ଝିଅ ମାନେ ପୁଅଙ୍କର କଣ ଦେଖି ସେମାନଙ୍କୁ ପସନ୍ଦ କରନ୍ତି।

girls

ଝିଅ ମାନଙ୍କର ଯେକୌଣସି ଅଙ୍ଗକୁ ପୁଅମାନେ ଦେଖୁ ଦେଖୁ ଆକର୍ଷିତ ହୋଇଯାଇଥାନ୍ତି।ଠିକ ସେହିଭଳି ଝିଅ ମାନେ ମଧ୍ୟ ପୁଅ ମାନଙ୍କ ଶରୀରର ଏହି ଭଳି କିଛି ଅଙ୍ଗ ଅଛି ଯାହାକୁ ଦେଖିଲେ ସେ ମଧ୍ୟ ପାଗଳ ହୋଇଯାଆନ୍ତି।ଆସନ୍ତୁ ଆଜି ଜାଣିବା ପୁରୁଷ ଶରୀରର କେଉଁ ଅଙ୍ଗକୁ ଦେଖି ଝିଅ ମାନେ ପାଗିଳି ହୋଇଯାଆନ୍ତି।

1. ଚଉଡ଼ା କାନ୍ଧ:-ମହିଳାଙ୍କର ଏହି ଭଳି ପୁରୁଷ ବହୁତ ପସନ୍ଦ ଯେଉଁମାନଙ୍କର କାନ୍ଧ ଚଉଡା ଓ ବାହୁ ମୋଟା ହୋଇଥାଏ।ସେ ଭଳି ସୁନ୍ଦର ପୁରୁଷକୁ ମହିଳା ମାନେ ଲଭ କରିବାକୁ ଦିବାନି ହୋଇ ଯାଆନ୍ତି।ତାଙ୍କୁ ପାଇବା ପାଇଁ ନିଜର ସବୁକିଛି ଭୁଲି ଯାଆନ୍ତି।ଏହି ଭଳି ବାହୁଥିବା ମହିଳାଙ୍କୁ ଦେଖିଲେ ପୁରୁଷ ନଜର ହଟେଇ ପାରନ୍ତି ନାହିଁ ଓ ପ୍ରଥମ ଦେଖାରେ ହିଁ ହୃଦୟ ଦେଇ ବସନ୍ତି ଏ ଝିଅମାନେ।

loves

2. ଛାତି:-ଯେମିତି ମହିଳା ମାନଙ୍କର ଛାତିକୁ ଦେଖି ପୁରୁଷ ମାନେ ଆକର୍ଷିତ ହୁଅନ୍ତି,ସେ ଭଳି ପୁରୁଷର ଛାତିକୁ ଦେଖି ମଧ୍ୟ ମହିଳାମାନେ ପାଗଳ ଭଳି ହୋଇ ଯାଆନ୍ତି।ଏହି ଭଳି ଚଉଡ଼ା ଛାତି ଥିବା ପୁରୁଷ ମହିଳା ମାନଙ୍କର ବେଶି ପସନ୍ଦ।ଏହି ଭଳି ପୁରୁଷଙ୍କ ଦେଖୁ ଦେଖୁ ମହିଳା ମାନେ ନିଜ ସ୍ୱପ୍ନରେ ଅନେକ କିଛି ଦେଖି ବସନ୍ତି।ପ୍ରତ୍ୟକ ମହିଳାଙ୍କୁ ପୁରୁଷର ଏହି ଭଳି ଫିଟ ବଡି ଓ ଚଉଡା ଛାତି ପସନ୍ଦ ହୋଇଥାଏ।

3. ଓଠ:-ମହିଳାମାନେ ପୁରୁଷର ଓଠକୁ ଦେଖୀ ପ୍ରଥମ ଦେଖାରେ ହିଁ ପସନ୍ଦ କରି ବସନ୍ତି।ଯେଉଁ ପୁରୁଷଙ୍କ ଓଠ ଗୋଲାପି ଓ ସୁନ୍ଦର ହୋଇଥାଏ,ମହିଳା ମାନେ ସେ ଓଠରେ ଚିମ୍ଭନ ଦେବାକୁ ଅଟକାଇ ପାରନ୍ତି ନାହିଁ।

4. ଭି ଆକୃତିର ଅଣ୍ଟା:-୨୦୧୩ ରେ ନ୍ୟାସନାଲ ଏକାଡେମୀ ଅଫ ସାଇନସ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣା ପଡିଛି ଯେ ୭୯% ମହିଳାଙ୍କୁ ପୁରୁଷଙ୍କ ଭି ଆକୃତି ଅଣ୍ଟା ବହୁତ ପସନ୍ଦ ଆସେ।

love

5. ମଜବୁତ ଜଙ୍ଘ:-ମଜବୁତ ଜଙ୍ଘ ଥିବା ପୁଅଙ୍କ ପ୍ରତି ପାଗଳ ହୋଇଥାନ୍ତି ଏହି ଭଳି ମହିଳା। ତାଙ୍କ ସହ ସମ୍ଵନ୍ଧ ରଖିବା ପାଇଁ କିଛିବି କରି ପାରନ୍ତି।

6. ନିରୀହ ଆଖି:-ଅଧିକାଂଶ ପୁଅ ନିଜ ହୃଦୟ ଆଗରେ କହିବାକୁ ପସନ୍ଦ କରନ୍ତି ନାହିଁ।ଝିଅ ମାନେ ପୁଅର ଆଖିକୁ ଦେଖି ବୁଝି ଯାଆନ୍ତି ତାଙ୍କ ମନରେ କଣ ଅଛି ଓ ସେ କଣ କହିବାକୁ ଚାହୁଁଛନ୍ତି ସେ ବିଷୟରେ ସେ ବହୁତ ସହଜରେ ଜାଣି ପାରନ୍ତି । ତଥାପି ଅଧିକାଂଶ ଝିଅ ପୁଅ ମାନଙ୍କ ଆଖିର ନିରୀହତ ଦେଖି ତାଙ୍କୁ ପସନ୍ଦ କରନ୍ତି।

7. ପୁରୁଷଙ୍କର ସୁନ୍ଦର ସ୍ବାସ୍ଥ୍ୟ,ମଜବୁତ ବାହୁ,ଚଉଡା ଛାତି ଓ ନିରୀହ ଆଖି ଦେଖୀ ଶିଘ୍ର ପଟିଯାଆନ୍ତି ଝିଅମାନେ।ସେ ଭାଵନ୍ତି ଏ ପୁଅ ତାଙ୍କୁ ଶାରୀରିକ ସୁରକ୍ଷା ଓ ଅଧିକ ଶାରୀରିକ ଆନନ୍ଦ ଦେବାରେ ନିଶ୍ଚିନ୍ତ ସକ୍ଷମ ହୋଇପାରିବ ତେଣୁ ସେ ଏହି ଭଳି ପୁଅଙ୍କୁ ପସନ୍ଦ କରନ୍ତି। ତେବେ ଏହି ଭଳି ଖବର ସବୁଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।

Leave a Reply

Your email address will not be published. Required fields are marked *