ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ନୂଆ ଖାଇ ଆଉ ଏହି ଅବଶର ରେ ଆପଣ ମାନଙ୍କ କାଳିଆ ଯୋଜନା ରେ ଟଙ୍କା ମିଳିବାକୁ ଯାଉଛି । ଆମ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଭିଡ଼ିଓ କୋନଫ୍ରେନସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଆଉ ଏହା ସହିତ 37 ଲକ୍ଷ୍ୟ ରୁ ଅଧିକ ଚାଷୀ ମାନଙ୍କୁ 742 କୋଟି ଟଙ୍କା ମିଳିବାକୁ ଯାଉଛି ।
ତେବେ ଆପଣ ମାନଙ୍କୁ କେତେ କଣ ଟଙ୍କା ମିଳିବ ଏହି ଠାରେ ଜଣେଇବା କୁ ଚାହିଁବୁ । ତେବେ ଏହାର ଲିଷ୍ଟ ଆପଣ ମାନଙ୍କୁ ଦେଖିବା ପାଇଁ ହେଲେ ଆପଣ ମାନଙ୍କୁ kalia.odisha.gov.in ରେ ଯିବାକୁ ପଡିବ । ଏବଂ ସେଠାରେ 3 ଟି ଡର୍ଟ ରେ କ୍ଲିକ୍ କରି ସେଠାରେ ହିତାଧିକାରୀ ରେ କ୍ଲିକ୍ କରିବାକୁ ପଡିବ ।
ସୂଚନା ଅନୁସାରେ ଆପଣ ମାନଙ୍କୁ ଏହି ଥର 5 ହଜାର ଟଙ୍କା ମିଳିବ ନାହିଁ ବରଂ । ଦୁଇ ଦୁଇ ହଜାର ଲେଖାଏଁ ମିଳିବାକୁ ଯାଉଛି । ଯଦି ଆପଣ ମାନଙ୍କର ଏହି ଲିଷ୍ଟ ରେ ନାମ ରହିଛି ତେବେ ଆପଣ ମାନଙ୍କୁ 2 ହଜାର ଟଙ୍କା ଆଜି ମିଳିବ ।
ତେବେ ଆପଣ ମାନେ ଜିଲ୍ଲା ନିଜର ବାଛନ୍ତୁ ଏବଂ ପରେ ନିଜର ବ୍ଲକ୍ ତଥା ଏହା ପରେ ନିଜର ଗ୍ରାମ ପଞ୍ଚାୟତ ବାଛିବାକୁ ପଡିବ । ଏବଂ ପରେ ସେଠାରେ ଆପଣ ମାନେ ଦୁଇଟ୍ PDF ଡାଉନଲୋର୍ଡ କରିବାକୁ ପାଇବେ ଯେଉଁ ଥିରେ ଛୋଟ ଚାଷୀ ବା ନାମ ମାତ୍ର ଚାଷୀ ଏବଂ ଭୂମି ହୀନ ରହିଛି ସେହି PDF କୁ ଆପଣ ମାନେ ଡାଇନଲୋର୍ଡ କରି ନିଶ୍ଚିତ ଭାବେ ଜାଣି ପାରିବେ କି ଆପଣ ମାନଙ୍କର ନାମ ରହିଛି କି ନାହିଁ ଏବଂ ଆପଣ ମାନଙ୍କୁ ଏହି ଥର ମିଳୁଥିବା 2 ହଜାର ଟଙ୍କା ମିଳିବ କି ନାହିଁ ଆପଣ ମାନେ ଜାଣିପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।