ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ଆମେ ଖାଦ୍ୟ ଖାଇବା ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟର ସେବନ କରିଥାଉ।ଆଉ ଖାଦ୍ୟ ଖାଇବାର ମୁଖ୍ୟ କାରଣ ହେଲା ଆମକୁ ବଞ୍ଚେଇ ରଖିବା ଓ କାମ କରିବାକୁଶକ୍ତି ଦେବା।ଆଉ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ କୁ ମିଶେଇ ଖାଇବା ଦ୍ୱାରା ଆମକୁ ବହୁତ ଶକ୍ତି ମିଳେ।ଆଜି ଆମେ ଜାଣିବା ଭାତ ଓ ରୁଟି ଏକା ସାଙ୍ଗରେ ଖାଇବା ଦ୍ୱାରା ଆମକୁ କଣ ଲାଭ ମିଳିଥାଏ।ଆଉ ଆମକୁ କେଉଁ ପ୍ରକାରର ଲାଭ ହୋଇଥାଏ ସେ ବିଷୟରେ ଜାଣିବା।ଆହୁରି ଏ ବିଷୟରେ ଜାଣିବାକି ଏହାକୁ ଖାଇବା ଦ୍ୱାରା ଆମର ଲାଭ କି କ୍ଷତି ହୋଇଥାଏ ?
ଆମ ଦେଶରେ ଭାତ ରୁଟି ଏକା ସଙ୍ଗରେ ଖାଇବାକୁ ପସନ୍ଦ କରନ୍ତି,ବିଶେଷ କରି ଉତ୍ତର ଭାରତୀୟର ଲୋକ ଭାତ ଓ ରୁଟିକୁ ଏକା ସାଙ୍ଗରେ ସେବନ କରିଥାନ୍ତି।ବହୁତ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି।ଯେମିତି କେହି କେହି ଭାତ ଓ ରୁଟି କୁ ଏକା ସାଙ୍ଗରେ ମିଶେଇ ଖାଇବା ଭଲ କହୁଥିବା ବେଳେ ଆଉ କେତେକ ଲୋକଙ୍କର ମତ ରୁହେକି ଭାତ ଓ ରୁଟି ଏକା ସାଙ୍ଗରେ ମିଶେଇ ଖାଇବା ଦ୍ୱାରା ମୋଟା ହୋଇଯାନ୍ତି ବୋଲି କୁହାଯାଏ କିନ୍ତୁ ଆପଣ ମାନେ ଜାଣିଛନ୍ତିକି ଏହାକୁ ମିଶେଇ ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ଓ ଏହି ପରି ଖାଇବା ଦ୍ୱାରା କଣ ସବୁ ଗୁଣ ରହିଥାଏ।
ଆଣି ଆମେ ଜାଣିବା ଭାତ ଓ ରୁଟି ମିଶେଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡିଥାଏ ଓ ଆଉ ଜାଣନ୍ତୁ ଭାତ ଓ ରୁଟି ମିଶେଇ ଖାଇବା ଦ୍ୱରା କଣ କ୍ଷତି ହୋଇଥାଏ ସେ ବିଷୟରେ ଜାଣିବା।ଆସନ୍ତୁ ଜାଣିବା ଭାତ ଓ ରୁଟିରେ କେତେ ପରିମାଣରେ କ୍ୟାଲୋରୀ ଥାଏ।ଆମେ ଜାଣିଛୁ ରୁଟିର ୭୦-୮୦ % କ୍ୟାଲୋରୀ ଥାଏ।ଆଉ ସେହିପରି ଆମେ ଭାତ ଖାଇବା ଦ୍ୱାରା ସେଥିରି ୧୩୬ % କ୍ୟାଲୋରୀ ଆମକୁ ମିଳିଥାଏ।ଆମେ ଯେତେବେଳ ଏ ଦୁଇ ଜିନିଷକୁ ଏକା ସାଙ୍ଗରେ ଖାଇ ଥାଉ।ଏହା ଦ୍ୱାରା ଆମ ଶରୀରକୁ ଆଵଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ମିଳିଥାଏ।
ଆମେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମର ଖାଦ୍ୟ ହଜମ ହେବାରେ ଅଧିକ ସମୟ ଲାଗିଥାଏ।ଯାହାଦ୍ୱାର ଆମ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ।ତାପରେ ଆମ ପାଚନ ତନ୍ତ୍ର ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ।ଆମେ ବାହାର ଖାଦ୍ୟ ଖାଇବା ଦ୍ୱାରା ଓ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମୋଟା ହୋଇଥାଉ କିନ୍ତୁ ଭାତ ସହିତ ରୁଟି ଖାଇଲେ ମଧ୍ୟ ଆମକୁ ମୋଟ ହେବାର ଆଶଙ୍କା ରହିଥାଏ।ଭାତ ଓ ରୁଟିରେ ଅଧିକ କ୍ୟାଲୋରୀ ରହିଥିବାରୁ ଏହା ଆମ ଶରୀରରେ ଜମା ହୋଇ ଆମ ଫ୍ୟାଟ ବଢ଼େଇ ଥାଏ।
ଆପଣ ଯଦି ଭାତ ସହିତ ରୁଟି ଖାଉଛନ୍ତି ତାହେଲେ ସେ ସବୁ ବନ୍ଦ କରନ୍ତୁ।ସ୍ବାସ୍ଥ୍ୟ ଵିଶେଷଜ୍ଞଙ୍କ ଅନୁସାରେ ରାତିରେ ଏହି ଭଳି ଖାଦ୍ୟ ଖାଇବା ଆଵଶ୍ୟକ ଯାହା ଆମର ସହଜରେ ହଜମ ହେଉଥିବ।ରାତିରେ ଭାତ ଖାଇବା ଦ୍ୱାର ଆମକୁ ନିଦ କମ ଆସେ ଓ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ ଏ ଅଭ୍ୟାସ ଯଦି ଲାଗି ରହିଥାଏ ତାହେଲେ ଶରିରରେ ମୋଟାପଣ ବୃଦ୍ଧି ହୋଇଥାଏ।ମଧୁମେହ ରୋଗୀ ଓ ଶ୍ୱାସ ରୋଗୀ ଭାତ ଖାଇବା ଉଚିତ ନୁହେଁ।ଭାତ ହଜମ ହେବା ପାଇଁ ଅଧିକ ସମୟ ଲାଗେ ଏହା ଦ୍ୱାର ପେଟ ଫୁଲିବା ସମସ୍ୟା ହୋଇପାରେ।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।