କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ ନିଶ୍ଚୟ ଜାଣନ୍ତୁ ଭୟଙ୍କର କଥା

born

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି କଥା କୁ ଜାଣି ଥିବେ କି ଆମର ଜନ୍ମ ସମୟ ରୁ ହିଁ ଜ୍ୟତିଷ ଶାସ୍ତ୍ର କହି ଥାଏ ଆମର ବ୍ୟକ୍ତିତ୍ୱ ଏବଂ ଆମର ନାମ ଏବଂ ନିଜର ଭଷିଷ୍ୟତ ବିଷୟ ରେ ବି । ସେହି ପରି ଭାବେ ଆମେ ଯେଉଁ ବାର ର ଜନ୍ମ ହୋଇ ଥାଏ ତାହାବି ଆମର ବ୍ୟକ୍ତିତ୍ୱ କୁ ପ୍ରକାଶ କରେ ତେବେ ଆସନ୍ତୁ ବାର ଅନୁସାରେ ଆମେ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣି ନେବା । ହେଲେ ଏହା ପୂର୍ବ ରୁ ଜାଣି ନେବା ବାର ଏବଂ ତାର ଜ୍ୱତିଷ ମହତ୍ୱ ବିଷୟ ରେ ।

ସୂର୍ଯ୍ୟ ରବିବାର ର ସ୍ୱାମୀ ଅଟନ୍ତି । ଚନ୍ଦ୍ର ସୋମବାର ର ସ୍ୱାମୂ ଅଟନ୍ତି । ମଙ୍ଗଳ ଗ୍ରହ ମଙ୍ଗଳ ବାର ର ସ୍ୱାମୀ ଅଟନ୍ତି । ଏବଂ ବୁଧ ଗ୍ରହ ବୁଧବାର ର ସ୍ୱାମୀ ଅଟନ୍ତି । ବୃହସ୍ପତି ଗୁରୁବାର ର ସ୍ୱାମୀ ଅଟନ୍ତି । ଶୁକ୍ର ଗ୍ରହ ଶୁକ୍ରବାରର ସ୍ୱାମୀ ଏବଂ ଶନି ଗ୍ରହ ଶନିବାର ର ସ୍ୱାମୀ ଅଟନ୍ତି । ତେବେ ଆସନ୍ତୁ ଜାଣି ନେବା ବିସ୍ତାର ଭାବେ ।

ସୋମବାର । ଏହି ବାର ରେ ଜନ୍ମ ହୋଇ ଥିବା ପିଲା ମାନେ ବହୁତ ସମ୍ବେଦନ ଶୀଳ ହୋଇ ଥାନ୍ତି । ଏମାନେ ନିଜର ସ୍ୱଭାବ କାରଣ ରୁ ହିଁ ଲୋକ ମାନଙ୍କ ପାଖରେ ପରିଚତ ହୋଇ ଥାନ୍ତି । ଏମାନେ ବହୁତ ଭାବୁକ ହୋଇ ଥାନ୍ତି । ଏମାନଙ୍କ ପାଇଁ ନିଜର ପରିବାର ହିଁ ସବୁ କିଛି ହୋଇ ଥାଏ । ଏମାନଙ୍କ ଉପରେ ଆପଣ ମାନେ ଆଖି ବନ୍ଦ କରି ବିଶ୍ୱାସ କରି ପାରିବେ ।

girl

ମଙ୍ଗଳବାର । ଏହି ବାର ରେ ଜନ୍ମ ହୋଇ ଥିବା ଲୋକ ମାନେ ସବୁ ବେଳେ ଯୋସ୍ ରେ ରହି ଥାନ୍ତି । ଏମାନେ ସବୁ ବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ଏମାନଙ୍କ ପାଖରେ ନିର୍ଣ୍ଣୟ ନେବାର କ୍ଷେମତା ରହି ଥାଏ । ଏହି କାରଣ ରୁ ଏମାନେ ସଫଳ ହୋଇ ଥାନ୍ତି ।

ବୁଧବାର । ଯଦି ଆପଣ ମାନଙ୍କ ଜନ୍ମ ଏହି ବାର ରେ ହୋଇଛି ତେବେ ଆପଣ ମାନଙ୍କ ଗୋଟିଏ ଖାସିୟତ୍ ହେଲା ଆପଣ ମାନେ ନିଜର କଥା ବାତ୍ତା ଦ୍ୱରା ଲୋକ ମାନଙ୍କ ମନ କିଣି ପାରିବ । ଏହି କାରଣ ରୁ ଏମାନେ ରାଜନୀତି ରେ ସଫଳ ହୁଅନ୍ତି ।

ଗୁରୁବାର । ଏହି ଦିନ ଜନ୍ମ ହୋଇ ଥିବା ଲୋକ ମାନେ ଅତ୍ୟନ୍ତ ସ୍ୱଭାଗୈ ଶାଲୀ ହୋଇ ଥାନ୍ତି । ଏମାନେ ବହୁତ ଧନୀ ପ୍ରତ୍ୟେକ ଭାବେ ସକ୍ଷ୍ୟମ ଏମାନଙ୍କୁ ଭଲ ଭବିଷ୍ୟତ ମିଳି ଥାଏ ।

ଶୁକ୍ରବାର । ହୁଏତ ଆପଣ ମାନଙ୍କୁ ଶୁକ୍ରବାର କୁ ଜନ୍ମିତ ପିଲା ଆପଣ ମାନଙ୍କୁ ସୁନ୍ଦର ନ ଲାଗେ । କିନ୍ତୁ ସେ ଆକର୍ଶକ ନିଶ୍ଚିତ ଭାବେ ହୋଇ ଥିବ । ଏମାନଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ ।

man

ସନିବାର । ଏହି ବାର ରେ ଜନ୍ମ ହୋଇ ଥିବା ଲୋକ । ଏହି ବାର ରେ ଜନ୍ମ ହୋଇ ଥିବା ଲୋକ ମାନେ ନିଜର ଲାଇଫ୍ କୁ ଦୁଇ ପ୍ରକାରର ଚଳେଇ ଥାନ୍ତି । ଏମାନେ ସବୁ କାମ କୁ ବୁଝି ସୁଝି କରନ୍ତି । ଯଦି ଆପଣ ମାନେ ଚାକିରୀ କରୁଛନ୍ତି । ତେବେ ଆପଣ ମାନଙ୍କ ବସ୍ ପାଇଁ ଆପଣ ଜଣେ ଭଲ କର୍ମଚାରୀ ଅଟନ୍ତି ।

ରବିବାର । ଏହି ବାର ରେ ଜନ୍ମ ହୋଇ ଥିବା ଲୋକ ମାନେ ସବୁ ସମୟ ରେ ଖୁସି ରେ ରୁହନ୍ତି । ଏବଂ ଏମାନେ ସ୍ୱଭାବ ର ବହୁତ ଭଲ ହୁଅନ୍ତି । ଏବଂ ନିଜର କାର୍ଯ୍ୟ କୁ ନିଜେ କରନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *