ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ସକାଳୁ ଉଠି ଏହି ଜିନିଷର ସେବନ କରନ୍ତୁ ଯାହାଦ୍ୱାରା ଆପଣ ବିଶ୍ୱାସ କରିପାରିବେନି ଆପଣଙ୍କ ଓଜନ ଏତେ ମାତ୍ରାରେ କିପରି କମିଲା।ବନ୍ଧୁଗଣ ଯେବେ ଓଜନ କମାଇବାର କଥା ଆସେ ତେବେ ସମସ୍ତେ ଭାବିଥାନ୍ତି କି ସେମାନେ କଣ ଖାଉଛନ୍ତି,ଯଦି ଆପଣ ଓଜନ କମାଇବା ପାଇଁ ଆହାର ନେଉଛନ୍ତି ତେବେ ମନେରଖନ୍ତୁ ସୁସ୍ଥ ଉପାୟରେ ଓଜନ କମାଇବା ପାଇଁ ଆପଣଙ୍କୁ କିଛି ସମୟ ଲାଗିପାରେ।ଏବଂ ଆଉ ଏକ କଥା ମନେରଖିବା କଥା ଯେ ଯଦି ଆପଣ ଆପଣଙ୍କ ନିତିଦିନିଆ ଜୀବନରେ ସନ୍ତୁଳନ ବନାଇ ରଖିପାରୁନାହାନ୍ତି, ଓ ଆପଣ ଗୋଟିଏ ଜାଗାରେ ବହୁତ ସମୟ ବସିରହୁଛନ୍ତି, ତେବେ ଆପଣଙ୍କ ଓଜନ ବଢ଼ିବା ସ୍ବଭାବିକ।ତେଣୁ ଏହା ମନେରଖିବା ଉଚିତ ଯେ ଯାହା ଵି ଆପଣ ସୁସ୍ଥ ନିଷ୍ପତି ନେଉଛନ୍ତି ତାହା ଆପଣଙ୍କ ଶାରୀରିକ ଉପରେ ବହୁତ ପ୍ରଭାବ ପକାଇଥାଏ।
ଓଜନ କମ କରିବାପାଇଁ ଆପଣଙ୍କୁ ଆପଣଙ୍କ ଜୀବନରେ କିଛି ଅଲଗା କରିବାକୁ ପଡିବ,ଯେଉଁଟା କି ଆପଣଙ୍କ ଶରୀରରୁ ଅନାବଶ୍ୟକ ଚର୍ବୀକୁ ହଟାଇବାରେ ଆପଣଙ୍କୁ ସାହାର୍ଯ୍ୟ କରିବ।ଆଜି ଆମେ ଆପଣଙ୍କୁ ଏକ ଏମିତି କିଛି ଉପାୟ ବିଷୟରେ କହିବି ଯାହା ଦ୍ୱାରା ଆପଣ ଆପଣଙ୍କର ଓଜନ କମାଇବାରେ ସହଜ ଅନୁଭବ କରିବେ। ଅଦାର ଆପଣ ନା ତ ଶୁଣିଥିବେ,ପ୍ରତେକଙ୍କ ଘରେ ଅଦା ଏକ ପ୍ରକାରର ପରିବା ଯେଉଁଟା କି ଖାଦ୍ୟ ରେ ନପଡିଲେ ଖାଦ୍ୟର ସ୍ୱାଦକୁ ବେକାର ବନାଇଦେଇଥାଏ। ହେଲେ ସେହି ଅଦାକୁ କିପରି ବ୍ୟବହାର କାଟି ଆମେ ଆମର ଓଜନ କମାଇବା ଚାଲନ୍ତୁ ସେ ବିଷୟରେ ଆଲୋଚନା କରିବା।
ସକାଳୁ ଅଦାକୁ ଅଧା କପ ଗରମ ପାଣିରେ କିଛି ଲୁଣ ପକାଇ ସେହି ଗରମ ପାଣିକୁ ପିଇବା ଦ୍ୱାରା ଆମ ଶରୀରର ଅନାବଶ୍ୟକ ଚର୍ବୀ ହ୍ରାସ ପାଇଥାଏ।ଆପଣଙ୍କ ପ୍ରତିଦିନଚର୍ଯ୍ୟାରେ ଏହି ଜିନିଷ ଟିକୁ ଆପଣାଇ ଦେଖନ୍ତୁ। ପ୍ରତେକଙ୍କ ଘରେ ଅଦା ଏକ ପ୍ରକାରର ବହୁଉପଯୋଗୀ ସାମଗ୍ରୀ ଅଟେ,ଏହାକୁ ବ୍ୟବହାର କରିବା ଦ୍ୱାରା ଥଣ୍ଡା,ସରଦିରୁ ଆରାମ ଓ ପାଚନ କ୍ରିୟାଠାରୁ ଆରମ୍ଭ କରି ଵିଭିନ୍ନ ସମସ୍ୟାରୁ ଅଦା ଦ୍ୱାରା ଥିବା ଔଷଧିୟ ଗୁଣ ଆମକୁ ଉପଶମ ଦେଇଥାଏ। ଅଦା ଶରୀରର ଅତ୍ୟଧିକ ଚର୍ବିକୁ କମାଇବାରେ ସାହାର୍ଯ୍ୟ କରିବା ସହ ଏଥିରେ ଥିବା ଶବର ଓ ଝିଞ୍ଜର ର ଔଷଧୀୟ ଗୁଣ ବହୁତ ଲାଭଦାୟକ ହୋଇଥାଏ।ଓ ଏଥିରେ ଥିବା ଆଣ୍ଟି ପ୍ରଭାବ ଶରୀର ମୃତକୋଷ ସହ ଲଢ଼ିଥାଏ।
ଏକ ଅନୁସନ୍ଧାନରେ ମିଳିଥିଲା ଯେ ଅଦା ଖାଇବା ଦ୍ୱାରା ଏହା ଓଜନ କମାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଅଦାର ସେବନ ରକ୍ତ ସର୍କରାର ସ୍ତର କୁ ନିୟନ୍ତ୍ରିତ କରିଥାଏ।ଏକ ମେଡ଼ିକାଲ ଇଉନିଭର୍ଷିଟିରୁ ଜଣାଗଲା ଯେ ବୟସ୍କ ଲୋକମାନଙ୍କୁ ଏକ ଦିନରେ 4ଗ୍ରାମରୁ ଅଧିକ ଅଦା ଖାଇବା କଥା ନୁହେଁ,ଓ 2ବର୍ଷରୁ କମ ପିଲାଙ୍କୁ ଅଦା ନଖାଇବାକୁ ପରାମର୍ଶ ଦିଆଯିବା ସମୟରେ ଗର୍ଭବତୀଙ୍କୁ ଦିନକୁ 1ଗ୍ରାମରୁ ଅଧିକ ଅଦା ନଖାଇବା ପାଇଁ କୁହାଯାଇଛି।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।