ଯଦି ଆପଣଙ୍କ ହାତରେ ଅଛି ଏହି ଚିହ୍ନ ତାହେଲେ ଆପଣ ବହୁତ ଭାଗ୍ୟବାନ |

hand

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆମର ଜନ୍ମ ରୁ ଆମ ମାନଙ୍କ ହାତରେ ଏମିତି ବହୁତ ଗୁଡିଏ ରେଖା ଅଙ୍କା ହୋଇ ଆସି ଥାଏ । ତେବେ ସେମିତି ବେଳେ ଆପଣ ମାନେ ସେହି ସବୁ ରେଖା କୁ ଦେଖି ବିଭିନ୍ନ କଥା ବିଷୟ ରେ ଭାବନ୍ତି । ସେମିତି ରେ ବହୁତ ଲୋକ ମାନେ ରହିଛନ୍ତି । ଯେଉଁ ମାନଙ୍କ ହାତରେ A ଚିହ୍ନ ଭଳି ରେଖା ରହିଥାଏ । ତେବେ ସେମାନେ ଏହାର ଅର୍ଥ ସଠିକ୍ ଭାବେ ଜାଣି ପାରନ୍ତି ନାହିଁ । ହେଲେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହୁଁବୁ ।

hand

ଏହି A ଅକ୍ଷର ର ଚିହ୍ନ ରହି ଥିବା ଲୋକ ମାନଙ୍କ ସବୁ ବେଳେ କିଛି ଅଲଗା ପ୍ରକାରର ଲୋକ ହୋଇ ଥାନ୍ତି ଏମାନଙ୍କ ଠାରୁ ସବୁ ବେଳେ ଦୁଖଃ ଏବଂ ବେଦନ ଦୂରେଇ ରହି ଥାଏ । ଏମାନେ ସବୁ ବେଳେ ନିଜ ଜିବନ କୁ ଖୁବ ଆନନ୍ଦ ର ସହିତ ଉପଭୋଗ କରନ୍ତି । ଏହି ରେଖା କେବେ ବି ସମସ୍ତ ଙ୍କ ହାତରେ ରହି ନ ଥାଏ ଏହି ରେଖା କୈଣସି କୈଣସି ଲୋକ ମାନଙ୍କର ହାତ ରେ ହିଁ ରହି ଥାଏ ।

ତେବେ ଆପଣ ମାନେ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବେ ପରିଚିତ ଅଟନ୍ତି । ଏବଂ ଆପଣ ମାନଙ୍କ ଜିବନ ସଂମ୍ପର୍ଣ୍ଣ ଭାବେ ଅଲଗା ପ୍ରକାରର ଅଟେ । ଏମାନେ ସବୁ ସମୟ ରେ ବହୁତ ପରିମାଣ ରେ ଲକି ହୋଇ ଥାନ୍ତି । ଏବଂ ଏମାନେ ସବୁ ସମୟ ରେ ଯେକୈଣସି ବି କାର୍ଯ୍ୟ ରେ ହାତ ଦିଅନ୍ତି ସେମାନେ ସବୁ ସମୟ ରେ ସଫଳତା ହିଁ ହାତରେ ଲଗୀାଇ ଥାନ୍ତି ।

A sign in hand

ଏମାନଙ୍କର ସିକ୍ସଷ୍ଟେମ୍ସ ବହୁତ ଅଟେ ଆପଣ ମାନେ ଏମାନଙ୍କ ପାଖରେ ଟିକିଏ ବି ମିଛ କହି ପାରିବେ ନାହିଁ ସବୁ କିଛି ଜାଣି ପାରିବେ । ଏମାନେ ସବୁ ସମୟ ରେ ଅନ୍ୟ କୁ ସାହାଯ୍ୟ କରିବା ସହିତ ସେମାନେ ନିଜର କେରିଅ କୁ ବହୁତ ଭଳ ଭାବେ ଗଢିବା ପାଇଁ ପ୍ରଚେଷ୍ଟା କରନ୍ତି ।

ଏହି ରେଖା ରହି ଥିବା ଲୋକ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ଏମାନେ ସମୟ ସମୟ ରେ ନିଜର ହିଁ ଲିଡର ସିପ୍ ଦେଖେଇ ଥାନ୍ତି । ଏବଂ ଏମାନେ କର୍ମ କ୍ଷେତ୍ର ରେ ବହୁତ ଗମ୍ଭୀର ଭାବେ କାର୍ଯ୍ୟ କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *