ଏହି ସାଙ୍ଘାତିକ ରୁପରେ ଠକୁଛନ୍ତି ତେଲ ଟାଙ୍କି ବାଲା – ଗାଡିଥିଲେ ନିଶ୍ଚୟ ପଢି ନିଅନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ଆପଣ ମାନେ ଜାଣିଥିବେ ଏବେ ସମାଜ କେତେ ସୂଚନୀୟ ପରିସ୍ଥିତିରେ ଗତି କରୁଛି, ଯାହାକି ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି,ଲୋକମାନଙ୍କୁ ଏବେ ଚିହିଁବା ବହୁତ ମୁସ୍କିଲ ହୋଇପଡୁଛି, ଏହି ଭଳି ଘଟଣା ପରେ ଲୋକମାନେ ଆଉ ଚାଲିପାରିବେନି,ସବୁ ଜିନିଷର ଦାମ ବହୁତ ମାତ୍ରାରେ ବଢିଯାଇଛି, ଯେଉଁଥିପାଇଁ ଲୋକମାନେ ଜିନିଷ କିଣିପାରୁନାହାନ୍ତି, ହେଲେ ଲୋକମାନେ ଏହାକୁ ବୁଝିବେ କଣ, ସେ କେମିତି ନିରୀହ ଲୋକମାନଙ୍କ ଠାରୁ ଲୁଟିକି ଅର୍ଥ ନେବେ ସେହି କଥା ସବୁବେଳେ ଭାବୁଛନ୍ତି,

ଏହି ଭଳି ଘଟଣାଟି ରାଜସ୍ଥାନରେ ଘଟିଛି, ଗତ ସପ୍ତାହରେ ରାଜସ୍ଥାନରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ଠକେଇର ଶିକାର ହୋଇଛନ୍ତି,ତାଙ୍କର 35 ଲିଟର କ୍ଷମତା ବିଶିଷ୍ଟ ଗାଡ଼ିରେ 43 ଲିଟର ପେଟ୍ରୋଲ ଭର୍ତ୍ତି କରିଥିବା ପେଟ୍ରୋଲ ପମ୍ପ କର୍ମଚାରୀ ଦାବି କରିଛନ୍ତି, ଯାହାକି ଠିକ ନୁହଁ, ଆଇନ ଗତ ଦଣ୍ଡ,ଏହାକୁ ନେଇ ବହୁତ ଝଗଡା ହୋଇଥିଲା,

ଏହାକୁ ଜାଣିବା ପରେ ପୋଲିସ ସେଠାକୁ ଆସି ମାମଲାକୁ ଥଣ୍ଡା କରିଛନ୍ତି,ଏହି ଘଟଣାରେ ଜଣାପଡିଛି ଯେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପକୁ ଆସିଥିଲେ ପେଟ୍ରୋଲ ପକାଇବାକୁ,ସେ କହିଲେ ଯେ ମୋ ଗାଡ଼ିରେ ଟାଙ୍କି ଫୁଲ କରିକି ପେଟ୍ରୋଲ ପକେଇବାକୁ,ତେବେ ଟାଙ୍କି ଫୁଲ ହେବା ପରେ ପେଟ୍ରୋଲ କର୍ମଚାରୀ 43 ଲିଟର ପେଟ୍ରୋଲ ପକାଇ ଥିବାର ଦାବି କରିଥିଲେ,ଏହି କଥା ଜାଣିବା ପରେ ସେହି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ,

Petrol pump

ସେ କହିଲେ କି ମୋ ଗାଡ଼ିରେ ତ 35 ଲିଟର ପେଟ୍ରୋଲ ଧରିବାର କ୍ଷମତା ଅଛି,43 ଲିଟର ପେଟ୍ରୋଲ କେମିତି ଧରିଲା ଏହି ପ୍ରଶ୍ନ ପଚାରିଛନ୍ତି ସେହି କର୍ମଚାରୀଙ୍କୁ,ଏହାକୁ ନେଇ ପେଟ୍ରୋଲ କର୍ମଚାରୀଙ୍କୁ ସେହି ବ୍ୟକ୍ତି ଙ୍କ ସହ ବହୁତ ଝଗଡା କରିଥିଲେ, ଏହାକୁ ଜାଣିବା ପରେ ସେହିଁ ଘଟଣା ସ୍ଥଳୀରେ ପୋଲିସ ଆସି ପହଞ୍ଚିବା ପରେ ସେହି ଯୁକ୍ତିତର୍କକୁ ବନ୍ଦ କରିଥିଲେ,ଏହାକୁ ପୋଲିସ ଯାଞ୍ଚ କଲା ପରେ ଜଣାପଡିଛି କି ଗାଡ଼ିରେ କମ ପେଟ୍ରୋଲ ପଡିଛି ବୋଲି |

ଏହି ଦଣ୍ଡନିୟ ଭୁଲ ପାଇଁ ପେଟ୍ରୋଲ ପମ୍ପ କୁ 51 ହଜାର ଟଙ୍କା ନିକଟସ୍ଥ ଗୁରୁଦ୍ୱାରାକୁ ଦେବାକୁ ଗ୍ରାହକ କହିଲେ,ହେଲେ ସେ 21 ହଜାର ଟଙ୍କା ଦେବାକୁ ରାଜି ହେଲେ,ଏହି ସ୍ଥାନରେ ପହଁଞ୍ଚି ସ୍ଥାନୀୟ ଲୋକମାନେ ବି ବୁଝାବୁଝୀ କରିଥିଲେ,ନିଜର ବୁଦ୍ଧି ବଳରେ ସେ ନିଜକୁ ସେଠାରୁ ବଞ୍ଚାଇ ପାରିଛନ୍ତି, ଆପଣ ମାନେ ବି ଏହି ବ୍ୟକ୍ତିଙ୍କ ଭଳି ହେବା ଦରକାର ,

Petrol

ସବୁବେଳେ ନିଜର ବୁଦ୍ଧିକୁ ସଜାଗ ରଖିଥାଆନ୍ତୁ, ଅସୁବିଧାରେ ପଡିଲେ କାମରେ ଲଗାଇବେ,ସବୁବେଳେ ପରିସ୍ଥିତିରେ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ,ଆପଣଙ୍କୁ ସରକାରଙ୍କ ସପୋର୍ଟ ବହୁତ ମିଳିବ, ଲୋକମାନେ ବି ବହୁତ ଭଲ ପାଇବା ଦେବେ | ଆଉ କେବେ ହେଲେ ଠକେଇବାର ଶିକାର ହୁଅନ୍ତୁ ନାହିଁ, ସବୁବେଳେ ସଜାଗ ରହିବାକୁ ଚେଷ୍ଟା କରନ୍ତୁ, ତୁମେ ସଜାଗ ରହିଲେ ପରିବାର ଲୋକଙ୍କୁ ସୁରକ୍ଷିତ ଦେଇପାରିବେ |

ଏହି ପୋଷ୍ଟ ଟି କୁ ପଢି କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *