ପାନ କାର୍ଡ ଥିଲେ ଦେଖନ୍ତୁ ନୂଆ ନିୟମ ଆସିଲା | ନିଶ୍ଚୟ ପଢନ୍ତୁ

PAN card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏବେ ଏବେ କିଛି ନୂଆ ଖବର ଆସି ପହଁଚିଛି ଯଦି ଆପଣ ମାନଙ୍କ ପାଖରେ ପାନକାର୍ଡ ରହିଛି । ଏବେ କିଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା ଆସି ପହଁଚିଛି ଏବଂ ଏଠାରେ ଆପଣ ମାନଙ୍କୁ ନୂଆ ନିୟମ ବିଷୟ ରେ ନିଶ୍ଚିତ ଭାବେ ଜାଣି ରଖିବା ଦରକାର । ନଚେତ ଆପଣ ମାନଙ୍କୁ 10 ହଜାର ଟଙ୍କା ଜୋରୀମାନା ବି ଦେବାକୁ ପଡି ପାରେ । ତେବେ କଣ ରହିଛି ସେହି ଗୁରୁତ୍ୱ ପୂର୍ଣ୍ଣ ସୂଚନା ଆସନ୍ତୁ ଜାଣି ନେବା ।

modi

ନିକଟରେ ଅର୍ଥମନ୍ତ୍ରୀ ତତ୍କାଳ ଇ-ପାନ କାର୍ଡ ବନାଇବାର ସୁବିଧା ଲାଗୁ କରିଛନ୍ତି । ଏହି ସୁବିଧା ଦ୍ବାରା ନା କେବଳ ନୂଆ ପାନ କାର୍ଡ ତିଆରି କରିବାରେ ସହଜ ହେବ ବରଂ ପାନ କାର୍ଡ ବନାଇବା ପାଇଁ କୌଣସି କାଗଜପତ୍ରର ମଧ୍ୟ ଆବଶ୍ୟକ ପଡିବନାହିଁ । ଆଉ ସବୁଠାରୁ ଖାସ ହେଉଛି ଏହା ସମ୍ପୂର୍ଣ ମାଗଣା ଆୟକର ବିଭାଗ ଅନୁଯାୟୀ ନୂଆ ଇ-ପାନ କାର୍ଡକୁ ପୁରୁଣା ଲାମିନେଟେଡ୍ ପାନ କାର୍ଡର ବରାବର କରାଯାଇଛି।

ଆୟକର ନିୟମ ଅନୁଯାୟୀ ସମସ୍ତେ ଇ-ଫାଇଲିଙ୍ଗ ପୋର୍ଟାଲରେ ନୂଆ ପାନ ତିଆରି କରିବାରେ । ହେଲେ ଯେଉଁ ମାନଙ୍କ ପାଖରେ ପୂର୍ବ ରୁ ହିଁ ପାନକାର୍ଡ ରହିଛି ସେମାନେ ତତକାଳ ଇପାନ ର ଆବେଦନ କରି ପାରିବେ ନାହିଁ । ଯଦି ଆବେଦନ କାରୀ ନୂଆ ପାନ ବନାଉଛନ୍ତି ଆପଣଙ୍କ ପାଖରେ ଦୁଇଟି ପାନ ରହିଛି ତେବେ ଆୟକର ବିଭାଗ ଧାରା 272B ଅନୁସାରେ 10 ହଜାର ଟଙ୍କା ଜୋରୀମାନା କରିବ ।
PAN card

ଯେମିତି କି ଆପଣ ମାନେ ଯଦି ନୂଆ ପାନ ର ଆବେଦନ କରିବା ପାଇଁ ଚାହାଁନ୍ତି ତେବେ https://www.incometaxindiaefiling.gov.in ରେ ଜାଇ ସେଠାରେ ଆପଣ ମାନେ ଆବେଦନ କରି ପାରିବେ । ହେଲେ ଧ୍ୟାନ ରଖିବେ ଯଦି ପୂର୍ବ ରୁ ଥିବ ତେବେ 10 ହଜାର ଟଙ୍କା ଫାଇନ ପଡିବ । ଯଦି ଆପଣ ମାନେ ଏହି ପାନ କୁ କେମିତି ବିନା ଫି ରେ ଆବେଦନ କରିବା ସହିତ 5 ମିନିଟ ରେ ପାନ କୁ ଚାହାଁନ୍ତି କେମିତି ପାଇବେ ତେବେ କମେଣ୍ଟ କରନ୍ତି ଏହା ଉପରେ ବି ପୋଷ୍ଟ ନେଇ ଆସିବୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *