତନ ହୁଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ମୟୁର ପଙ୍ଖ ର କେତେ ଗୁଡ଼ିଏ ଭଲ ଉପକାରୀତା ବିଷୟ ରେ କୁହାଜାଇଛି । ସେମିତି ରେ ଘରେ କେଉଁ ସ୍ଥାନ ରେ ଏହି ପଙ୍ଖ ରଖିବା ଦ୍ୱାରା ଆପଣ ମାନଙ୍କର ଧନ ବୃଦ୍ଧି ହେବ ସେହି ବିଷୟ ରେ ବି ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ।
ଯଦି ଗୃହ ରେ ଉଚିତ୍ ଭାବେ ଏହି ମୟୁର ପଙ୍ଖ କୁ ରଖାଯାଏ । ତେବେ ବହୁତ ଶୁଭ ଫଳ ମିଳେ । ଯଦି କେବେ କୈଣସି କାର୍ଯ୍ୟ ଆପଣ ମାନଙ୍କର ହେଉ ହେଉ ରହି ଜାଇଛି । ତେବେ ଆପଣ ମାନେ ଏହି ମୟୁର ପଙ୍ଖ କୁ ନିଜର ବେଡ୍ ରୁମ୍ ର ପୂର୍ବ ଏବଂ ଦକ୍ଷିଣ କୋଣ ରେ ଲାଗାନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଏହି ସମସ୍ୟା ସବୁ ଦୂର ହେବ ।
ସେହି ପରି ଭାବେ ଆପଣ ମାନଙ୍କ ଘରେ କିମ୍ବା ଦୋକାନ ରେ ଯଦି ନାକାରାତ୍ମକ ଉର୍ଜା ର ପରିମାଣ ରେ ବଦ୍ଦି ପାଉଛି । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଆପଣ ମାନେ ଏହି ମୟୁର ପଙ୍ଖ ର ବ୍ୟବହାର ନିଜର ଘୋର ର କୋଣ କରନ୍ତୁ । ତେବେ ଦେଖିବେ ଆପଣ ମାନେ ଏହି ନାକାରାତ୍ମକ ଉର୍ଜା କୁ ମୁକ୍ତି ପାଇବେ । ସେହି ପରି ବେଳେ ଆପଣ ମାନଙ୍କ ଘରେ ଯଦି ବହୁତ ପରିମାଣ ରେ ବାସ୍ତୁ ଦୋଷ ରହି ଥାଏ । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ନିଜର ଘର ର ଦ୍ୱାର ମୁହଁ ରେ ଶ୍ରୀ ଗଣେଷ ଏବଂ କିଛି ମୟୁର ପଙ୍ଖ ର ବ୍ୟବହାର କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଘରେ ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଦୂର ହେବ ।
ଯେଉଁ ମାନଙ୍କ ପାଖରେ ସବୁ ସମୟରେ ଏହି ମୟୁର ପର ରହିଥାଏ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଜାଣନ୍ତୁ ସେମାନେ ସବୁ ସମୟ ରେ ସଫଳ ହୋଇ ଥାନ୍ତି । ସେହି ପରି ଭାବେ ଘର ର ଯଦି ଆପଣ ମାନେ ଦକ୍ଷିଣ କୋଣ ରେ ମୟୁର ପଙ୍ଖ ରେ ତିଆରି ହୋଇ ଥିବା କିଛି ବି ଜିନିଷ କୁ ରଖିବା ଦ୍ୱାରା ଘର କୁ ଆପଣ ମାନଙ୍କର ଧନ ର ପ୍ରବେଶ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।