ଏହି ରାଶି ମାନଙ୍କର ଆସନ୍ତା କାଲି ଶେଷ ହେବ ଶନିଙ୍କ ସାଢେସାତୀ 5 ରାଶି ହେବେ ମହା କୋଟିପତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ସମୟ ରେ ଆମେ ବିଭିନ୍ନ କାର୍ଯ୍ୟ ରେ ହାତ ଦେଇଥାନ୍ତି ଏବଂ ତାହା ବହୁତ ସହଜ ଥାଏ କିନ୍ତୁ ଶନି ଙ୍କ ସାଢେସାତୀ ପାଇଁ ତାହା ପୂରଣ ହୋଇପାରେ ନାହିଁ । ଏବଂ ସେହି ଛୋଟ କାର୍ଯ୍ୟ ପାଇଁ ଆମକୁ ବହୁତ କଷ୍ଟ କରିବା ପାଇଁ ପଡେ । ଏହା ଆମର ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ଚଳନ ହେତୁ ଏମିତି ହୁଏ । ତେବେ ଏହି ଦିନ ରେ ଶନି ଙ୍କର ପ୍ରୋକପ କିଛି ରାଶି ମାନଙ୍କ ଉପରେ ଶାନ୍ତ ହୋଇଛି ଏମାନଙ୍କ ଉପରେ ସାଢେସାଥି ହେଲା ଶେଷ ଏହି 5 ଟି ରାଶି ର ସବୁ ଅସୁବିଧା ଦୂର ହେବ ଶନିଦେବ ଙ୍କୁ କର୍ମ ଫଳ ଅନୁସାରେ ତାଙ୍କୁ ଫଳ ପ୍ରଦାନ କରିବାର ଭଗବାନ ବି ଘୋଷଣା କରା ଜାଇଛି ସବୁ ଦେବତା ମାନଙ୍କ ମଧ୍ୟରୁ ଶନିଦେବ ଙ୍କୁ କ୍ରୋଧି ଦେବାତା ବୋଲି କୁହାଯାଏ ।

ତାଙ୍କ ନାମ ସୁଣିଲେ ସବୁ ଲୋକ ମାନଙ୍କ ମନ ରେ ଭୟ ପସିଥାଏ ଆଉ ଯେଉଁ ଲୋକ ମାନଙ୍କ ଉପରେ ଶନିଦେବ ଙ୍କ କୃପା ରହିଥାଏ । ତା ଉପରେ କେବେ ବି ସଂଙ୍କଟ ଆସେ ନାହିଁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଛଅଟି ରାଶି ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କ ଉପରେ ଏଙି ଦିନ ରେ ଶନି ଦେବ ଙ୍କ କୃପା ଲାଗି ରହିବ ତେବେ ଏହି ରାଶି ର ଲୋକ ମାନଙ୍କ ଜିବନ ରେ ଆସୁ ଥିବା ସବୁ ବାଧା ବିଘ୍ନ ଦୂର ହେବ । ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ।

shani

ମିଥୁନ ରାଶି – ଏହି ଦିନ ରେ ଯଦି ଆପଣ ମାନେ କୈଣସି ବ୍ୟବସାୟ ବ୍ୟତିତ କାର୍ଯ୍ୟ ରେ ହାତ ଲଗାନ୍ତି ତେବେ ତାହା ବହୁତ ସୁଫଳ ହେବ । ଏବଂ ଏହି ବ୍ୟକ୍ତି ମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି । ବ୍ୟକ୍ତିଗତ ଜିବନ ରେ ଆପଣ ମାନେ ଆନନ୍ଦ ପାଇବେ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ।

ମକର ରାଶି – ଆପଣ ମାନଙ୍କ ଉପରେ ପ୍ରଶାଶନିକ ଅଧିକାରୀ ମାନଙ୍କର ସାହାଯ୍ୟ ଆପଣ ମାନଙ୍କୁ ମିଳିବ , ଆପଣ ମାନେ ନିଜର ଜିବନ ସାଥୀ ଙ୍କ ସହିତ ବହୁତ ଭଲ ସମୟ ବ୍ୟତିତ କରିବେ , ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି ବର୍ତମାନ ସମୟ ରେ ଆପଣ ମାନେ ସାମାଜିକ ସ୍ଥିତି ସୁଦୃଢ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ ରହିଛି ।

ଧନୁ ରାଶି – ତେବେ ଆପଣ ମାନଙ୍କର ବହୁତ ଦିନ ରୁ ଅସଂମ୍ପର୍ଣ୍ଣ ରହି ଥିବା କାମ ବହୁତ ଜଲ୍ଦି ପୂର୍ଣ୍ଣ ହେବାକୁ ଜାଉଛି , ଚାକିରୀ ଖୋଜୁ ଥିବା ଲୋକ ମାନେ ବହୁତ ଜଲ୍ଦି ଚାକିରୀ ମିଳିବ , ଏହା ସହିତ ଆପଣ ମାନଙ୍କ ପରିବାର ରେ ଖୁସୀ ର ମାହଲ ଦେଖିବା ପାଇଁ ମିଳିବ ଶନି ଦେବ ଙ୍କ ଆଶ୍ରୀବାଦ ରୁ ଏହି ରାଶି ର ଲୋକ ମାନଙ୍କୁ ବ୍ୟପାର ବାଣିଜ୍ୟ ରେ ବହୁତ ଲାଭ ମିଳିବ ।

rasi

ତୁଳା ରାଶି – ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ, ଆପଣ ନିଶ୍ଚୟ ସଫଳ ହେବେ ଏହି ଦିନ ରେ ଆପଣ ମାନେ ଯଦି ଗରିବ ମାନଙ୍କ ମଧ୍ୟ ରେ ବସ୍ତ୍ର ବାଣ୍ଟନ୍ତି ତେବେ ସୁଫଳ ମିଳିବ ଆପଣ ମାନଙ୍କୁ ଏହି ଦିନ ରେ ପ୍ରଚୁର ଧନ ଲାଭ ହେବ ।

ମେଷ ରାଶି – ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କ ପାଇଁ ବି ବହୁତ ଶୁଭ ରହିଛି ଏହି ସବୁ ଦିନ ତେବେ ଆପଣ ମାନଙ୍କୁ ଆମେ ସୂଚନା ଦେବା ପାଇଁ ଚାହିଁବୁ କି । ନୂଆ କାର୍ଯ୍ୟ ଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ଅନୁକୂଳ ଦିନ ଅଟେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *