ଠିକ ସମୟରେ ଋତୁସ୍ରାବ ହେଉନାହିଁ କି? କରନ୍ତୁ ଏହି ଗୋଟିଏ କାମ ସବୁ ହୋଇଯିବ ଠିକ

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଯଦି ମହିଳା ମାନଙ୍କ ମାସିକ ଋତୁ ଶ୍ରାବରେ କିଛି ଅନିୟମତା ଦେଖିବାକୁ ମିଳେ ଯେମିତି କି ପେଟ ଦରଜ ଅଣ୍ଟା ବିନ୍ଧା ଏବଂ ଗୋଡହାତ ଘୋଳା ପରି ସମସ୍ୟା ଦେଖିବାକୁ ମିଳୁଛି ତେବେ ଏହା ପାଇଁ ଆପଣ ମାନେ କେଉଁ ସବୁ ପଦକ୍ଷେପ ନେଇ ପାରିବେ ଆସନ୍ତୁ ଜାଣିବା । ସାଧାରଣତଃ ଭାବେ ବହୁତ ସମୟ ରେ 20 ରୁ 25 ବର୍ଷିୟ ମହିଳା ମାନେ ନିଜର ପିରିୟଡ ର ଅନିୟମିତା ପାଇଁ ଚିନ୍ତିତ ରହିଥାନ୍ତି । ଯେଉଁଥି ପାଇଁ ସେମାନେ ଅନେକ ସମୟ ରେ ଗର୍ଭବତୀ ହେବାର ଆଶଂକା ରହିଥାଏ ।

ତେବେ ଏହାର କାରଣ ହେଲା ଆପଣ ମାନଙ୍କର ଅଧିକ ପରିମାଣ ରେ ଷ୍ଟ୍ରେସ୍ , ବା ଶରୀର ରେ ହୋର୍ମନାଲ ଇନଫେକ୍ସନ ବା ଆପଣ ଯଦି ଠିକ୍ ସମୟ ରେ ଖିଆ ପିଆ ବି ନକରିବେ ତେବେ ଆପଣ ମାନଙ୍କର ପିରିୟଡ଼ ର ଅନିୟମିତତା ଦେଖିବା ପାଇଁ ମିଳିବ । ସେହି ପରି ଆଜିର ସମୟ ରେ ଏହାବି ଦେଖିବା ପାଇଁ ମିଳୁଛି କି ବହୁତ କମ୍ ବୟସ ର ଝିଅ ମାନଙ୍କ ଠିକ୍ ଭାବେ ଗର୍ଭାଶୟ ର ବୃଦ୍ଧି ହୋଇପାରୁ ନାହିଁ । ସେମାନେ ବଡ ହେବା ପରେ ହିଁ ଗର୍ଭଧାରଣ କରିବା ସକ୍ଷମ ହେଉଛନ୍ତି ।

women

ଆଜିର ସମୟ ରେ ପିଲା ମାନେ ବାହାରର ଖାଦ୍ୟ ଖାଇ ସେମାନେ ବହୁତ ସମୟ ରେ ମୋଟାପଣ ର ଶୀକାର ହେଉଥିବାର ଦେଖିବା ପାଇଁ ମିଳିଥାନ୍ତି । ଯେଉଁଥି ପାଇଁ ସେମାନଙ୍କ ହୋର୍ମନ ର ବି ପରିବର୍ତନ ହେଉ ଥିବାର ଦେଖିବା ପାଇଁ ମିଳୁଛି । ଜାହାଫଳ ରେ ମହିଳା ମାନେ ସଠିକ୍ ସମୟ ରେ ଗର୍ଭଧାରଣ କରିବାର କ୍ଷେମତା କୁ ହରେଇ ବସୁଛନ୍ତି ।

ଯେଉଁ ଝିଅ ମାନେ 16 ରୁ 20 ମଧ୍ୟ ରେ ହୋଇଥାନ୍ତି ସେମାନଙ୍କ ପିରିୟଡ୍ ରେ ଅନିୟମିତା ଦେଖା ଦେଲେ ସେମାନେ ନିଜର ଖାଇବାର ରୋଟିନ୍ କୁ ପରିବର୍ତନ କରିବା ନିହାତି ଆବଶ୍ୟକ ହୋଇଥାଏ । ସେହି ସମୟ ରେ ନିଜର ଶରୀର କୁ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ । ଏହି ସମୟ ରେ ଏକ୍ସେସାଇଜ୍ କରିବା ଦ୍ୱାରା ଶରୀର ସଠିକ୍ ଫର୍ମ ରେ ରହିଥାଏ ।

ଏହା ପରେ ବି ଯଦି ସେମାନଙ୍କର ଉନ୍ନତି ନହୁଏ ତେବେ ସେମାନଙ୍କୁ ହୋରମନ୍ ନେବା ନିହାତି ଆବଶ୍ୟକ ଅଟେ । ଡିମ୍ବାଶୟ ରୁ ଡିମ୍ବ ତିଆରି ହେଉନାହିଁ , ଅବା ସଂମ୍ପର୍ଣ୍ଣ ବନ୍ଦ ହୋଇଜାଇଛି ତେବେ ସେମାନଙ୍କୁ ଡିମ୍ବ ତିଆରି କରିବା ପାଇଁ ଔଷଧ ର ସେବନ କରିବା ନିହାତି ଆବଶ୍ୟକ ଅଟେ । ଜାହା ଦ୍ୱରା ସେମାନଙ୍କ ଡିମ୍ବ ପୁଣି ଥରେ ତିଆରି ହୋଇ ପାରିବ ।

womens

ସେହି ପରି ଏହି ପରି ଆପଣ ମାନଙ୍କର ସମସ୍ୟା ରହିଥିଲେ ବା ଅନିୟମିତା ର ଆପଣ ମାନେ ବି ଶୀକାର ହେଉ ଥିଲେ ନିଶ୍ଚିତ ଭାବେ ଆପଣ ମାନେ ପ୍ରତି ଘଣ୍ଟା ରେ ଗୋଟିଏ ଲିଟର ପାଣିର ସେବନ କରିବା ନିହାତି ଆବଶ୍ୟକ ହୋଇଥାଏ । ସେହି ପରି ଆପଣ ମାନଙ୍କର ପିରିୟଡ ର ଅନିୟମିତା ଦେଖିବାକୁ ମିଳିଲେ ରାତିରେ ଗୋଟିଏ ଗ୍ଲାସ ଉସମ ପାଣି ରେ ଆପଣ ମାନେ ଦୁଇ ଚାମଚ ଜିରା କୁ ଭିଜାଇ ରଖନ୍ତୁ ଏବଂ ପରେ ତା ପର ଦିନ ସକାଳେ ଜିରା ପାଣି ସହିତ ଜିରାକୁ ଖାଇଲେ ତେବେ ଆପଣ ମାନଙ୍କର ଏହି ପିରିୟଡ୍ ରେ ଅନିୟମିତା ଦେଖିବାକୁ ମିଳିବ ନାହିଁ ।

ଏହା ସହିତ ବାନ୍ତି ଲାଗିବା , ମୁଣ୍ଡ ବୁଲେଇବା , ଗୋଡହାତ ବିନ୍ଧିବା ଭଳି ସମସ୍ୟା କୁ ବି ଆପଣ ମାନେ ଦୂର କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *