ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରଙ୍କ ବଡ ଘୋଷଣା ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେଠୁ ହେବ ସ୍ଲଟ୍ ବୁକିଂ । ତେବେ ଯେଉଁ ମାନେ ପୂର୍ବ ରୁ ଏହି ସ୍ଲଟ୍ ବୁକିଂ କରି ପାରି ନ ଥିଲେ ସେମାନଙ୍କ ସ୍ଲଟ୍ ବୁକିଂ ବାତିଲ ହୋଇ ଜାଇ ଥିଲା ପୁଣି ଥରେ ସେମାନେ ସ୍ଲଟ୍ ବୁକିଂ କରି ପାରିବେ । ତେବେ କଣ ରହିଛି ନୂଆ ନିୟମ ଏବଂ କେବେ ପରିକ୍ଷା ହେବ ସେହି ସବୁ ବିଷୟ ରେ ଆସନ୍ତୁ ଡିଟେଲ୍ସ ରେ କଥା ହେବା ।
ତେବେ ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । DL ସହିତ ଲାଇସେନ୍ସ ସହିତ ଯଡିତ ଅନ୍ୟ କାର୍ଯ୍ୟ ବି ଲାଗୁ ହେବ । ଆଜି ଠାରୁ ଆପଣ ମାନେ DL ବୁକିଂ କରିବା ସହିତ ଆପଣ ମାନଙ୍କୁ 18 ତାରିଖ ରେ DL ଟେଷ୍ଟ ହେବ । ପୁଣି 29 ତାରିଖ ରୁ ଆପଣ ମାନଙ୍କୁ ଲର୍ନିଂ ପାଇଁ ଟେଷ୍ଟ ହେବ । ଏବଂ ଆପଣ ମାନେ ଏହା ପାଇଁ 22 ତାରିଖ ରୁ ସ୍ଲଟ୍ ବୁକିଂ କରି ପାରିବେ । ବର୍ତମାନ ସ୍ଥିତି ରେ ନୂଆ ଲାଇସେନ୍ସ ଆପଣ ମାନଙ୍କୁ ଦିଆ ଯିବ ନାହିଁ ।
ଆବେଦନ ସମୟ ରେ କୋଭିଡ ଗାଇଡ ଲାଇନ୍ସ କୁ ମାନି ସାମାଜିକ ଦୂରତ୍ୱ ବନେଇ କରି ଆପଣ ମାନେ ଆବେଦନ କରିବେ । ସେହି ପରି ଭାବେ ଆବେଦନ କାରୀ ଏବଂ RTO କର୍ମଚାରୀ ମାନେ ସେହି ସମୟ ରେ ମାସ୍କ ପିନ୍ଧିବା ଆବଶ୍ୟକ ଅଟେ । ଏହା ସହିତ DL ପରିକ୍ଷା ରହି ଥିବା ସ୍ଥାନ ରେ ଥର୍ମାଲ ସ୍କାନିଂ ର ବି ବ୍ୟବସ୍ଥା ରହିଛି ।
ପରିକ୍ଷା କେନ୍ଦ୍ର ରେ ଭୀଡ ନ କରିବା ସହିତ ସାଙ୍ଗ ସାଥି ଏବଂ ପରିଜନ ଙ୍କୁ ନେଇ କରି ନ ଆସିବା ପାଇଁ କୁହା ଜାଇଛି । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କି ପୁଣି ଥରେ ଆରମ୍ଭ ହୋଇ ସାରିଛି DL ବୁକିଂ ର କାର୍ଯ୍ୟ କର୍ମ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।