ଏଥର ଲଘୁଚାପ ରେ ପ୍ରବଳ ବର୍ଷା ହେବ ଏହି ଜିଲ୍ଲାକୁ |

rain

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏକା ବେଳେ ମାଡି ଆସୁଛି ଗୋଟିଏ ନୁହେଁ ଦୁଇଟି ବରଂ ତିନୋଟି ଲଘୁଚାପ ଏହି ନେଇ ପାଣିପାଗ ବିଭାଗ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲା କୁ ପ୍ରବଳ ରୁ ପ୍ରବଳ ବର୍ଷା । ତେବେ ଆସନ୍ତୁ ଜାଣିନେବା କଣ ରହିଛି ଏହି ନେଇ ସଂମ୍ପର୍ଣ୍ଣ ଅପଡେଟ ।

ଉତ୍ତର ପୂର୍ବ ଏବଂ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ଏହି ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଛି । ଏହା ସହିତ ଆସନ୍ତା 48 ଘଣ୍ଟା ମଧ୍ୟରେ ଉତ୍ତର ଏବଂ କେନ୍ଦ୍ରିୟ ବଙ୍ଗୋପସାଗର ରେ ଲଘୁଚାପ ରେ ପରିଣତ ହୋଇପାରେ । ସେହି ପରି ଦକ୍ଷିଣ ଛତିସଗଡ ଏବଂ ଆନ୍ଧ୍ର ଉପକୂଳ ରେ ଆଉ ଦୁଇଟି ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବ ରେ ବର୍ଷାର ପରିମାଣ ବଢିବ । ତେଣୁ 14 ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rain

ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରଣିୟ ଓଡିଶା ସହିତ ଅନ୍ୟ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତେବେ ସେହି ସବୁ ଜିଲ୍ଲା ଗୁଡିକ ହେଲା କୋରାପୁଟ , ମାଲକାନାଗିରି , କେଉଁଝର ଏବଂ ମୟୁରଭଞୀରେ ପ୍ରବଳ ବର୍ଷା ନେଇ ୟୋଲ ୱାର୍ଣ୍ଣିଂ ଜାରି ହୋଉଛି ।

ସେହି ପରି କୋରାପୁଟ , ମାଲକାନାଗିରି , ରାୟଗଡା , ଗଞାମ୍ , ନୟାଗଡ , ଖୋର୍ଦ୍ଧା , କେଉଁଝର , ମୟୁରଭଞୀ ଏବଂ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ବହୁତ ସମ୍ଭୀବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ପ୍ରଦାନ କରାଜାଇଛି ।

rains

ଅନ୍ୟପଟେ ବିଶେଷଜ୍ଞ୍ୟ ମାନେ ଏହାବି ସୂଚନା ଦେଇଛନ୍ତି । ସୋମବାର ଅର୍ଥାତ୍ ଆଜିଠାରୁ ଭିଜିବ ଓଡିଶା ଉତ୍ତର ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା 24 ଘଣ୍ଟାରେ ଓଡିଶା ମୁହାଁ ହେବ ବୋଲି ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *