ଆଣ୍ଠୁ ବିନ୍ଧା,ଗଣ୍ଠି ବିନ୍ଧା,ଗୋଇଠି ବିନ୍ଧା କେବଳ 2ମିନିଟରେ ଶେଷକରିଦେବ ଏହି ରାମବାଣ ଘରୋଇ ଉପାୟ

pain

ନମାସ୍କର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ଏଭଳି ଘରୋଇ ଔଷଧି ନେଇ ଆସିଛୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଦୀର୍ଘଦିନର ହାଡ ଜନିତ ରୋଗ ହେଉ ଅଥଵା ମାନ୍ସପେଶୀ ଜନିତ ରୋଗ କେବଳ 2 ମିନିଟରେ ଉପଚାର ହେବ। ବନ୍ଧୁଗଣ ଆଜି ମୁ ଆପଣଙ୍କୁ ଅରଖ ଗଛ ବିଷୟରେ କହିବି ଯେଉଁଟା କି ବହୁତ ପୁରାତନ କାଳରୁ ବହୁତ ଉପଯୋଗୀ ହୋଇ ରହିଆସିଛି । ସାଧାରଣତଃ ଏହା ସୂର୍ଯ୍ୟଙ୍କ କିରଣରେ ଏହି ଗଛ ବଡ ହୋଇଥାଏ ଓ ସନ୍ଧ୍ୟାବେଳ ସମେୟରେ ଏହା ଝାଉଁଳି ଯାଇଥାଏ।ତେବେ ଆପଣ ଏହି ଗଛକୁ ବ୍ୟବହାର କରି ଆପଣଙ୍କ ଆଣ୍ଠୁ ,ଗଣ୍ଠି ,ଓ ମାନ୍ସପେଶୀ ଜନିତ ବହୁତ ସମସ୍ୟା ଦୂର କରିପାରିବେ।କହିବାକୁ ଗଲେ ଏହି ଗଛର ତ ବହୁତ ଗୁଣ ରହିଛି କିନ୍ତୁ ଆଜି ଆମେ କେବଳ ଆଣ୍ଠୁ,ଗଣ୍ଠି,ଅଣ୍ଟା ଜନିତ ସମସ୍ୟା ବିଷୟରେ ଆଲୋଚନା କରିବା।

pain

ବନ୍ଧୁଗଣ ଦୁନିଆରେ ଅରଖର 4ଟି ପ୍ରଜାତି ରହିଥାଏ,କିନ୍ତୁ ଆମ ଆଖପାଖ ଅଂଚଳରେ ଏହାର ମାତ୍ର 2ଟି ପ୍ରଜାତି ରହିଥାଏ ଯେଉଁଗୁଡିକ ଖୁବ କ୍ଵଚିତ।ଆପଣଙ୍କ ମନରେ ପ୍ରସବ ଆସୁଛି କି ଅରଖ ଦ୍ୱାରା ଆମେ ଆମର ଆଣ୍ଠୁ,ଗଣ୍ଠି,ଗୋଇଠି ଓ ଅଣ୍ଟା ସମସ୍ୟା କିପରି ଦୁରୀଭୂତ କରିପାରିବା।ବନ୍ଧୁଗଣ ଅରଖରେ ବହୁତ ରସାୟନିକ ଦ୍ରବ୍ୟ ରହିଛି ଯାହା ଦ୍ୱାରା ଆମେ ମାଂସପେଶୀ ଆଉ ହାଡ ଜନିତ ରୋଗରୁ ମୁକ୍ତି ପାଇଥାଉ। ହେଲେ ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ,କାରଣ ଏହି ଅରଖ ଗଛର ଖୀର ଆପଣଙ୍କ ଆଖି ସଂସ୍ପର୍ଶରେ ଆସିଲେ ଆପଣ ଦୃଷ୍ଟିଶକ୍ତି ହରାଇ ଦେବେ , ତେବେ ସେଥିପାଇଁ ଏହାକୁ ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ।

ପ୍ରଥମେ ଜାଣିବା ଗୋଇଠି ସମ୍ବନ୍ଧୀୟ ସମସ୍ୟା ବିଷୟରେ,ବନ୍ଧୁଗଣ ଗୋଇଠି ଜନିତ ସମସ୍ୟା ପାଇଁ ଆପଣଙ୍କୁ ଅରଖ ଗଛର 15ଟି ଫୁଲକୁ ଏକ ତଟିଆଏ ପାଣିରେ ଗରମ କରିବାକୁ ହେବ, ଏହା ଗରମ ହୋଇଗଲାପରେ ଏହାର ଫୁଲକୁ ପାଣିରୁ ଛାଣିଦେଇ ରଖିଦେବେ। ଓ ନିଜର ଗୋଇଠିକୁ ଗରମ ପାଣିରେ ଭଲ ଭାବରେ ଧୋଇ ରଖାଯାଇଥିବା ଫୁଲକୁ ଏକ ସୁତା କପଡା ସହାର୍ଯ୍ୟରେ ଗୁଡ଼ାଇ ନିଜ ଗୋଇଠି ରେ ବାନ୍ଧିଦେବାକୁ ହେବ।ଏହି ଘରୋଇ ଉପଚାର ଆପଣ 10 ରୁ 15 ଦିନ ପର୍ଯ୍ୟନ୍ତ ଚାଲୁରଖନ୍ତୁ ଏହାର ଉପଚାର ଆପଣଙ୍କୁ ଖୁବ କମ ସମୟରେ ମିଳିଯିବ।।

ଦ୍ୱିତୀୟ ପ୍ରୟୋଗ ରେ ଆପଣଙ୍କୁ ଅରଖର ପତ୍ର ଓ ସୋରିଷ ଟେଲର ଆବଶ୍ୟକତା ପଡିବ । ପ୍ରଥମେ ଏକ କଡେଇ ରେ ଏହାର ଏକ ପାଖୁଡ଼ା ପତ୍ର କୁ ଗରମ କାଟିବାକୁ ହେବ, ଏହା ଗରମ ହୋଇଗଲା ପରେ ସେହି ପତ୍ର ଉପରେ ସୋରିଷ ତେଲ ଲଗାଇ ସେହି କଡେଇରେ ସେକିବାକୁ ହେବ କିଛି ମିନିଟ ସେକିଲା ପରେ ଏକ ସୁତା କପଡା ଦ୍ୱାରା ଏହି ପତ୍ରକୁ ଗୋଇଠି ରେ ବାନ୍ଧି ଛାଡ଼ିଦେବାକୁ ହେବ ।ପତ୍ର ରେ ଥିବା ରାସାୟନିକ ଗୁଣ ଗୋଇଥଠିରେ ଥିବା ଯନ୍ତ୍ରଣାକୁ ଦୂର କରିଥାଏ।

joint pain

ତୃତୀୟ ପ୍ରୟୋଗରେ ଆପଣ ଅରଖର ପତ୍ରକୁ ସାବଧାନତାର ସହ ଡାଳରୁ ଚିଣ୍ଡାନ୍ତୁ ଏଥିରୁ ବାହାରୁ ଥିବା ଖୀରକୁ ଆପଣ ନିଜ ଗୋଇଠିରେ ମାଲିସ କରନ୍ତୁ ଯେପରି ସମସ୍ତ ଖୀର ଆପଣଙ୍କ ଗୋଇଠି ଅବଶୋଷିତ କରିନେବ ଏହା ସେପର୍ଯ୍ୟନ୍ତ କରନ୍ତୁ ଯେପର୍ଯ୍ୟନ୍ତ ଆପଣଙ୍କ କଷ୍ଟ ଦୂର ନହୋଇଛି।

ଏବେ ଆସନ୍ତୁ ଜାଣିବା ଆଣ୍ଠୁ ସମ୍ପର୍କିତ ସମସ୍ୟା ଉପରେ,ପ୍ରଥମେ ଏହାର କ୍ଷୀରକୁ ନିଜର ଆଣ୍ଠୁରେ ମାଲିସ କରନ୍ତୁ ଏହାପରେ ଏହାର ପତ୍ରକୁ ସୋରିଷ ତେଲରେ ଗରମ କରି ଆଣ୍ଠୁ ରେ ବାନ୍ଧିଦିଅନ୍ତୁ ,ଯଦି ଉପଶମ ମିଳିଲା ଆପଣ ଏହି ପ୍ରୟୋଗକୁ ଚାଲୁରଖିପାରିବେ।।

ଏବେ ଜାଣିବା ଅଣ୍ଟା ଯନ୍ତ୍ରଣା ଉପରେ ଠିକ ସେହିପରି ଏହାର କ୍ଷୀରକୁ ନେଇ ନିଜ ଅଣ୍ଟାରେ ମାଲିସ କରନ୍ତୁ ଯେପର୍ଯ୍ୟନ୍ତ ଆପଣଙ୍କ ଅଂଟା ଏହି ଖୀର କୁ ଅବଶୋଷିତ କରିପାରିନାହିଁ।ଓ ପରେ ସୋରିଷ ତେଲ ଲଗା ଗରମ ପତ୍ରକୁ ସୁତାକପଡା ସହାୟତାରେ ନିଜ ଅଂଟା ରେ ବାନ୍ଧିଦିଅନ୍ତୁ ଏହା କରିବା ଫଳରେ ଆପଣଙ୍କୁ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ ।

Back pain

ଆଉ ଏକ କଥା ଆମେ ଆପଣଙ୍କୁ ଜଣାଇଦେବାକୁ ଯାଉଛୁ ଯେ ଯଦି ଆପଣ ରକ୍ତହୀନତା,ହାଡ ଭାଙ୍ଗିଥିବା ଜାଗାରେ ଏହା ଉପଯୋଗ କରିବେ ତାହେଲେ ଏହା କୌଣସି କାମ ଦେବା ନାହିଁ ।ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *